ଜୟନ୍ତ କୁମାର ଦାସ

ଉଇକିପିଡ଼ିଆ‌ରୁ
ଜୟନ୍ତ କୁମାର ଦାସ
ଜନ୍ମ ଓ ଜନ୍ମସ୍ଥାନଓଡ଼ିଶା
ଭାଷାଓଡ଼ିଆ
ଜାତୀୟତା ଭାରତୀୟ
ବିଷୟନାଟକ, ଗପ, ଏକାଙ୍କିକା

ଡ. ଜୟନ୍ତ କୁମାର ଦାସ ଓଡ଼ିଶାରେ ଜନ୍ମିତ ଜଣେ ଓଡ଼ିଆ ଜଣେ ସୁପରିଚିତ ନାଟ୍ୟକାର । ସେ ଅନେକ ଜନପ୍ରିୟ ବେତାର ନାଟକ, ଗପ, ଏକାଙ୍କିକା, ପ୍ରବନ୍ଧ ଆଦି ରଚନା କରିଯାଇଛନ୍ତି ।

ରଚନାବଳୀ[ସମ୍ପାଦନା]

ପ୍ରବନ୍ଧ[ସମ୍ପାଦନା]

ତାଙ୍କ ରଚିତ ଖାରବେଳ ନାଟକ ଅନେକ ଭାରତୀୟ ଭାଷାରେ ଅନୁଦିତ ହୋଇ ଆକାଶବାଣୀ କେନ୍ଦ୍ରରୁ ପ୍ରସାରିତ ହୋଇଛି ।

ଆଧାର[ସମ୍ପାଦନା]