ମିଷ୍ଟର ମଜନୁ

ଉଇକିପିଡ଼ିଆ ରୁ
Jump to navigation Jump to search
ମିଷ୍ଟର ମଜନୁ
ନିର୍ଦ୍ଦେଶକଅଶୋକ ପତି
ପ୍ରଯୋଜକଜାଗୀ ମଙ୍ଗଦ ପଣ୍ଡା
ସଂଳାପନିର୍ମଳ ନାୟକ
ଚିତ୍ରନାଟ୍ୟଅଶୋକ ପତି
କଳାକାରବାବୁଶାନ୍
ଶୀତଲ ପାତ୍ର
ଦିବ୍ୟା ମହାନ୍ତି
ସୂର୍ଯ୍ୟମୟୀ ମହାପାତ୍ର
ମିହିର ଦାସ
ରାଇମୋହନ
ସଙ୍ଗୀତଅଭିଜିତ ମଜୁମଦାର
ଚିତ୍ରଗ୍ରହଣଆର୍. ଭଗତ ସିଂହ
ସମ୍ପାଦକସୁକୁମାର ମଣି
ମୁକ୍ତିଲାଭ ତାରିଖ
୪ ଅକ୍ଟୋବର ୨୦୧୯
ଦେଶ ଭାରତ
ଭାଷାଓଡ଼ିଆ

ମିଷ୍ଟର ମଜନୁ, ୨୦୧୯ ମସିହାରେ ମୁକ୍ତିଲାଭ କରିବାକୁ ଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ଜାଗୀ ମଙ୍ଗଦ ପଣ୍ଡା, ଯାହାକି ତରଙ୍ଗ ସିନେ ପ୍ରଡକ୍ସନରେ ନିର୍ମିତ ହୋଇଥିଲା ।[୧] ଗୀତିକାର ନିର୍ମଳ ନାୟକ ଏହି କଥାଚିତ୍ରଟିର ସଂଳାପ ଏବଂ ଗୀତ ରଚନା କରିଥିଲେ ।[୨] ନିର୍ଦ୍ଦେଶକ ଅଶୋକ ପତି ଏହି କଥାଚିତ୍ରଟିର ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ । ସଙ୍ଗୀତ ନିର୍ଦ୍ଦେଶକ ଅଭିଜିତ ମଜୁମଦାର ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ । ୧୪ ଅଗଷ୍ଟ ୨୦୧୯ରେ ଏହି କଥାଚିତ୍ରଟିର ଶୁଭ ମହୁରତ ହୋଇଥିଲା ।[୩]

ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ବାବୁଶାନ୍ ଏବଂ ତାଙ୍କ ସହ ତନିଜଣ ନାୟିକା ଶୀତଲ, ଦିବ୍ୟା ଏବଂ ସୂର୍ଯ୍ୟମୟୀ ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ।[୪][୫] ମିହିର ଦାସ, ରାଇମୋହନ ପରିଡ଼ା, ତ୍ରିଭୁବନ, ଜୋଜୋ ଆଦି ବିଭିନ୍ନ କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।

ଅଭିନୟ[ସମ୍ପାଦନା]

କାହାଣୀ[ସମ୍ପାଦନା]

ଗୀତ ଏବଂ ସଙ୍ଗୀତ[ସମ୍ପାଦନା]

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦେଶନା ଦେଇଥିଲେ ଅଭିଜିତ ମଜୁମଦାର[୨] ଗୀତିକାର ନିର୍ମଳ ନାୟକବାପୁ ଗୋସ୍ୱାମୀ ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ ।

ଗୀତ[ସମ୍ପାଦନା]

କ୍ରମଗୀତସମୟ

ଆଧାର[ସମ୍ପାଦନା]

  1. "ଚର୍ଚ୍ଚାରେ ମଜ୍‌ନୁ - Dharitri". Dharitri Odia News. 12 September 2019. Retrieved 29 September 2019.
  2. ୨.୦ ୨.୧ "ଦ୍ୱନ୍ଦ୍ୱରେ ପଡ଼ିଛନ୍ତି ଓଲିଉଡର ସୁପରଷ୍ଟାର ବାବୁସାନ୍‌! | Sambad". sambad.in. 2 September 2019. Retrieved 29 September 2019.
  3. "ଓଡ଼ିଆ ଫିଲ୍ମ 'ମିଷ୍ଟର ମଜନୁ'ର ଶୁଭ ମହୁରତ | OTV Khabar". OTV Khabar. 14 August 2019. Retrieved 29 September 2019.
  4. "ପୁଣି ପୂଜାରେ ସଞ୍ଜୁ! | Odisha Reporter". OdishaReporter.in. 8 September 2019. Retrieved 29 September 2019.
  5. "ପୂଜାରେ ଲୈଲା-ମଜନୁଙ୍କ ରୋମାନ୍ସ". Nitidin. 12 September 2019. Retrieved 29 September 2019.
  6. Nayak, Subhashree (25 August 2019). "'ମିଷ୍ଟର ମଜନୁ' ପାଇଁ ବାବୁସାନଙ୍କ ନୂଆ ଅବତାର". OdishaLIVE. Retrieved 29 September 2019.
  7. "ପ୍ରଥମ ଥର ଲାଗି ଆସିବେ ରାଇମୋହନ ଓ ବାବୁସାନ – ସତ୍ଯର ସ୍ବର ନିର୍ଭୟ". ନିର୍ଭୟ. Retrieved 29 September 2019.

ବାହାର ଆଧାର[ସମ୍ପାଦନା]