ଗୋପପୁର (ଗପ ସଙ୍କଳନ)
ଦେଖଣା
(Gopapura (Story Collection)ରୁ ଲେଉଟି ଆସିଛି)
ଗୋପପୁର | |
---|---|
ଲେଖକ | ରାମଚନ୍ଦ୍ର ବେହେରା[୧] |
ମଲାଟ ଚିତ୍ରକର | ରଞ୍ଜିତ ପରିଜା |
ଦେଶ | ଭାରତ |
ଭାଷା | ଓଡ଼ିଆ |
ବିଭାଗ | ଗପ ସଙ୍କଳନ[୨] |
ପ୍ରକାଶକ | ବିଦ୍ୟା ପ୍ରକାଶନ, ବାଲୁବଜର, କଟକ |
ପ୍ରକାଶ ତାରିଖ | ୨୦୦୩, ୨୦୦୬ |
ପୃଷ୍ଠା | ୨୬୦ (ଦ୍ୱିତୀୟ ମୁଦ୍ରଣ) |
ISBN | ୮୧-୭୭୦୩-୦୪୬-୯ |
ଗୋପପୁର ରାମଚନ୍ଦ୍ର ବେହେରାଙ୍କ ରଚିତ ଏକ ଗଳ୍ପ ସଙ୍କଳନ ।[୩] କଥାକାର ରାମଚନ୍ଦ୍ର ବେହେରାଙ୍କୁ ଏଥି ପାଇଁ ୨୦୦୫ରେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାରରେ[୪] ସମ୍ମାନିତ କରାଯାଇଥିଲା ।[୫] ଗୋପପୁର ଭାରତୀୟ ପରମ୍ପରା ଓ ଚିନ୍ତା ମାନସରେ ଗଭୀର ପ୍ରତ୍ୟୟବୋଧ ଓ କଲ୍ୟାଣଚେତନାର ଏକ ମହତୀ ଭାବଭୂମି । ସମସ୍ତ ପରାଜୟର ଗ୍ଳାନି ଓ ମନୋଭାବକୁ ଅତିକ୍ରମ କରି ମଣିଷଯେ ବଞ୍ଚିରହିବ, ଆଲୋକ ଓ ଆନନ୍ଦର ଅଭିଳାଷୀ ହେବ- ଏହି ପ୍ରକାର ଏକ ଆଲୋକିତ ଆଶ୍ୱାସନା ଓ ଆତ୍ମିକ ଅନ୍ୱେଷାବୋଧ ଗୋପପୁରର ଗଳ୍ପମାନଙ୍କର ଅନ୍ତଃସ୍ୱର ।[୬]
ସଙ୍କଳନରେ ଥିବା ଗଳ୍ପ ଗୁଡ଼ିକ
[ସମ୍ପାଦନା]- ଗୋପପୁର
- ଭୂମିକା
- ବିସ୍ଫୋରଣ
- ଆୟୁଷ୍ମାନ
- ଦୀପୁର ଜେଜେମା
- ହେଡ଼ମାଷ୍ଟର
- ମା ଓ ପୁଅ
- ଘର ବାହୁଡା
- ଏକ ହତ୍ୟାକାଣ୍ଡ ପାଇଁ ଖସଡା
- ପିତୃସତ୍ୟ
- ଉତ୍ତର ପୁରୁଷ
- ପ୍ରସାରିତ ଆଲିଙ୍ଗନ
- ନର୍ସିଙ୍ଗ ହୋମ
- ରାଜକୀୟ ପୋଷାକ
- ପ୍ରତିଯୋଗିତା
ଆଧାର
[ସମ୍ପାଦନା]- ↑ Esi. Sura Books. pp. 3–. ISBN 978-81-7254-306-8.
- ↑ Dwivedi. India 2008. Tata McGraw-Hill Education. pp. 1–. ISBN 978-0-07-022177-2.
- ↑ Vārshikī: Bhāratiya sāhitya sarvekshana. Kendrīya Hindī Nideśālaya, Śikshā tathā Saṃskr̥ti Mantrālaya, Bhārata Sarakāra. 2003.
- ↑ "ଆବେଗଗତ ଆଧ୍ୟାତ୍ମିକ ପରିପୂର୍ଣ୍ଣତା ପାଇଁ ମୁଁ ଲେଖେ: ରାମଚନ୍ଦ୍ର ବେହେରା". sarbasadharana.com. ସର୍ବ ସାଧାରଣ. Retrieved 28 February 2019.
- ↑ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଓଡ଼ିଆ ଲେଖକ
- ↑ ଗୋପପୁର, ଦ୍ୱିତୀୟ ମୁଦ୍ରଣ, ଆଗ ମଲାଟ, ପୁସ୍ତକ ବିବରଣୀ