ଖୁସି (ଓଡ଼ିଆ କଥାଚିତ୍ର)
ଖୁସି | |
---|---|
ନିର୍ଦ୍ଦେଶକ | ତାପସ ସରଘରିଆ |
ପ୍ରଯୋଜକ | ତରଙ୍ଗ ସିନେ ପ୍ରଡକ୍ସନ |
ସଂଳାପ | ଦେବୀଦତ୍ତ ମହାନ୍ତି ଭରଦ୍ୱାଜ ପଣ୍ଡା ଶକ୍ତି ବରାଳ |
ଚିତ୍ରନାଟ୍ୟ | ତାପସ ସରଘରିଆ ଭରଦ୍ୱାଜ ପଣ୍ଡା |
କଳାକାର | ମିହିର ଦାସ ମଧୁମିତା ମହାନ୍ତି ସୋମା ଭୌମିକ |
ଚିତ୍ରଗ୍ରହଣ | ରବୀନ୍ଦ୍ର ବେହେରା |
ସମ୍ପାଦକ | ରାଜେଶ ଦାଶ |
ମୁକ୍ତିଲାଭ ତାରିଖ | ୨୩ ଅଗଷ୍ଟ ୨୦୧୯ |
ଦେଶ | ଭାରତ |
ଭାଷା | ଓଡ଼ିଆ |
ଖୁସି, ୨୦୧୯ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ତରଙ୍ଗ ସିନେ ପ୍ରଡକ୍ସନ ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲା ।[୧][୨] ଏହି କଥାଚିତ୍ରଟିର ଚିତ୍ରନାଟ୍ୟ ରଚନା କରିଥିଲେ ତାପସ ସରଘରିଆ ଏବଂ ଭରଦ୍ୱାଜ ପଣ୍ଡା । ଶକ୍ତି ବରାଳ, ଦେବୀଦତ୍ତ ମହାନ୍ତି ଓ ଭରଦ୍ୱାଜ ପଣ୍ଡା ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ । ନିର୍ଦ୍ଦେଶକ ତାପସ ସରଘରିଆ ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ।
ମିହିର ଦାସ, ମଧୁମିତା ମହାନ୍ତି, ସୋମା ଭୌମିକ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।
ଅଭିନୟ
[ସମ୍ପାଦନା]- ମିହିର ଦାସ
- ମଧୁମିତା ମହାନ୍ତି
- ଅଶୋକ ଦାସ
- ଶକ୍ତି ବରାଳ
- ସୋମା ଭୌମିକ
- ସରୋଜ ପରିଡ଼ା
- କାବ୍ୟା କିରଣ
- ଐଶ୍ୱର୍ଯ୍ୟା ମିଶ୍ର (ଶିଶୁ କଳାକାର)
- କୁନାଲ
କାହାଣୀ
[ସମ୍ପାଦନା]ଗୀତ ଏବଂ ସଙ୍ଗୀତ
[ସମ୍ପାଦନା]ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ବିଭୂତି ଭୂଷଣ ଗଡ଼ନାୟକ । ଭରଦ୍ୱାଜ ପଣ୍ଡା ଓ ବିଭୂତି ଭୂଷଣ ଗଡ଼ନାୟକ ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ । ନଭ୍ୟା ଜ୍ୟୋତି, ବୈଭବ ଗଡ଼ନାୟକ, ପୂର୍ଣ୍ଣଚନ୍ଦ୍ର ଏବଂ ଅର୍ପିତା ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।
ଗୀତ
[ସମ୍ପାଦନା]କ୍ରମ | ଗୀତ | କବି | ଗାୟକ | ସମୟ |
---|---|---|---|---|
1. | "ଖୁସି ଦେ ତୁ ହସି" | ଭରଦ୍ୱାଜ ପଣ୍ଡା | ନଭ୍ୟା ଜ୍ୟୋତି, ବୈଭବ ଗଡ଼ନାୟକ | |
2. | "ମୋ ଦୁନିଆ ଖୁସି" | ଭରଦ୍ୱାଜ ପଣ୍ଡା | ପୂର୍ଣ୍ଣଚନ୍ଦ୍ର, ଅର୍ପିତା |
ପୁରସ୍କାର
[ସମ୍ପାଦନା]ଏହି ଚଳଚ୍ଚିତ୍ରକୁ ୩୧ତମ ଓଡ଼ିଶା ରାଜ୍ୟ ଚଳଚ୍ଚିତ୍ର ପୁରସ୍କାରରେ ସମୁଦାୟ ୪ଟି ପୁରସ୍କାର ମିଳିଥିଲା, ଯେଉଁଥିରେ ସରୋଜ ପରିଡ଼ାଙ୍କୁ ଶ୍ରେଷ୍ଠ ହାସ୍ୟ ଅଭିନେତା, କାବ୍ୟା କିରଣଙ୍କୁ ଶ୍ରେଷ୍ଠ ଅଭିନେତ୍ରୀ, ଏଶ୍ୱର୍ଯ୍ୟା ମିଶ୍ରଙ୍କୁ ଶ୍ରେଷ୍ଠ ଶିଶୁ କଳାକାର ଓ ରାଜେଶ ଦାସଙ୍କୁ ଶ୍ରେଷ୍ଠ ସମ୍ପାଦକ ପୁରସ୍କାର ମିଳିଥିଲା ।[୩]
ଆଧାର
[ସମ୍ପାଦନା]- ↑ "Special Screening Of Tarang Cine's 'Khusi' Held In Bhubaneswar". odishatv.in (in ଆମେରିକୀୟ ଇଂରାଜୀ). Archived from the original on 2019-08-22. Retrieved 2019-08-22.
- ↑ "ଦିଗ ବଦଳାଉଛି ତରଙ୍ଗ". ସମାଜ (ରବିବାର). 12 August 2018. Archived from the original on 11 August 2018. Retrieved 11 August 2018.
- ↑ "୩୧ତମ ଚଳଚ୍ଚିତ୍ର ପୁରସ୍କାର ଘୋଷିତ : ଘନଶ୍ୟାମ ମହାପାତ୍ରଙ୍କୁ ଜୟଦେବ ପୁରସ୍କାର, 'କାଲିର ଅତୀତ' ଶ୍ରେଷ୍ଠ ଚଳଚ୍ଚିତ୍ର | Sambad". ସମ୍ବାଦ (in ଭୁବନେଶ୍ୱର). sambad.in. 5 November 2021. Archived from the original on 5 November 2021. Retrieved 5 November 2021.
{{cite news}}
: CS1 maint: unrecognized language (link)
ବାହାର ଆଧାର
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ଖୁସି