ତୁ କହିଦେ ଆଇ ଲଭ୍ ୟୁ
ଦେଖଣା
ତୁ କହିଦେ ଆଇ ଲଭ୍ ୟୁ | |
---|---|
ନିର୍ଦ୍ଦେଶକ | ସତ୍ୟବ୍ରତ ନାୟକ |
ପ୍ରଯୋଜକ | ବିକ୍ରମ ମହାପାତ୍ର |
ସଂଳାପ | ସତ୍ୟବ୍ରତ ନାୟକ |
ଚିତ୍ରନାଟ୍ୟ | ସତ୍ୟବ୍ରତ ନାୟକ |
କଳାକାର | ରାକେଶ ଦେଓ ଦିବ୍ୟା ମହାନ୍ତି ମିହିର ଦାସ ପ୍ରିତୀରାଜ ଶତପଥୀ ନମ୍ରତା ଦାସ |
ସଙ୍ଗୀତ | ଦୁର୍ଗା, ନବ, ସରୋଜ |
ଚିତ୍ରଗ୍ରହଣ | ଅଶ୍ୱିନୀ ଦେହୁରି |
ସମ୍ପାଦକ | ରାଜେଶ ଦାଶ |
ମୁକ୍ତିଲାଭ ତାରିଖ | ୧୩ ସେପ୍ଟେମ୍ବର ୨୦୧୯ |
ଦେଶ | ଭାରତ |
ଭାଷା | ଓଡ଼ିଆ |
ତୁ କହିଦେ ଆଇ ଲଭ୍ ୟୁ, ୨୦୧୯ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର ।[୧] ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ବିକ୍ରମ ମହାପାତ୍ର । ସତ୍ୟବ୍ରତ ଦାଶ ଏହି କଥାଚିତ୍ରଟିର ଚିତ୍ରନାଟ୍ୟ ଓ ସଂଳାପ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ ।
ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ରାକେଶ ଦେଓ ଏବଂ ଦିବ୍ୟା । ମିହିର ଦାସ, ପ୍ରୀତିରାଜ, ନମ୍ରତା ଦାସ, ପ୍ରଜ୍ଞା ଓଝା, ଜୀବନ ପଣ୍ଡା, ସନ୍ତୋଷ ନାୟକ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।
ଅଭିନୟ
[ସମ୍ପାଦନା]- ରକେଶ ଦେଓ
- ଦିବ୍ୟା ମହାନ୍ତି[୨][୩][୪]
- ମିହିର ଦାସ
- ପ୍ରୀତିରାଜ ଶତପଥୀ
- ନମ୍ରତା ଦାସ
- ପ୍ରଜ୍ଞା ଓଝା
- ଜୀବନ ପଣ୍ଡା
- ସନ୍ତୋଷ ନାୟକ
କାହାଣୀ
[ସମ୍ପାଦନା]ଗୀତ ଏବଂ ସଙ୍ଗୀତ
[ସମ୍ପାଦନା]ଏହ କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଦୁର୍ଗା, ନବ ଓ ସରୋଜ । ଗୀତିକାର ନିର୍ମଳ ନାୟକ, ଅମ୍ରିତା ନାୟକ, ଅରୁଣ ମନ୍ତ୍ରୀ, ମୃତ୍ୟୁଞ୍ଜୟ ମିଶ୍ର ଆଦି ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ । ହ୍ୟୁମାନ ସାଗର, ଅମ୍ରିତା ନାୟକ, ସତ୍ୟଜିତ ପ୍ରଧାନ, ସଞ୍ଜୁ ମହାନ୍ତି, ବିଷ୍ଣୁମୋହନ କବି, ଅନନ୍ୟା ଶ୍ରୀତମ ନନ୍ଦ ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।
ଗୀତ
[ସମ୍ପାଦନା]କ୍ରମ | ଗୀତ | କବି | ଗାୟକ | ସମୟ |
---|---|---|---|---|
1. | "ତୁ କହିଦେ ଆଇ ଲଭ୍ ୟୁ" | ଅମ୍ରିତା ନାୟକ | ହ୍ୟୁମାନ ସାଗର, ଅମ୍ରିତା ନାୟକ | |
2. | "ଚୁମ୍ମା ଚୁମ୍ମା" | ନିର୍ମଳ ନାୟକ | ସତ୍ୟଜିତ ପ୍ରଧାନ, ସଞ୍ଜୁ ମହାନ୍ତି | |
3. | "ଏଇ ପ୍ରେମ ଖାଲି ତୋରି ପାଇଁ" | ଅରୁଣ ମନ୍ତ୍ରୀ | ବିଷ୍ଣୁ ମୋହନ କବି, ଅନନ୍ୟା ଶ୍ରୀତମ ନନ୍ଦ | |
4. | "ମତେ ପ୍ରେମ ହେଇଗଲାରେ" | ଅରୁଣ ମନ୍ତ୍ରୀ | ଅମ୍ରିତା ନାୟକ |
ଆଧାର
[ସମ୍ପାଦନା]- ↑ "ରିଲିଜ୍ ହେଲା ରୋମାଂଟିକ୍ ଫିଲ୍ମ 'ତୁ କହିଦେ ଆଇ ଲଭ୍ ୟୁ' , ପ୍ରିମିୟର୍ ଶୋ'ରେ ପହଁଚିଲେ ମେକରଙ୍କ ସହ ଷ୍ଟାର୍ ! | Kanak Lifestyle". OllyBolly. 14 September 2019. Retrieved 19 September 2019.
- ↑ "ପ୍ରଥମେ ଭଉଣୀ, ପରେ ନାୟିକା ବନିଛନ୍ତି ଓଲିଉଡର ଏହି ନୂଆ ବଗୁଲୀ | Sambad". ସମ୍ବାଦ. ଭୁବନେଶ୍ୱର: sambad.in. 17 July 2020. Archived from the original on 15 January 2022. Retrieved 15 January 2022.
- ↑ "କେବେ ଖୋଲିବ ନାୟକ ପ୍ରଦୀପଙ୍କ 'ପ୍ରେମ ଏଟିଏମ୍'? | Sambad". ସମ୍ବାଦ. sambad.in. 20 August 2020. Archived from the original on 15 January 2022. Retrieved 15 January 2022.
- ↑ "ଦିବ୍ୟାଦିଶା: ଏଥର ଆଇଟମ୍ ଗାର୍ଲ". ସମ୍ବାଦ. ଭୁବନେଶ୍ୱର. 16 May 2023. Archived from the original on 25 August 2023. Retrieved 25 August 2023.
ବାହାର ଆଧାର
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ତୁ କହିଦେ ଆଇ ଲଭ୍ ୟୁ