ବୋବାଲ ଟୋକା
Appearance
ବୋବାଲ ଟୋକା | |
---|---|
ନିର୍ଦ୍ଦେଶକ | ସୁଧାକର ବସନ୍ତ |
ପ୍ରଯୋଜକ | ପ୍ରକାଶ ଶ୍ରୀଚନ୍ଦନ ସୁଧାକର ବସନ୍ତ |
ସଂଳାପ | ସାରିକା ସ୍ୱାଇଁ |
ଚିତ୍ରନାଟ୍ୟ | ସୁଧାକର ବସନ୍ତ |
କାହାଣୀ | ଦିଲୀପ ଶ୍ରୀଚନ୍ଦନ |
କଳାକାର | ପିଣ୍ଟୁ ନନ୍ଦ ପ୍ରଦୀପ ଦତ୍ତ ସୁଧାକର ବସନ୍ତ ମଧୁ |
ସଙ୍ଗୀତ | ଗୌରୀ ଶଙ୍କର ସିଂହ |
ଚିତ୍ରଗ୍ରହଣ | ପ୍ରଦୀପ ସାହୁ |
ସମ୍ପାଦକ | ରଞ୍ଜନ ଖଟେଇ |
ମୁକ୍ତିଲାଭ ତାରିଖ | ୧୫ ଫେବୃଆରୀ ୨୦୧୯ |
ଦେଶ | ଭାରତ |
ଭାଷା | ଓଡ଼ିଆ |
ବୋବାଲ ଟୋକା, ୨୦୧୯ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ପ୍ରକାଶ ଶ୍ରୀଚନ୍ଦନ ଓ ସୁଧାକର ବସନ୍ତ । ଦିଲୀପ ଶ୍ରୀଚନ୍ଦନ ଏହି କଥାଚିତ୍ରଟିର କାହାଣୀ ରଚନା କରିଥିଲେ । କଥାଚିତ୍ରଟିର ସଂଳାପ ରଚନା କରିଥିଲେ ସାରିକା ସ୍ୱାଇଁ । ସୁଧାକର ବସନ୍ତ ଏହି କଥାଚିତ୍ରଟିର ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ ।[୧]
ପ୍ରଦୀପ ଦତ୍ତ ଓ ତପସ୍ୟା ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ।[୨]
ଅଭିନୟ
[ସମ୍ପାଦନା]- ପିଣ୍ଟୁ ନନ୍ଦ
- ପ୍ରଦୀପ ଦତ୍ତ[୩]
- ତପସ୍ୟା[୪]
- ସୁଧାକର ବସନ୍ତ
- ପ୍ରତିଭା ପଣ୍ଡା
- ମଧୁ
କାହାଣୀ
[ସମ୍ପାଦନା]ଗୀତ ଏବଂ ସଙ୍ଗୀତ
[ସମ୍ପାଦନା]ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଗୌରୀ ଶଙ୍କର ସିଂହ । ମନୋଜ ମହାନ୍ତି ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ । ଗୌତମ ଗିରି, ଶ୍ୱେତାମି, ତାରିକ ଅଜିଜ୍, ସତ୍ୟଜିତ, ଆଶୁତୋଷ, ଅନ୍ତରା ଚକ୍ରବର୍ତ୍ତୀ, ଶଶାଙ୍କ ଶେଖର ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।[୫]
ଗୀତ
[ସମ୍ପାଦନା]କ୍ରମ | ଗୀତ | ସମୟ |
---|
ଆଧାର
[ସମ୍ପାଦନା]- ↑ "ବୋବାଲ ଟୋକା". ସମାଜ ରବିବାର. 1 July 2018. Archived from the original on 1 July 2018. Retrieved 5 July 2018.
- ↑ "ଟକ୍କର ଦେବା ପାଇଁ ପରଦାକୁ ଫେରୁଛନ୍ତି ବୋବାଲ ଟୋକା ! | Kanak Lifestyle". OllyBolly (in ଆମେରିକୀୟ ଇଂରାଜୀ). 2018-04-10. Retrieved 2019-06-21.
- ↑ "ପ୍ରଥମେ ଭଉଣୀ, ପରେ ନାୟିକା ବନିଛନ୍ତି ଓଲିଉଡର ଏହି ନୂଆ ବଗୁଲୀ | Sambad". ସମ୍ବାଦ. ଭୁବନେଶ୍ୱର: sambad.in. 17 July 2020. Archived from the original on 15 January 2022. Retrieved 15 January 2022.
- ↑ "କେବେ ଖୋଲିବ ନାୟକ ପ୍ରଦୀପଙ୍କ 'ପ୍ରେମ ଏଟିଏମ୍'? | Sambad". ସମ୍ବାଦ. sambad.in. 20 August 2020. Archived from the original on 15 January 2022. Retrieved 15 January 2022.
- ↑ ""ବୋବାଲ ଟୋକା"ର ଅଡିଓ ରିଲିଜ୍ ହେଲା - EnewsOdia.Com". enewsodia.com (in ଆମେରିକୀୟ ଇଂରାଜୀ). Retrieved 2019-06-21.
{{cite web}}
: CS1 maint: url-status (link)
ବାହାର ଆଧାର
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ବୋବାଲ ଟୋକା