ବିଶ୍ୱରୂପ
ବିଶ୍ୱରୂପ | |
---|---|
ନିର୍ଦ୍ଦେଶକ | ସରୋଜ କାନ୍ତ |
ପ୍ରଯୋଜକ | ବିଶ୍ୱରୂପ ମିଶ୍ର |
ସଂଳାପ | ମନୋରଞ୍ଜନ ଦାସ |
ଚିତ୍ରନାଟ୍ୟ | ସରୋଜ କାନ୍ତ |
କାହାଣୀ | ବିନୋଦିନୀ ମିଶ୍ର |
କଳାକାର | ବିଶ୍ୱରୂପ ଅମ୍ରିତା ତନୁଷ୍କା ମନୋଜ ମିଶ୍ର ଶ୍ୱେତା ଆଚାର୍ଯ୍ୟ |
ସଙ୍ଗୀତ | ବିଭୂତି ଭୁଷଣ ଗଡ଼ନାୟକ |
ଚିତ୍ରଗ୍ରହଣ | ଧିରେନ ସାହୁ |
ସମ୍ପାଦକ | ରଞ୍ଜନ ଖଟେଇ |
ମୁକ୍ତିଲାଭ ତାରିଖ | ୧୩ ଡିସେମ୍ବର ୨୦୧୯ |
ଦେଶ | ଭାରତ |
ଭାଷା | ଓଡ଼ିଆ |
ବଶ୍ୱରୂପ, ୨୦୧୯ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର ।[୧] ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ବିଶ୍ୱରୂପ ମିଶ୍ର । ବିନୋଦିନୀ ମିଶ୍ର ଏହି କଥାଚିତ୍ରଟିର କାହାଣୀ ରଚନା କରିଥିଲେ । ମନୋରଞ୍ଜନ ଦାସ ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ । ସରୋଜ କାନ୍ତ ଏହି କଥାଚିତ୍ରଟିର ଚିତ୍ରନାଟ୍ୟ ଲେଖିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ ।
ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ବିଶ୍ୱରୂପ, ଅମ୍ରିତା ଏବଂ ତନୁଷ୍କା ।[୨] ମନୋଜ ମିଶ୍ର, ଶ୍ୱେତା ଆଚାର୍ଯ୍ୟ, ରକ୍ ପାତ୍ର, ଜୟା ଗୋସ୍ୱାମୀ, ଦେବୀ ବାରିକ, କାଳୀ, ମିଲନ, ସଞ୍ଜୟ, ସୁଶାନ୍ତ ଭଳି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।[୩]
ଅଭିନୟ
[ସମ୍ପାଦନା]- ବିଶ୍ୱରୂପ
- ଅମ୍ରିତା
- ତନୁଷ୍ମା
- ମନୋଜ ମିଶ୍ର
- ଶ୍ୱେତା ଆଚାର୍ଯ୍ୟ
- ରକ୍ ପାତ୍ର
- ଜୟା ଗୋସ୍ୱାମୀ
- ଦେବୀ ବାରିକ
- ଭବାନୀ ପ୍ରସାଦ[୪]
- କାଳୀ
- ମିଲନ
- ସଞ୍ଜୟ
- ସୁଶାନ୍ତ
- ଶିବା[୫]
କାହାଣୀ
[ସମ୍ପାଦନା]ଗୀତ ଏବଂ ସଙ୍ଗୀତ
[ସମ୍ପାଦନା]ଏହି କଥାଚିତ୍ରଟିର ସଂଗୀତ ନିର୍ଦ୍ଦେଶନା ଦେଇଥିଲେ ବିଭୂତି ଭୁଷଣ ଗଡ଼ନାୟକ ।[୨] ମନୋରଞ୍ଜନ ଦାସ, ବାପୁ ଗୋସ୍ୱାମୀ, ପଞ୍ଜାନନ ନାୟକ, ବିଭୂତି ଭଳି ଗୀତିକାରମାନେ ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ । ଦୀପ୍ତିରେଖା ପାଢ଼ୀ, ବିଷ୍ଣୁମୋହନ କବି, ସ୍ୱୟମ ପାଢ଼ୀ, ଅନୁରାଗ, ସତ୍ୟଜିତ ପ୍ରଧାନ, ଅର୍ପିତା କର, ସୋହିନୀ ମିଶ୍ର, ତାରିକ୍ ଅଜିଜ୍, ରାଜନନ୍ଦିନୀ ପଣ୍ଡା ଭଳି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।
ଗୀତ
[ସମ୍ପାଦନା]କ୍ରମ | ଗୀତ | କବି | ଗାୟକ | ସମୟ |
---|---|---|---|---|
1. | "ବିଶ୍ୱରୂପ" | ମନୋରଞ୍ଜନ ଦାସ | ଅନୁରାଗ | |
2. | "ରେହନୁମା" | |||
3. | "ତୋ ପ୍ରେମ" | ପଞ୍ଚାନନ ନାୟକ | ସ୍ୱୟମ ପାଢ଼ୀ | |
4. | "ସାତରଙ୍ଗୀ ଚଢ଼େଇ" | ପଞ୍ଚାନନ ନାୟକ | ଦୀପ୍ତିରେଖା ପାଢ଼ୀ, ବିଷ୍ଣୁମୋହନ କବି | |
5. | "ଫୁର୍ଫୁର୍" | ହ୍ୟୁମାନ ସାଗର, ଅସୀମା ପଣ୍ଡା | ||
6. | "ଚୁଲୁବୁଲି ମନ ମୋର" | |||
7. | "ଲୋକାଲ୍ ଟୋକା" | ତାରିକ୍ ଅଜିଜ୍, ରାଜନନ୍ଦିନୀ ପଣ୍ଡା |
ଆଧାର
[ସମ୍ପାଦନା]- ↑ "ଡିସେମ୍ବରରେ ପରଦାକୁ ଆସିବ 'ବିଶ୍ୱରୂପ'". Samaya Live. ସମୟ. 21 November 2019. Retrieved 24 December 2019.
- ↑ ୨.୦ ୨.୧ "ରିଲିଜ ହେଲା ଆଗାମୀ ଓଡ଼ିଆ ଫିଲ୍ମ 'ବିଶ୍ୱରୂପ- ବର୍ଣ୍ଣ ଟୁ ଫାଇଟ୍'ର ରୋମାଣ୍ଟିକ ଗୀତ 'ଓ ରେହନୁମା' | Kanak Lifestyle". Kanak Lifestyle. କନକ ନ୍ୟୁଜ୍. 28 November 2019. Retrieved 24 December 2019.
- ↑ "ଓଲିଉଡ୍ ପରଦାରେ ମୁକ୍ତିଲାଭ କଲା ଆକ୍ସନ୍ - ଡ୍ରାମା ଚଳଚ୍ଚିତ୍ର 'ବିଶ୍ୱରୂପ- ବର୍ଣ୍ଣ ଟୁ ଫାଇଟ୍' - KANAK Lifestyle". Dailyhunt (in ଇଂରାଜୀ). Ollywood. 13 December 2019. Retrieved 24 December 2019.
- ↑ "A yen for acting". OrissaPOST (in English). 25 April 2019. Archived from the original on 8 November 2021. Retrieved 8 November 2021.
{{cite news}}
: CS1 maint: unrecognized language (link) - ↑ "ନୂଆ ଓଡ଼ିଆ ଛବି 'ଶଙ୍କର'ରେ ମୁଖ୍ୟଭୂମିକାରେ ନଜର ଆସିବେ ସିଦ୍ଧାନ୍ତ, ଦେବାନନ୍ଦ ଓ ଶିବା". Sambad. ଭୁବନେଶ୍ୱର. 24 June 2023. Archived from the original on 18 September 2023. Retrieved 18 September 2023.
ବାହାର ଆଧାର
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ବିଶ୍ୱରୂପ