ମାଲ୍ ମହୁ ଜୀବନ ମାଟି

ଉଇକିପିଡ଼ିଆ‌ରୁ
ମାଲ୍ ମହୁ ଜୀବନ ମାଟି
ନିର୍ଦ୍ଦେଶକରମେଶ ରାଉତ
ପ୍ରଯୋଜକନବୀନ ଭଣ୍ଡାରୀ
ସଂଳାପନିର୍ମଳ ନାୟକ
କାହାଣୀନିର୍ମଳ ନାୟକ
କଳାକାରସବ୍ୟସାଚୀ ମିଶ୍ର
ଏଲିନା ସାମନ୍ତରାୟ
ସଲିଲ ମିତ୍ର
ପ୍ରଦ୍ଯୁମ୍ନ ଲେଙ୍କା
ଅସୀମା ପଣ୍ଡା
ସଙ୍ଗୀତଅଭିଜିତ ମଜୁମଦାର
ଚିତ୍ରଗ୍ରହଣସୋମିଓ ଆର୍.
ସମ୍ପାଦକମାନସ କୁମାର ସାହୁ
ମୁକ୍ତିଲାଭ ତାରିଖ
୮ ନଭେମ୍ବର ୨୦୧୯
ଦେଶ ଭାରତ
ଭାଷାଓଡ଼ିଆ

ମାଲ୍ ମହୁ ଜୀବନ ମାଟି, ୨୦୧୯ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର ।[୧] ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ନବୀନ ଭଣ୍ଡାରୀ । ଗୀତିକାର ନିର୍ମଳ ନାୟକ ଏହି କଥାଚିତ୍ରଟିର କାହାଣୀ ଓ ସଂଳାପ ରଚନା କରିଥିଲେ ଏବଂ ଗୀତ ରଚନା କରିଥିଲେ । ନିର୍ଦ୍ଦେଶକ ରମେଶ ରାଉତ ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ।

ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ସବ୍ୟସାଚୀ ମିଶ୍ର, ଏଲିନା ସାମନ୍ତରାୟ ।[୨] ସଲିଲ ମିତ୍ର, ଜୀବନ ପଣ୍ଡା, ପ୍ରଦ୍ୟୁମ୍ନ ଲେଙ୍କା, ବିଦୁସ୍ମିତା, କ୍ରିଷ୍ଣା କର, ବିଜୁ ବଡ଼ଜେନା, ସ୍ୱପ୍ନା ପତି, ଜୋଜୋ, ଅମର କାହ୍ନୁ, ରବି ମିଶ୍ର, ରୁଷି ପଟ୍ଟନାୟକ, ଅସୀମା ପଣ୍ଡା ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।[୩] ଗାୟିକା ଅସୀମା ପଣ୍ଡା ଏହି କଥାଚିତ୍ର ଜରିଆରେ ପ୍ରଥକ କରି ଅଭିନୟ କରିବା ଆରମ୍ଭ କରିଥିଲେ ।[୧]

ଏହି କତାହଚିତ୍ରଟି ୨୦୧୯ ମସିହାର ନଭେମ୍ବର ମାସ ୮ ତାରିଖରେ ମୁକ୍ତିଲାଭ କରିଥିଲା । ଏହି କଥାଚିତ୍ରଟିରେ ଓଡ଼ିଶୀ ନୃତ୍ୟଶିଳ୍ପୀ ଶାଶତ ଜୋଶୀ ଏବଂ ହରିହର ଦାସ ଅତିଥି କଳାକାର ଭାବରେ ଅଭିନୟ କରିଥିଲେ ।

ଅଭିନୟ[ସମ୍ପାଦନା]

କାହାଣୀ[ସମ୍ପାଦନା]

ଗୀତ ଏବଂ ସଙ୍ଗୀତ[ସମ୍ପାଦନା]

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଅଭିଜିତ ମଜୁମଦାର[୩] ଗୀତିକାର ନିର୍ମଳ ନାୟକ ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ । ତିଳକ ଚକ୍ରବର୍ତ୍ତୀ, ତାରିକ୍ ଅଜିଜ୍, ଦୀପ୍ତିରେଖା ପାଢ଼ୀ, ହ୍ୟୁମାନ ସାଗର, ସୋନାଲି ନନ୍ଦ, ସ୍ୱୟମ ପାଢ଼ୀ, ସୋହିନୀ ମିଶ୍ର, ଅଭିଜିତ ମଜୁମଦାର ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।

ଗୀତ[ସମ୍ପାଦନା]

All tracks written by ନିର୍ମଳ ନାୟକ.

କ୍ରମଗୀତଗାୟକସମୟ
1."ଓ ଜାନମ୍"ତିଳକ ଚକ୍ରବର୍ତ୍ତୀ 
2."ପାନ୍ ପାନ୍"ତାରିକ୍ ଅଜିଜ୍, ଦୀପ୍ତିରେଖା ପାଢ଼ୀ 
3."ମଲ୍ଲିକା ଚାଲ ଯିବା ଚିଲିକା"ହ୍ୟୁମାନ ସାଗର, ସୋନାଲି ନନ୍ଦ 
4."ଓରେ ମେହର୍‌ବାନ୍"ସ୍ୱୟମ୍ ପାଢ଼ୀ, ସାହିନି ମିଶ୍ର 
5."ମାଲ୍ ମହୁ ଜୀବନ ମାଟି"ହ୍ୟୁମାନ ସାଗର 
6."ଡାର୍ଲିଂ ଡାକିବି ନା ଲୈଲା"ଅଭିଜିତ ମଜୁମଦାର 

ଆଧାର[ସମ୍ପାଦନା]

  1. ୧.୦ ୧.୧ "ଆଜି ହାଟ୍ରିକ୍‌ କରୁଛନ୍ତି ସବ୍ୟସାଚୀ-ଏଲିନା | Sambad". sambad.in. 8 November 2019. Retrieved 8 November 2019.
  2. "ରିଲିଜ ହେଲା ସବ୍ୟସାଚୀ-ଏଲିନାଙ୍କ ଫିଲ୍ମ 'ମାଲ୍ ମହୁ ଜୀବନ ମାଟି'ର ଫନି ଟ୍ରାକ୍ 'ମଲ୍ଲିକା ଚାଲ୍ ଜିବା ଚିଲିକା'ର ଷ୍ଟୁଡିଓ ଭର୍ସନ୍ - KANAK Lifestyle". Dailyhunt (in ଇଂରାଜୀ). KANAK Lifestyle. 9 October 2019. Retrieved 8 November 2019.
  3. ୩.୦ ୩.୧ ୩.୨ "ମାଲ୍‌ ମହୁ ଜୀବନ ମାଟି - Dharitri". Dharitri Odia News. 7 November 2019. Retrieved 8 November 2019.
  4. "ପହିଲି ପୁଲକ: ମାତ୍ର ଦୁଇ ଧାଡ଼ିର ସଂଳାପ ଅଭିନେତା ସବ୍ୟସାଚୀଙ୍କୁ ନାକେଦମ୍ କରିଦେଇଥିଲା". ସମ୍ବାଦ. sambad.in. 12 October 2022. Archived from the original on 12 October 2022. Retrieved 12 October 2022.
  5. "ଆଉ ପଛରେ ନାହାନ୍ତି ଓଲିଉଡର ଲୋକପ୍ରିୟ ନାୟିକା ଏଲିନା | Sambad". ସମ୍ବାଦ. sambad.in. 29 October 2021. Archived from the original on 16 January 2022. Retrieved 16 January 2022.
  6. "ଏଲିନା ଓ ଜିନା ଏକାଠି". ନିର୍ଭୟ. 12 December 2022. p. 10. Archived from the original on 3 January 2023. Retrieved 3 January 2023.

ବାହାର ଆଧାର[ସମ୍ପାଦନା]