ପ୍ରେମ ପାଇଁ ମହାଭାରତ
Appearance
ପ୍ରେମ ପାଇଁ ମହାଭାରତ | |
---|---|
ନିର୍ଦ୍ଦେଶକ | ନିରଞ୍ଜନ ବେହେରା |
ପ୍ରଯୋଜକ | ପ୍ରଦୀପ କିଶୋର ଆଚାର୍ଯ୍ୟ |
କାହାଣୀ | ଛବିତା ମାର୍ଥା |
କଳାକାର | ସମ୍ବିତ ଆଚାର୍ଯ୍ୟ ରିୟା ଦେ ଶ୍ରୀତମ ଦାସ ମିହିର ଦାସ ବବି ମିଶ୍ର ପିଣ୍ଟୁ ନନ୍ଦ |
ସଙ୍ଗୀତ | ଅଭିଜିତ ମଜୁମଦାର |
ମୁକ୍ତିଲାଭ ତାରିଖ | ୮ ଫେବ୍ରୁଆରୀ ୨୦୧୯ |
ଦେଶ | ଭାରତ |
ଭାଷା | ଓଡ଼ିଆ |
ପ୍ରେମ ପାଇଁ ମହାଭାରତ, ୨୦୧୮ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ପ୍ରଦୀପ କିଶୋର ଆଚାର୍ଯ୍ୟ ।[୧] ଛବିତା ମାର୍ଥା ଏହି କଥାଚିତ୍ରଟିର କାହାଣୀ ରଚନା କରିଥିଲେ ।[୨] ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ନିରଞ୍ଜନ ବେହେରା ।[୩][୪][୫]
ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ସମ୍ବିତ ଆଚାର୍ଯ୍ୟ ଓ ରିୟା ଦେ ।[୬][୭][୧] ଶ୍ରୀତମ ଦାସ, ମିହିର ଦାସ, ବବି ମିଶ୍ର, ପିଣ୍ଟୁ ନନ୍ଦ, ସମରେଶ ରାଉତରାୟ, ପୁପିନ୍ଦର ସିଂହ, ବିଜୁ ବଡ଼ଜେନା, ପ୍ରିୟଙ୍କା, ପ୍ରତିଭା, ବାବୁଲି, ଦେବୁ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।[୨][୮]
ଅଭିନୟ
[ସମ୍ପାଦନା]- ସମ୍ବିତ ଆଚାର୍ଯ୍ୟ[୯]
- ରିୟା ଦେ[୧୦]
- ଶ୍ରୀତମ ଦାସ[୧୧][୧୨]
- ମିହିର ଦାସ
- ବବି ମିଶ୍ର[୧୩]
- ପିଣ୍ଟୁ ନନ୍ଦ
- ସମରେଶ ରାଉତରାୟ
- ପୁପିନ୍ଦର ସିଂହ
- ବିଜୁ ବଡ଼ଜେନା
- ପ୍ରିୟଙ୍କା
- ପ୍ରତିଭା
- ବାବୁଲି
- ଦେବୁ
କାହାଣୀ
[ସମ୍ପାଦନା]ଗୀତ ଏବଂ ସଙ୍ଗୀତ
[ସମ୍ପାଦନା]ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଅଭିଜିତ ମଜୁମଦାର ।[୧୪][୨]
ଗୀତ
[ସମ୍ପାଦନା]କ୍ରମ | ଗୀତ | ସମୟ |
---|
ଆଧାର
[ସମ୍ପାଦନା]- ↑ ୧.୦ ୧.୧ "ସାବାସ୍ ସମ୍ବିତ". ସମାଜ (ରବିବାର). 10 June 2018. Retrieved 10 June 2018.[permanent dead link]
- ↑ ୨.୦ ୨.୧ ୨.୨ "ପ୍ରେମ ପାଇଁ". ସମାଜ (ରବିବାର) (in Odia). 26 August 2018. Archived from the original on 1 September 2018. Retrieved 1 September 2018.
{{cite news}}
: CS1 maint: unrecognized language (link) - ↑ "ନିର୍ଦ୍ଦେଶନାରେ ନିରଞ୍ଜନ". ସମାଜ (ରବିବାର). 22 July 2018. Retrieved 28 July 2018.[permanent dead link]
- ↑ "ପ୍ରେମ ପାଇଁ ମହାଭାରତ". ସମାଜ (ରବିବାର) (in ଭୁବନେଶ୍ୱର). ଓଡ଼ିଶା. 3 February 2019. p. 8. Archived from the original on 8 February 2019. Retrieved 8 February 2019.
{{cite news}}
: CS1 maint: unrecognized language (link) - ↑ "ଏବର୍ଷ ଏହି ନାୟକଙ୍କ ସହ ଏକାଧିକ ଫିଲ୍ମରେ ନଜର ଆସିବେ ରୀୟା". ସମ୍ବାଦ. ଭୁବନେଶ୍ୱର: sambad.in. 31 January 2021. Archived from the original on 24 October 2022. Retrieved 24 October 2022.
- ↑ "କାହିଁକି ଏହି ନାୟକ ଏବେ ରୀୟାଙ୍କର ପ୍ରିୟ? | Sambad". Sambad (in Odia). Odisha. 21 September 2018. Archived from the original on 19 August 2020. Retrieved 2 October 2018.
{{cite news}}
: no-break space character in|title=
at position 8 (help)CS1 maint: unrecognized language (link) - ↑ "ଏହି ଓଲିଉଡ ଯୋଡିଙ୍କ 'ପ୍ରେମ ପାଇଁ ମହାଭାରତ'". sambad.in. 16 May 2018. Retrieved 6 June 2018.
- ↑ "'ଇସ୍କ'ର କାହାଣୀ". ସମାଜ (ରବିବାର) (in Odia). ଓଡ଼ିଶା. 9 September 2018. p. 8. Archived from the original on 9 September 2018. Retrieved 9 September 2018.
{{cite news}}
: CS1 maint: unrecognized language (link) - ↑ "୨୦୨୦ରେ ଓଲିଉଡର ଏହି ଲୋକପ୍ରିୟ ଯୋଡ଼ିମାନଙ୍କୁ ପୁଣି ଥରେ ଦେଖିବାକୁ ମିଳିବ | Sambad". ସମ୍ବାଦ. sambad.in. 27 January 2020. Archived from the original on 25 December 2021. Retrieved 25 December 2021.
- ↑ "ଏହା ଓଲିଉଡର ଲୋକପ୍ରିୟ ନାୟିକା ରୀୟାଙ୍କପାଇଁ ଭଲ ଲକ୍ଷଣ , ଜାଣନ୍ତୁ ତାହା କ'ଣ | Sambad". Sambad. 10 September 2018. Archived from the original on 14 September 2018. Retrieved 10 September 2018.
- ↑ "ହାସ୍ୟରସ ପରିବେଷଣ କରିବେ ଶ୍ରୀତମ୍ ଦାସ , ଜାଣନ୍ତୁ କିପରି". sambad.in. 17 May 2018. Retrieved 6 June 2018.
- ↑ "'ବାଜି' ମାରିନେଇଥିଲେ ଶ୍ରୀତମ୍ | Sambad". Sambad. 28 November 2018. Archived from the original on 2 December 2018. Retrieved 2 December 2018.
- ↑ "ପରଦାରେ ନାୟକ ସ୍ୱରାଜଙ୍କ ଭାଇ ଭୂମିକା କରି ଏବେ ଚର୍ଚ୍ଚାରେ ଅଛନ୍ତି ଏହି ଅଭିନେତା | Sambad". Sambad (in Odia). Odisha. 27 September 2018. Archived from the original on 30 September 2018. Retrieved 2 October 2018.
{{cite news}}
: CS1 maint: unrecognized language (link) - ↑ "ରିୟାଙ୍କ ପାଇଁ ମହାଭାରତ". ସମାଜ (ରବିବାର). ଭୁବନେଶ୍ୱର. 20 January 2019. Archived from the original on 25 January 2019. Retrieved 25 January 2019.
ବାହାର ଆଧାର
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ପ୍ରେମ ପାଇଁ ମହାଭାରତ