ବନ୍ଧନ (ଟେଲି ଫିଲ୍ମ)

ଉଇକିପିଡ଼ିଆ‌ରୁ
ବନ୍ଧନ
ପ୍ରଯୋଜକଜୀ ସାର୍ଥକ
କଳାକାରଅମନ ଚିନଚାନି
ଅଙ୍କିତା ଭୌମିକ
ରାଇମୋହନ
ଅଶ୍ରୁମୋଚନ ମହାନ୍ତି
ପ୍ରିୟଙ୍କା ପରିଡ଼ା
ପ୍ରୀତିରାଜ ଶତପଥୀ
ମୁକ୍ତିଲାଭ ତାରିଖ
୩୧ ମାର୍ଚ୍ଚ ୨୦୧୯
ଦେଶ ଭାରତ
ଭାଷାଓଡ଼ିଆ

ବନ୍ଧନ, ୨୦୧୯ ମସିହାରେ ଦୂରଦର୍ଶନରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ଜୀ ସାର୍ଥକଦ୍ୱାରା ନିର୍ମାଣ କରାଯାଇଥିଲା, ଯାହାକି ୨୦୧୯ ମସିହାର ମାର୍ଚ୍ଚ ୩୧ ତାରିଖରେ ଜୀ ସାର୍ଥକରେ ମୁକ୍ତିଲାଭ କରିଥିଲା ।[୧]

ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ଅମନ ଚିନଚାନି ଓ ଅଙ୍କିତା ଭୌମିକ । ରାଇମୋହନ ପରିଡ଼ା, ଅଶ୍ରୁମୋଚନ ମହାନ୍ତି, ପ୍ରିୟଙ୍କା ପଟ୍ଟନାୟକ, ପ୍ରୀତିରାଜ ଶତପଥୀ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।[୧]

ଅଭିନୟ[ସମ୍ପାଦନା]

କାହାଣୀ[ସମ୍ପାଦନା]

ଗୀତ ଏବଂ ସଙ୍ଗୀତ[ସମ୍ପାଦନା]

ଗୀତ[ସମ୍ପାଦନା]

କ୍ରମଗୀତସମୟ

ଆଧାର[ସମ୍ପାଦନା]

  1. ୧.୦ ୧.୧ "List of Odia Films released in 2019 | OdiaLive". Odia Live (in English). 5 January 2019. Archived from the original on 20 October 2021. Retrieved 31 January 2022.{{cite news}}: CS1 maint: unrecognized language (link)

ବାହାର ଆଧାର[ସମ୍ପାଦନା]

  • ଇଣ୍ଟରନେଟ ମୁଭି ଡାଟାବେସରେ ବନ୍ଧନ