ନାୟକର ନାଁ ଦେବଦାସ
ନାୟକର ନାଁ ଦେବଦାସ | |
---|---|
ନିର୍ଦ୍ଦେଶକ | ମୃତ୍ୟୁଞ୍ଜୟ ସାହୁ |
ପ୍ରଯୋଜକ | ପ୍ରଭାତ କୁମାର ପ୍ରଧାନ ଶିଶିର ଦାସ କୀର୍ତ୍ତନ ପାତ୍ର |
ସଂଳାପ | ଦେବୀଦତ୍ତ ମହାନ୍ତି |
ଚିତ୍ରନାଟ୍ୟ | ମୃତ୍ୟୁଞ୍ଜୟ ସାହୁ |
କଳାକାର | ଅସୀତ ଅନୁ ଚୌଧୁରୀ ଅପରାଜିତା ମହାନ୍ତି ଉତ୍ତମ ମହାନ୍ତି ବିଜୟ ମହାନ୍ତି |
ସଙ୍ଗୀତ | ବୈଦ୍ୟନାଥ ଦାଶ |
ସମ୍ପାଦକ | ଚନ୍ଦ୍ରଶେଖର ମିଶ୍ର |
ମୁକ୍ତିଲାଭ ତାରିଖ | ୯ ଅଗଷ୍ଟ ୨୦୧୯ |
ଦେଶ | ଭାରତ |
ଭାଷା | ଓଡ଼ିଆ |
ନାୟକର ନାଁ ଦେବଦାସ ୨୦୧୯ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର ।[୧] ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ଶିଶିର ଦାସ ଏବଂ କୀର୍ତ୍ତନ ପାତ୍ର ।[୨] ଦେବୀଦତ୍ତ ମହାନ୍ତି ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ ।[୩] ମୃତ୍ୟୁଞ୍ଜୟ ସାହୁ ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ।[୪][୫][୬]
ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ଅସୀତ, ଭୂମିକା ଦାଶ ଓ ଅନୁ ଚୌଧୁରୀ ।[୩][୪][୭][୮][୯] ଅପରାଜିତା ମହାନ୍ତି, ଉତ୍ତମ ମହାନ୍ତି, ବିଜୟ ମହାନ୍ତି, ବବି ମିଶ୍ର, ପିଣ୍ଟୁ ନନ୍ଦ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।[୨]
ଅଭିନୟ
[ସମ୍ପାଦନା]- ଅସୀତ[୧୦]
- ଭୂମିକା ଦାଶ[୧୧][୧୨][୮][୧୩][୧୪]
- ଅନୁ ଚୌଧୁରୀ[୭]
- ଅପରାଜିତା ମହାନ୍ତି[୧୫][୧୬]
- ଉତ୍ତମ ମହାନ୍ତି
- ବିଜୟ ମହାନ୍ତି[୫]
- ବବି ମିଶ୍ର[୧୭][୧୮]
- ପପି
- ପିଣ୍ଟୁ ନନ୍ଦ
- ଭୂପତି ତ୍ରିପାଠୀ[୧୯]
କାହାଣୀ
[ସମ୍ପାଦନା]ଗୀତ ଏବଂ ସଙ୍ଗୀତ
[ସମ୍ପାଦନା]ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ବୈଦ୍ୟନାଥ ଦାଶ ।[୨] ଗୀତିକାର ଅରୁଣ ମନ୍ତ୍ରୀ ଏବଂ ନିର୍ମଳ ନାୟକ ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ ।[୫] ହ୍ୟୁମାନ ସାଗର, ବିଷ୍ଣୁ ମୋହନ କବି, ପ୍ରିନ୍ସ, ତପୁ ମିଶ୍ର, ଦୀପ୍ତିରେଖା ପାଢ଼ୀ, ଅର୍ପିତା, ଅସୀମା ପଣ୍ଡା, ଅନ୍ୱେଷା ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।
ଗୀତ
[ସମ୍ପାଦନା]କ୍ରମ | ଗୀତ | ଗାୟକ | ସମୟ |
---|---|---|---|
1. | "ଚଗଲି ଝରଣା କାହିଁ" | ଅସୀମା ପଣ୍ଡା | |
2. | "ମନ ଆଉ ମନ କଥା" | ||
3. | "ଅଙ୍ଗେ ଅଙ୍ଗେ ନିଶା ମୋର" | ||
4. | "ନାୟକର ନାଁ ଦେବଦାସ" |
ଆଧାର
[ସମ୍ପାଦନା]- ↑ "'ନାୟକର ନାଁ ଦେବଦାସ'ର ଶୁଭ ମହୁରତ". ଧରିତ୍ରୀ. Retrieved 7 April 2018.
- ↑ ୨.୦ ୨.୧ ୨.୨ "ନାୟକର ନାଁ ଦେବଦାସ". ସମାଜ. ୧ April 2018. Retrieved 2 April 2018.
{{cite news}}
: Check date values in:|date=
(help)[permanent dead link] - ↑ ୩.୦ ୩.୧ "ଏହି ଅଳ୍ପ ପରିଚିତ ନାୟକଙ୍କ ସହ ଆସୁଛନ୍ତି ଅନୁ ଚୌଧୁରୀ ! | Sambad". Sambad. 27 August 2018. Archived from the original on 29 August 2018. Retrieved 31 August 2018.
- ↑ ୪.୦ ୪.୧ "ସାମ୍ନାସାମ୍ନି ହେବେ ଏହି ଦୁଇ ଓଲିଉଡ ନାୟିକା". sambad.in. 23 May 2018. Retrieved 6 June 2018.
- ↑ ୫.୦ ୫.୧ ୫.୨ "ଓଡ଼ିଆରେ 'ଦେବଦାସ୍' : ଚନ୍ଦ୍ରମୁଖୀ ହେବେ ଅନୁ ଚୌଧୁରୀ". O TV. 29 March 2018. Archived from the original on 11 April 2018. Retrieved 7 April 2018.
- ↑ "କାଲି ପରଦାକୁ 'କୁଇନ୍' ରୂପରେ ଆସିବେ ବର୍ଷା ପ୍ରିୟଦର୍ଶିନୀ | Sambad". ସମ୍ବାଦ. sambad.in. 14 January 2020. Retrieved 19 January 2020.
- ↑ ୭.୦ ୭.୧ "ଆସୁଛି ଓଡ଼ିଆ ସିନେମା ନାୟକର ନାଁ ଦେବଦାସ". ପ୍ରତିନିଧି. 30 March 2018. Archived from the original on 21 September 2022. Retrieved 7 April 2018.
- ↑ ୮.୦ ୮.୧ "ଚର୍ଚ୍ଚାରେ 'ଦେବଦାସ'". ସମାଜ (ରବିବାର). 22 April 2018. Retrieved 28 April 2018.[permanent dead link]
- ↑ "ଚର୍ଚ୍ଚାରେ ଏହି ଦୁଇ ଓଲିଉଡ ନାୟିକା , ଜାଣନ୍ତୁ କାରଣ | Sambad". Sambad. 1 December 2018. Retrieved 2 December 2018.
- ↑ "ଏହି ଅଳ୍ପ ପରିଚିତ ନାୟକଙ୍କ ନାୟିକା ହେବେ ଅନୁ". sambad.in. 27 April 2018. Retrieved 6 June 2018.
- ↑ "ଦେବଦାସଙ୍କ ପ୍ରେମିକା ଭୂମିକାରେ ଓଲିଉଡର ଏହି ଟିନଏଜର୍ ନାୟିକା". sambad.in. 26 April 2018. Retrieved 6 June 2018.
- ↑ "ଭୋଜପୁରୀ ଫିଲ୍ମରେ ଭୂମିକା". ପ୍ରମେୟ. No. ତାରକା ଦୁନିଆ. 25 January 2023. p. 25. Archived from the original on 22 March 2023. Retrieved 22 March 2023.
- ↑ "ସରପ୍ରାଇଜ ଦେବେ ଓଲିଉଡର ଏହି ତିନି ନାମୀ ନାୟିକା". sambad.in. 3 May 2018. Retrieved 6 June 2018.
- ↑ "୨୦୨୧ରେ ଏହି ଜଣାଶୁଣା ନାୟକଙ୍କ ସହ ଦୁଇଟି ସିନେମାରେ ନଜର ଆସିବେ ଭୂମିକା | Sambad". ସମ୍ବାଦ. ଭୁବନେଶ୍ୱର: sambad.in. 1 January 2021. Archived from the original on 13 November 2021. Retrieved 13 November 2021.
- ↑ "ଏହି ରୂପରେ ପୁଣି ପସନ୍ଦ ଆସିବେ ଅପରାଜିତା ! | Sambad". Sambad (in Odia). ଓଡ଼ିଶା. 16 September 2018. Archived from the original on 18 September 2018. Retrieved 17 September 2018.
{{cite news}}
: CS1 maint: unrecognized language (link) - ↑ "ଅପରାଜିତା ହେବେ 'ପାରୋ'ର ମାଆ". sambad.in. 30 March 2018. Retrieved 2 April 2018.
- ↑ "ପରଦାରେ ନାୟକ ସ୍ୱରାଜଙ୍କ ଭାଇ ଭୂମିକା କରି ଏବେ ଚର୍ଚ୍ଚାରେ ଅଛନ୍ତି ଏହି ଅଭିନେତା | Sambad". Sambad (in Odia). Odisha. 27 September 2018. Archived from the original on 30 September 2018. Retrieved 2 October 2018.
{{cite news}}
: CS1 maint: unrecognized language (link) - ↑ "ପଜିଟିଭ୍ ରୋଲ୍ରେ ନଜର ଆସିବେ ଏହି ଅଭିନେତା". sambad.in. 29 March 2018. Retrieved 2 April 2018.
- ↑ "ଯଦି ଆପଣଙ୍କୁ ସିନେମା ଓ ଧାରାବାହିକ ଭିତରୁ ଗୋଟିଏକୁ ଚୟନ କରିବାକୁ ପଡ଼େ ତେବେ କେଉଁଟିକୁ ବାଛିବେ ? | Sambad". ସମ୍ବାଦ. ଭୁବନେଶ୍ୱର: sambad.in. 21 January 2020. Archived from the original on 7 January 2022. Retrieved 7 January 2022.
ବାହାର ଆଧାର
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ନାୟକର ନାଁ ଦେବଦାସ