ପଟ୍ଟାୟତ ସାହୁ

ଉଇକିପିଡ଼ିଆ‌ରୁ
(Pattayat Sahuରୁ ଲେଉଟି ଆସିଛି)
ପଟ୍ଟାୟତ ସାହୁ
ବୃତ୍ତିଔଷଧୀୟ ଚାରା ରୋପଣକାରୀ
ଜାତୀୟତାଭାରତୀୟ
ପୁରସ୍କାରପଦ୍ମଶ୍ରୀ

ପଟ୍ଟାୟତ ସାହୁ ଓଡ଼ିଶାର ଏକ ଔଷଧୀୟ ବୃକ୍ଷ ରୋପଣକାରୀ ଅଟନ୍ତି । ପ୍ରାୟ ୬୫ ଡେସିମିଲ ଜାଗାରେ ସେ ୨୫୦୦ରୁ ଉର୍ଦ୍ଦ୍ୱ ଔଷଧୀୟ ଚାରା ବୃକ୍ଷରୋପଣ କରିଛନ୍ତି । ୨୦୨୩ ମସିହାରେ ସେ ପଦ୍ମଶ୍ରୀ ଉପାଧିରେ ସମ୍ମାନିତ ହୋଇଥିଲେ ।[୧]

ଜୀବନୀ[ସମ୍ପାଦନା]

ପଟ୍ଟାୟତ ସାହୁ, ଓଡ଼ିଶାର କଳାହାଣ୍ଡି ଜିଲ୍ଲାର ଜୁନାଗଡ଼ ପଞ୍ଚାୟତ ଅନ୍ତର୍ଗତ ନାନ୍ଦୋଲ ଗ୍ରାମରେ ଔଷଧୀୟ ଚାରା ରୋପଣ କରନ୍ତି । ତତ୍କାଳୀନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ମନକି ବାତ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ତାଙ୍କ ଉଦ୍ୟମକୁ ପ୍ରଶଂସା କରିଥିଲେ । ସେ ଔଷଧୀୟ ଗଛର ଉପକାରିତା ବିଷୟରେ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରୁଛନ୍ତି ।[୨]

ପୁରସ୍କାର ଓ ସମ୍ମାନ[ସମ୍ପାଦନା]

  • ପଦ୍ମଶ୍ରୀ - ୨୦୨୩

ଆଧାର[ସମ୍ପାଦନା]

  1. Prameya (2023-01-25). "Odisha's Pattayat Sahu will be awarded Padma Shri in agriculture". PRAMEYA (in ଆମେରିକୀୟ ଇଂରାଜୀ). Retrieved 2023-03-03.
  2. Pattanayak, Pradeep. "Know the 2023 Padma Shri awardees from Odisha". Know the 2023 Padma Shri awardees from Odisha (in ଇଂରାଜୀ). Retrieved 2023-03-03.