ଝିଅଟା ଅଲଗା ପ୍ରକାର
Appearance
ଝିଅଟା ଅଲଗା ପ୍ରକାର | |
---|---|
ନିର୍ଦ୍ଦେଶକ | ଶ୍ରୀତମ ଦାସ |
ପ୍ରଯୋଜକ | ଶ୍ରୀତମ ଦାସ |
ଚିତ୍ରନାଟ୍ୟ | ରଜନୀ ରଞ୍ଜନ |
କଳାକାର | ତୁଷାର କୋଏଲ ବାନାର୍ଜୀ ପୁଷ୍ପା ପଣ୍ଡା କୁନା ତ୍ରିପାଠୀ ଉଷସୀ ମିଶ୍ର |
ସଙ୍ଗୀତ | ଶ୍ରୀତମ ଦାସ |
ଚିତ୍ରଗ୍ରହଣ | ନିରଞ୍ଜନ ଦାଶ[୧] |
ମୁକ୍ତିଲାଭ ତାରିଖ | ୩୦ ଜୁନ ୨୦୧୯ |
ଦେଶ | ଭାରତ |
ଭାଷା | ଓଡ଼ିଆ |
ଝିଅଟା ଅଲଗା ପ୍ରକାର, ୨୦୧୯ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଅଭିନେତା ଶ୍ରୀତମ ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ, ନିର୍ଦ୍ଦେଶନା ଦେଇଥିଲେ ଏବଂ ସ୍ୱର ସଂଯୋଜନା କରିଥିଲେ । ରଜନୀ ରଞ୍ଜନ ଏହି କଥାଚିତ୍ରଟିର ଚିତ୍ରନାଟ୍ୟ ରଚନା କରିଥିଲେ ।
ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ତୁଷାର ଓ କୋଏଲ ବାନାର୍ଜୀ । ପୁଷ୍ପା ପଣ୍ଡା, କୁନା ତ୍ରିପାଠୀ, ଉଷସୀ ମିଶ୍ର, ଗୁଡ୍ଡୁ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।
ଅଭିନୟ
[ସମ୍ପାଦନା]- ତୁଷାର
- କୋଏଲ ବାନାର୍ଜୀ
- ପୁଷ୍ପା ପଣ୍ଡା
- କୁନା ତ୍ରିପାଠୀ
- ଉଷସୀ ମିଶ୍ର
- ଗୁଡ୍ଡୁ
କାହାଣୀ
[ସମ୍ପାଦନା]ଗୀତ ଏବଂ ସଙ୍ଗୀତ
[ସମ୍ପାଦନା]ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଶ୍ରୀତମ ଦାସ । ଗୀତିକାର ନିର୍ମଳ ନାୟକ ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ । ବିଷ୍ଣୁ ମୋହନ କବି, ଅନ୍ତରା ଚକ୍ରବର୍ତ୍ତୀ, ସୁବାଶିଷ ମହାକୁଡ଼, ପ୍ରଜ୍ଞା ହୋତା, ଅବିନାଶ ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।
ଗୀତ
[ସମ୍ପାଦନା]କ୍ରମ | ଗୀତ | ଗାୟକ | ସମୟ |
---|---|---|---|
1. | "ତୋ ବିନା" | ବିଷ୍ଣୁ ମୋହନ କବି, ଅନ୍ତରା ଚକ୍ରବର୍ତ୍ତୀ | |
2. | "ଝିଅଟା ଅଲଗା ପ୍ରକାର" | ସୁବାଶିଷ ମହାକୁଡ଼ | |
3. | "ମୋ କାଜଲ ଗାରରେ ମନ" | ପ୍ରଜ୍ଞା ହୋତା, ଅବିନାଶ |
ଆଧାର
[ସମ୍ପାଦନା]- ↑ "ଘନଶ୍ୟାମ ମହାପାତ୍ରଙ୍କୁ 'ଶ୍ରୀ ଜୟଦେବ ସମ୍ମାନ' | Sambad". ସମ୍ବାଦ. ଭୁବନେଶ୍ୱର: sambad.in. 5 November 2021. Archived from the original on 27 January 2022. Retrieved 27 January 2022.
ବାହାର ଆଧାର
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ଝିଅଟା ଅଲଗା ପ୍ରକାର