ରଙ୍ଗିଲା ବୋହୂ
Appearance
ରଙ୍ଗିଲା ବୋହୂ | |
---|---|
ନିର୍ଦ୍ଦେଶକ | ଶ୍ରୀତମ ଦାସ |
ପ୍ରଯୋଜକ | ଶ୍ରୀତମ ଦାସ |
ଚିତ୍ରନାଟ୍ୟ | ରଜନୀ ରଞ୍ଜନ |
କଳାକାର | ଲିପ୍ସା ମିଶ୍ର ଦେବାଶିଷ ପାତ୍ର ଉଷସୀ ମିଶ୍ର ପିଣ୍ଟୁ ନନ୍ଦ |
ସଙ୍ଗୀତ | ଦେବୀତୋଷ ଆଚାର୍ଯ୍ୟ |
ଚିତ୍ରଗ୍ରହଣ | ନିରଞ୍ଜନ ଦାସ |
ସମ୍ପାଦକ | ଚନ୍ଦ୍ର ଶେଖର ମିଶ୍ର |
ମୁକ୍ତିଲାଭ ତାରିଖ | ୨୪ ଫେବୃଆରୀ ୨୦୧୯ |
ଦେଶ | ଭାରତ |
ଭାଷା | ଓଡ଼ିଆ |
ରଙ୍ଗିଲା ବୋହୂ, ୨୦୧୯ ମସିହାରେ ଦୂରଦର୍ଶନରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଅଭିନେତା ଶ୍ରୀତମ ଦାସ ଏହି କଥାଚିତ୍ରଟି ପ୍ରଯୋଜନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ । ରଜନୀ ରଞ୍ଜନ ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ । ସଙ୍ଗୀତକାର ଦେବୀତୋଷ ଆଚାର୍ଯ୍ୟ ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ ।
ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ଲିପ୍ସା ମିଶ୍ର ଓ ଦେବାଶିଷ ପାତ୍ର । ଉଷସୀ ମିଶ୍ର, ପିଣ୍ଟୁ ନନ୍ଦ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।
ଅଭିନୟ
[ସମ୍ପାଦନା]- ଲିପ୍ସା ମିଶ୍ର[୧]
- ଦେବାଶିଷ ପାତ୍ର
- ଉଷସୀ ମିଶ୍ର
- ପିଣ୍ଟୁ ନନ୍ଦ
- ମଧୁସ୍ମିତା ପ୍ରଧାନ[୨]
- ଶଙ୍କର୍ଷଣ ପ୍ରଧାନ
- ପ୍ରସିଦ୍ଧି ନାୟକ (ଶିଶୁ କଳାକାର)
କାହାଣୀ
[ସମ୍ପାଦନା]ଗୀତ ଏବଂ ସଙ୍ଗୀତ
[ସମ୍ପାଦନା]ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଦେବୀତୋଷ ଆଚାର୍ଯ୍ୟ । ଗୀତିକାର ପଞ୍ଚାନନ ନାୟକ ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ ।
ଗୀତ
[ସମ୍ପାଦନା]କ୍ରମ | ଗୀତ | ସମୟ |
---|---|---|
1. | "ରଙ୍ଗିଲା ବୋହୂ" | |
2. | "ମୋ ନାକ ଅଗରେ ରାଗ" | |
3. | "କସମ ସେ" |
ପୁରସ୍କାର
[ସମ୍ପାଦନା]- ୮ମ ଟେଲି ପୁରସ୍କାର[୩]
- ଶ୍ରେଷ୍ଠ ଅଭିନେତ୍ରୀ: ଲିପ୍ସା ମିଶ୍ର
- ଶ୍ରେଷ୍ଠ ପାର୍ଶ୍ୱ ଅଭିନେତ୍ରୀ: ମଧୁସ୍ମିତା ପ୍ରଧାନ
- ଶ୍ରେଷ୍ଠ ହାସ୍ୟଭିନେତା: ଶଙ୍କର୍ଷଣ ପ୍ରଧାନ
- ଶ୍ରେଷ୍ଠ ଶିଶୁ କଳାକାର: ପ୍ରସିଦ୍ଧି ନାୟକ
ଆଧାର
[ସମ୍ପାଦନା]- ↑ "ଆରମ୍ଭରୁ ଚମକାଇବେ ଲିପ୍ସା, ଆସୁଛି 'ସାହାଣୀ ଘର କାହାଣୀ'". Prameyanews7. ଭୁବନେଶ୍ୱର. 29 December 2021. Archived from the original on 26 January 2022. Retrieved 26 January 2022.
{{cite news}}
:|archive-date=
/|archive-url=
timestamp mismatch; 29 ଡିସେମ୍ବର 2021 suggested (help) - ↑ "୩୧ତମ ଚଳଚ୍ଚିତ୍ର ପୁରସ୍କାର ଘୋଷିତ : ଘନଶ୍ୟାମ ମହାପାତ୍ରଙ୍କୁ ଜୟଦେବ ପୁରସ୍କାର, 'କାଲିର ଅତୀତ' ଶ୍ରେଷ୍ଠ ଚଳଚ୍ଚିତ୍ର | Sambad". ସମ୍ବାଦ. sambad.in. 5 November 2021. Archived from the original on 26 January 2022. Retrieved 26 January 2022.
- ↑ "୮ମ ଟେଲି ଫିଲ୍ମ ପୁରସ୍କାର ଚୟନରେ ବ୍ୟାପକ ବିଭ୍ରାଟ ହୋଇଥିବା ଅଭିଯୋଗ | Sambad". ସମ୍ବାଦ. ଭୁବନେଶ୍ୱର: sambad.in. 10 November 2021. Archived from the original on 26 January 2022. Retrieved 26 January 2022.
ବାହାର ଆଧାର
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ରଙ୍ଗିଲା ବୋହୂ