ବାପା ତମେ ଭାରି ଦୁଷ୍ଟ

ଉଇକିପିଡ଼ିଆ‌ରୁ
ବାପା ତମେ ଭାରି ଦୁଷ୍ଟ
ନିର୍ଦ୍ଦେଶକଟି. ଗଣେଶ
ପ୍ରଯୋଜକସୀତାରାମ ଅଗ୍ରୱାଲ
ସଂଳାପନିର୍ମଳ ନାୟକ
କଳାକାରଜୟଜିତ ଦାସ
ସମିତା ମଣ୍ଡଳ
ପ୍ରଦ୍ୟୁମ୍ନ ଲେଙ୍କା
ସଙ୍ଗୀତବୈଦ୍ୟନାଥ ଦାଶ
ଅସଦ ନିଜାମ
ଅନୁପ ମହାନ୍ତି
ଚିତ୍ରଗ୍ରହଣପ୍ରତାପ ରାଉତ
ସମ୍ପାଦକରାଜେଶ ଦାଶ
ମୁକ୍ତିଲାଭ ତାରିଖ
୧୧ ଜାନୁଆରୀ ୨୦୧୯
ଦେଶ ଭାରତ
ଭାଷାଓଡ଼ିଆ

ବାପା ତମେ ଭାରି ଦୁ୍ଷ୍ଟ, ୨୦୧୯ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର ।[୧] ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ସୀତାରାମ ଅଗ୍ରୱାଲ ।[୨] ନିର୍ମଳ ନାୟକ ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ । ଟି. ଗଣେଶ ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ।[୨]

ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ଜୟଜିତ ଦାସ ଏବଂ ସମିତା ମଣ୍ଡଳ ।[୩][୪][୧] ପ୍ରଦ୍ୟୁମ୍ନ ଲେଙ୍କା ଏହି କଥାଚିତ୍ରଟିରେ ଏକ ସହଯୋଗୀ ହାସ୍ୟ ଅଭିନେତା ଭୂମିକରେ ଅଭିନୟ କରିଥିଲେ ।[୨]

ଅଭିନୟ[ସମ୍ପାଦନା]

କାହାଣୀ[ସମ୍ପାଦନା]

ଗୀତ ଏବଂ ସଙ୍ଗୀତ[ସମ୍ପାଦନା]

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ବୈଦ୍ୟନାଥ ଦାଶ, ଅନୁପ ମହାନ୍ତି ଏବଂ ଅସଦ ନିଜାମ ।[୧] ଗୀତିକାର ଅରୁଣ ମନ୍ତ୍ରୀ ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ । ହ୍ୟୁମାନ ସାଗର, ନିବେଦିତା, ଅସୀମା ପଣ୍ଡା, ଅର୍ପିତା, ଜାଗୃତି, ସତ୍ୟଜିତ ପ୍ରଧାନ ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।

ଗୀତ[ସମ୍ପାଦନା]

କ୍ରମଗୀତଗାୟକସମୟ
1."ଭିଜେଇ ଦେଇ ଯା' ଥରେ"ହ୍ୟୁମାନ ସାଗର, ନିବେଦିତା 
2."ତୁ ଖିଞ୍ଚ୍‌ ମେରୀ ସେଲ୍ଫି"ଅସୀମା ପଣ୍ଡା, ଅର୍ପିତା 
3."ଦିଲ୍ ତ ବଡ଼ା କମିନା"ଜାଗୃତି, ସତ୍ୟଜିତ ପ୍ରଧାନ 

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ "ଓଲିଉଡରେ କାହାର ଦୁଷ୍ଟାମି ପସନ୍ଦ ଆସିବ ଦର୍ଶକଙ୍କୁ ? ପିଲାଙ୍କର ନା ବୁଢ଼ାଙ୍କର ?". Sambad (in Odia). Odisha. 11 January 2019. Archived from the original on 13 January 2019. Retrieved 11 January 2019.{{cite news}}: CS1 maint: unrecognized language (link)
  2. ୨.୦ ୨.୧ ୨.୨ "ଏହି ଓଲିଉଡ ଅଭିନେତା ଏବେ ଭାରି ଦୁଷ୍ଟ". Sambad. 5 January 2019. Archived from the original on 9 January 2019. Retrieved 10 January 2019.
  3. "ପ୍ରଥମ ମାସରେ ରିଲିଜ୍‌ ହେଲା ଏହିସବୁ ଓଡ଼ିଆ ସିନେମା". Sambad (in Odia). Odisha. 5 February 2019. Archived from the original on 6 February 2019. Retrieved 6 February 2019.{{cite news}}: CS1 maint: unrecognized language (link)
  4. "ରିଲିଜ ଅପେକ୍ଷାରେ:ବାପା ତମେ ଭାରି ଦୁଷ୍ଟ". Dharitri.com (in Odia). Bhubaneswar. 10 Junary 2019. Archived from the original on 11 January 2019. Retrieved 11 January 2019. {{cite news}}: Check date values in: |date= (help)CS1 maint: unrecognized language (link)

ବାହାର ଆଧାର[ସମ୍ପାଦନା]