ଦେଖା ହେଲା ପ୍ରେମ ହେଲା
ଦେଖାହେଲା ପ୍ରେମ ହେଲା | |
---|---|
ନିର୍ଦ୍ଦେଶକ | ଟି. ଗଣେଶ |
ପ୍ରଯୋଜକ | ରମେଶ ବାରିକ |
ସଂଳାପ | ଅଜୟ ସାମଲ |
କାହାଣୀ | ରମେଶ ବାରିକ |
କଳାକାର | ଅଭିଶେକ ରଥ ସୁଭାଶିଷ ଶର୍ମା ରାଗିଣୀ ପ୍ରଦ୍ୟୁ୍ମ୍ନ ଲେଙ୍କା ପ୍ରତିଭା ପଣ୍ଡା ଜୋଜୋ |
ସଙ୍ଗୀତ | ଏସ୍. ଚନ୍ଦ୍ରକାନ୍ତ |
ଚିତ୍ରଗ୍ରହଣ | ଆର୍. ଭଗତ |
ମୁକ୍ତିଲାଭ ତାରିଖ | ୨୭ ସେପ୍ଟେମ୍ବର ୨୦୧୯ |
ଦେଶ | ଭାରତ |
ଭାଷା | ଓଡ଼ିଆ |
ଦେଖା ହେଲା ପ୍ରେମ ହେଲା, ୨୦୧୯ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ରମେଶ ବାରିକ ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ଏବଂ କାହଣୀ ରଚନା କରିଥିଲେ ।[୧] ଅଜୟ ସାମଲ ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ ।[୨] ନିର୍ଦ୍ଦେଶକ ଟି. ଗଣେଶ ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ । ସଙ୍ଗୀତ ନିର୍ଦ୍ଦେଶକ ଏସ୍. ଚନ୍ଦ୍ରକାନ୍ତ ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ ।
ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ଅଭିଶେକ ରଥ, ରାଗିଣୀ ଓ ସୁଭାଶିଷ ଶର୍ମା ।[୩] ପ୍ରଦ୍ୟୁମ୍ନ ଲେଙ୍କା, ପ୍ରତିଭା ପଣ୍ଡା, ଜୋଜୋ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।[୪]
ଅଭିନୟ
[ସମ୍ପାଦନା]- ଅଭିଶେକ ରଥ
- ସୁଭାଶିଷ ଶର୍ମା
- ରାଗିଣୀ
- ପ୍ରଦ୍ୟୁମ୍ନ ଲେଙ୍କା
- ପ୍ରତିଭା ପଣ୍ଡା
- ଜୋଜୋ
କାହାଣୀ
[ସମ୍ପାଦନା]ଗୀତ ଏବଂ ସଙ୍ଗୀତ
[ସମ୍ପାଦନା]ଏହିକଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଏସ୍. ଚନ୍ଦ୍ରକାନ୍ତ ।[୫] ଗୀତିକାର ନିର୍ମଳ ନାୟକ ଓ ଅରୁଣ ମନ୍ତ୍ରୀ ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ । ହ୍ୟୁମାନ ସାଗର, ଦୀପ୍ତିରେଖା ପାଢ଼ୀ, ସ୍ୱୟମ୍ ପାଢ଼ୀ, ଅର୍ପିତା, ଜ୍ୟୋତିର୍ମୟୀ, ବିଷ୍ଣୁମୋହନ କବି ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।[୪]
ଗୀତ
[ସମ୍ପାଦନା]କ୍ରମ | ଗୀତ | କବି | ଗାୟକ | ସମୟ |
---|---|---|---|---|
1. | "ଦେଖା ହେଲା ପ୍ରେମ ହେଲା" | ଅରୁଣ ମନ୍ତ୍ରୀ | ହ୍ୟୁମାନ ସାଗର, ଦୀପ୍ତିରେଖା ପାଢ଼ୀ | |
2. | "ଖାସ୍ ତୁ ମୋରି ପାଇଁରେ ଥିଲୁ" | ସ୍ୱୟମ୍ ପାଢ଼ୀ, ଅର୍ପିତା | ||
3. | "ଭିଜା ଭିଜା ପ୍ରେମ ଛିଟା" | ନିର୍ମଳ ନାୟକ | ସ୍ୱୟମ ପାଢ଼ୀ, ଜ୍ୟୋତିର୍ମୟୀ | |
4. | "ତୁଟିବନି ଏଇ ବନ୍ଧନ" | ବିଷ୍ଣୁମୋହନ କବି, ପିକେ |
ଆଧାର
[ସମ୍ପାଦନା]- ↑ "ଏହି ଲୋକପ୍ରିୟ ପ୍ରଯୋଜକଙ୍କର ନିର୍ଦ୍ଦେଶକ ହେବାର ଥିଲା ସ୍ୱପ୍ନ | Sambad". ସମ୍ବାଦ. sambad.in. 12 November 2021. Archived from the original on 16 December 2021. Retrieved 16 December 2021.
{{cite news}}
:|archive-date=
/|archive-url=
timestamp mismatch; 14 ନଭେମ୍ବର 2021 suggested (help) - ↑ "ପ୍ରେକ୍ଷାଳୟରେ 'ଦେଖା ହେଲା ପ୍ରେମ ହେଲା'". Nitidin. 27 September 2019. Retrieved 28 September 2019.
- ↑ "ଦେଖା ହେଲା ପ୍ରେମ ହେଲା - Dharitri". Dharitri Odia News. 18 July 2019. Retrieved 28 September 2019.
- ↑ ୪.୦ ୪.୧ "ଆଜି ଫ୍ରାଇଡେ ରିଲିଜ୍ରେ ପରଦାକୁ ଆସିଲା ନୂଆ ଓଡ଼ିଆ କଥାଚିତ୍ର ଦେଖାହେଲା ପ୍ରେମ ହେଲା". Ollywood Bollywood and Filmy News. Nuakhabar.in. 27 September 2019. Archived from the original on 27 September 2019. Retrieved 28 September 2019.
- ↑ "'ଦେଖା ହେଲା ପ୍ରେମ ହେଲା'ର ଅଡିଓ ରିଲିଜ୍". sambad.in. 8 September 2019. Retrieved 28 September 2019.
ବାହାର ଆଧାର
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ଦେଖା ହେଲା ପ୍ରେମ ହେଲା