ବିଜୁ ବାବୁ (ଓଡ଼ିଆ କଥାଚିତ୍ର)

ଉଇକିପିଡ଼ିଆ‌ରୁ
ବିଜୁ ବାବୁ
ନିର୍ଦ୍ଦେଶକଦେବୀପ୍ରସାଦ ଲେଙ୍କା ଓ ବିଶାଲ ମୌର୍ୟ୍ୟ
ପ୍ରଯୋଜକନୀଳମାଧବ ପଣ୍ଡା
ସଂଳାପଭରଦ୍ୱାଜ ପଣ୍ଡା ଏବଂ ସୁଜିତ କୁମାର ଜେନା
ଚିତ୍ରନାଟ୍ୟଦେବୀପ୍ରସାଦ ଲେଙ୍କା ଓ ୱିଶାଲ ମୋୖର୍ୟ
କଳାକାରଅନୁଭବ ମହାନ୍ତି
ସୁପ୍ରିୟା ନାୟକ
ସଙ୍ଗୀତପ୍ରେମ ଆନନ୍ଦ
ଚିତ୍ରଗ୍ରହଣଅକ୍ଷୟ ନାୟକ
ସମ୍ପାଦକସନ୍ଦୀପ ସେଠୀ
Production
company
ଅକ୍ଷୟ ପରିଜା ପ୍ରଡକ୍ସନ ଏବଂ ପ୍ରକାଶ ଫିଲ୍ମ
ମୁକ୍ତିଲାଭ ତାରିଖ
୨୯ ମାର୍ଚ୍ଚ ୨୦୧୯
ଦେଶ ଭାରତ
ଭାଷାଓଡ଼ିଆ

ବିଜୁ ବାବୁ, ୨୦୧୯ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର ।[୧] ପଦ୍ମଶ୍ରୀ ନୀଳ ମାଧବ ପଣ୍ଡା ଏହି ଚଳଚ୍ଚିତ୍ରର ପ୍ରଯୋଜନା କରିଥିଲେ । ଦେବୀପ୍ରସାଦ ଲେଙ୍କାବିଶାଲ ମୌର୍ୟ୍ୟ ଏହାର ନିର୍ଦ୍ଦେଶନା ଦେଇଥିଲେ ।ଏହି ଚଳଚ୍ଚିତ୍ରଟି ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ, ସ୍ବର୍ଗତଃ ବିଜୁ ପଟ୍ଟନାୟକଙ୍କ ଆଦର୍ଶ ଉପରେ ଅନୁପ୍ରାଣିତ ଥିଲା , ଏହା ବିଜୁ ବାବୁଙ୍କର ଜୀବନୀ ଉପରେ ନିର୍ମିତ ହୋଇନଥିଲା । [୨][୩]

ଅଭିନୟ[ସମ୍ପାଦନା]

ଗୀତ ଓ ସଙ୍ଗୀତ[ସମ୍ପାଦନା]

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ପ୍ରେମ ଆନନ୍ଦ[୭] ଦେଇଥିଲାବେଳେ ହ୍ୟୁମାନ ସାଗର, ଅନନ୍ୟା ଶ୍ରୀତମ ନନ୍ଦ, ଦୀପ୍ତିରେଖା ପ୍ରମୁଖ କଣ୍ଠଦାନ କରିଥିଲେ ।[୨] ଏଥିରେ ପ୍ରେମ ଆନନ୍ଦ ଢେଙ୍କାନାଳର ଶିଙ୍ଗବାଜାକୁ ଉପଯୋଗ କରି "ଓୟେ ରାମଜୀ" ଗୀତର ସରଞ୍ଚନା କରିଥିଲେ ।[୮]

ସମାଲୋଚନା[ସମ୍ପାଦନା]

ଖୋଦ ଅନୁଭବ ମହାନ୍ତି ୨୦୧୯ ଲୋକ ସଭା ନିର୍ବାଚନରେ କେନ୍ଦ୍ରାପଡ଼ା ଲୋକ ସଭା ନିର୍ୱାଚନ ମଣ୍ଡଳୀରୁ ବିଜୁ ଜନତା ଦଳ ପକ୍ଷରୁ ପ୍ରତିଦ୍ୱନ୍ଦିତା କରୁଥିଲାବେଳେ ଏହି ଚଳଚ୍ଚିତ୍ର ମୁକ୍ତିଲାଭ କରିଥିବା ଯୋଗୁଁ, ଏହାର ରାଜନୈତିକ ପ୍ରଭାବକୁ ନେଇ ସମାଲୋଚନାର ଶିକାର ହୋଇଥିଲା ।[୯]

ଆଧାର[ସମ୍ପାଦନା]

  1. "ପ୍ରବାଦ ପୁରୁଷ ସ୍ୱର୍ଗତଃ ବିଜୁ ପଟ୍ଟନାୟକଙ୍କ ଭୂମିକାରେ ନଜର ଆସିବେ ଅନୁଭବ ମହାନ୍ତି, 'ବିଜୁବାବୁ' ଚଳଚ୍ଚିତ୍ରର ପ୍ରଥମ ପୋଷ୍ଟର ଲୋକାର୍ପଣ". Sambad (in Odia). Odisha. 15 January 2019. Archived from the original on 2 May 2019. Retrieved 22 January 2019.{{cite news}}: CS1 maint: unrecognized language (link)
  2. ୨.୦ ୨.୧ Bureau, Samajalive. "ମାର୍ଚ୍ଚ ୨୯ରେ ମୁକ୍ତିଲାଭ କରିବ ଅନୁଭବଙ୍କ 'ବିଜୁ ବାବୁ' | Samaja Live" (in ଆମେରିକୀୟ ଇଂରାଜୀ). Retrieved 2019-03-26.
  3. "୨୯‌ରେ ଆସିବ 'ବିଜୁ ବାବୁ'". Sambad (in ଆମେରିକୀୟ ଇଂରାଜୀ). 2019-03-18. Retrieved 2019-03-26.
  4. "ସୁପ୍ରିୟାଙ୍କୁ ସୁଯୋଗ ପରେ ସୁଯୋଗ". ପ୍ରମେୟ. 6 July 2022. Archived from the original on 27 October 2022. Retrieved 27 October 2022.
  5. "ଆଇଟମ୍ ନମ୍ବରରେ ସୁପ୍ରିୟା". ଧରିତ୍ରୀ. 5 October 2023. p. ୧୭. Archived from the original on 6 October 2023. Retrieved 6 October 2023.
  6. "କାହାର ହେବି ମୁଁ କଣ୍ଢେଇ". ସମ୍ବାଦ (ରବିବାର). 26 February 2023. p. 8. Archived from the original on 20 March 2023. Retrieved 20 March 2023.
  7. "ଜନ୍ମଦିନରେ ବିଜୁଙ୍କୁ ପ୍ରେମ୍ ଆନନ୍ଦଙ୍କ ଶ୍ରଦ୍ଧାଞ୍ଜଳି : ବହୁଚର୍ଚ୍ଚିତ ଫିଲ୍ମ 'ବିଜୁ ବାବୁ'ର ଗୀତ ରେକର୍ଡିଂ କଲେ". Sambad (in Odia). Odisha. 23 January 2019. Archived from the original on 26 January 2019. Retrieved 23 January 2019.{{cite news}}: CS1 maint: unrecognized language (link)
  8. "'ବିଜୁ ବାବୁ'ରେ ପ୍ରେମ୍‌ ଆନନ୍ଦଙ୍କ 'ଶିଙ୍ଗ ବାଜା' ଏକ୍ସପେରିମେଣ୍ଟ". Sambad (in ଆମେରିକୀୟ ଇଂରାଜୀ). 2019-02-21. Retrieved 2019-03-26.
  9. "Movie Biju Babu 'bereft of Biju Patnaik ideologies'; timing 'political'". odishatv.in (in ଆମେରିକୀୟ ଇଂରାଜୀ). Archived from the original on 2019-04-06. Retrieved 2019-04-06.

ବାହାର ଆଧାର[ସମ୍ପାଦନା]