ମାଲ୍ ମହୁ ଜୀବନ ମାଟି
ମାଲ୍ ମହୁ ଜୀବନ ମାଟି | |
---|---|
ନିର୍ଦ୍ଦେଶକ | ରମେଶ ରାଉତ |
ପ୍ରଯୋଜକ | ନବୀନ ଭଣ୍ଡାରୀ |
ସଂଳାପ | ନିର୍ମଳ ନାୟକ |
କାହାଣୀ | ନିର୍ମଳ ନାୟକ |
କଳାକାର | ସବ୍ୟସାଚୀ ମିଶ୍ର ଏଲିନା ସାମନ୍ତରାୟ ସଲିଲ ମିତ୍ର ପ୍ରଦ୍ଯୁମ୍ନ ଲେଙ୍କା ଅସୀମା ପଣ୍ଡା |
ସଙ୍ଗୀତ | ଅଭିଜିତ ମଜୁମଦାର |
ଚିତ୍ରଗ୍ରହଣ | ସୋମିଓ ଆର୍. |
ସମ୍ପାଦକ | ମାନସ କୁମାର ସାହୁ |
ମୁକ୍ତିଲାଭ ତାରିଖ | ୮ ନଭେମ୍ବର ୨୦୧୯ |
ଦେଶ | ଭାରତ |
ଭାଷା | ଓଡ଼ିଆ |
ମାଲ୍ ମହୁ ଜୀବନ ମାଟି, ୨୦୧୯ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର ।[୧] ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ନବୀନ ଭଣ୍ଡାରୀ । ଗୀତିକାର ନିର୍ମଳ ନାୟକ ଏହି କଥାଚିତ୍ରଟିର କାହାଣୀ ଓ ସଂଳାପ ରଚନା କରିଥିଲେ ଏବଂ ଗୀତ ରଚନା କରିଥିଲେ । ନିର୍ଦ୍ଦେଶକ ରମେଶ ରାଉତ ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ।
ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ସବ୍ୟସାଚୀ ମିଶ୍ର, ଏଲିନା ସାମନ୍ତରାୟ ।[୨] ସଲିଲ ମିତ୍ର, ଜୀବନ ପଣ୍ଡା, ପ୍ରଦ୍ୟୁମ୍ନ ଲେଙ୍କା, ବିଦୁସ୍ମିତା, କ୍ରିଷ୍ଣା କର, ବିଜୁ ବଡ଼ଜେନା, ସ୍ୱପ୍ନା ପତି, ଜୋଜୋ, ଅମର କାହ୍ନୁ, ରବି ମିଶ୍ର, ରୁଷି ପଟ୍ଟନାୟକ, ଅସୀମା ପଣ୍ଡା ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।[୩] ଗାୟିକା ଅସୀମା ପଣ୍ଡା ଏହି କଥାଚିତ୍ର ଜରିଆରେ ପ୍ରଥକ କରି ଅଭିନୟ କରିବା ଆରମ୍ଭ କରିଥିଲେ ।[୧]
ଏହି କତାହଚିତ୍ରଟି ୨୦୧୯ ମସିହାର ନଭେମ୍ବର ମାସ ୮ ତାରିଖରେ ମୁକ୍ତିଲାଭ କରିଥିଲା । ଏହି କଥାଚିତ୍ରଟିରେ ଓଡ଼ିଶୀ ନୃତ୍ୟଶିଳ୍ପୀ ଶାଶତ ଜୋଶୀ ଏବଂ ହରିହର ଦାସ ଅତିଥି କଳାକାର ଭାବରେ ଅଭିନୟ କରିଥିଲେ ।
ଅଭିନୟ
[ସମ୍ପାଦନା]- ସବ୍ୟସାଚୀ ମିଶ୍ର[୪] - ମାଇକେଲ୍[୩]
- ଏଲିନା ସାମନ୍ତରାୟ[୫][୬]
- ସଲିଲ ମିତ୍ର
- ଜୀବନ ପଣ୍ଡା
- ପ୍ରଦ୍ୟୁମ୍ନ ଲେଙ୍କା
- ବିଦୁସ୍ମିତା
- କ୍ରିଷ୍ଣା କର
- ବିଜୁ ବଡ଼ଜେନା
- ସ୍ୱପ୍ନା ପତି
- ଜୋଜୋ
- ଅମର
- କାହ୍ନୁ
- ରବି ମିଶ୍ର
- ରୁଷି ପଟ୍ଟନାୟକ
- ଅସୀମା ପଣ୍ଡା
- ଶାଶ୍ୱତ ଯୋଶୀ (ଅତିଥି କଳାକାର)
- ହରିହର ଦାସ (ଅତିଥି କଳାକାର)
କାହାଣୀ
[ସମ୍ପାଦନା]ଗୀତ ଏବଂ ସଙ୍ଗୀତ
[ସମ୍ପାଦନା]ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଅଭିଜିତ ମଜୁମଦାର ।[୩] ଗୀତିକାର ନିର୍ମଳ ନାୟକ ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ । ତିଳକ ଚକ୍ରବର୍ତ୍ତୀ, ତାରିକ୍ ଅଜିଜ୍, ଦୀପ୍ତିରେଖା ପାଢ଼ୀ, ହ୍ୟୁମାନ ସାଗର, ସୋନାଲି ନନ୍ଦ, ସ୍ୱୟମ ପାଢ଼ୀ, ସୋହିନୀ ମିଶ୍ର, ଅଭିଜିତ ମଜୁମଦାର ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।
ଗୀତ
[ସମ୍ପାଦନା]All tracks written by ନିର୍ମଳ ନାୟକ.
କ୍ରମ | ଗୀତ | ଗାୟକ | ସମୟ |
---|---|---|---|
1. | "ଓ ଜାନମ୍" | ତିଳକ ଚକ୍ରବର୍ତ୍ତୀ | |
2. | "ପାନ୍ ପାନ୍" | ତାରିକ୍ ଅଜିଜ୍, ଦୀପ୍ତିରେଖା ପାଢ଼ୀ | |
3. | "ମଲ୍ଲିକା ଚାଲ ଯିବା ଚିଲିକା" | ହ୍ୟୁମାନ ସାଗର, ସୋନାଲି ନନ୍ଦ | |
4. | "ଓରେ ମେହର୍ବାନ୍" | ସ୍ୱୟମ୍ ପାଢ଼ୀ, ସାହିନି ମିଶ୍ର | |
5. | "ମାଲ୍ ମହୁ ଜୀବନ ମାଟି" | ହ୍ୟୁମାନ ସାଗର | |
6. | "ଡାର୍ଲିଂ ଡାକିବି ନା ଲୈଲା" | ଅଭିଜିତ ମଜୁମଦାର |
ଆଧାର
[ସମ୍ପାଦନା]- ↑ ୧.୦ ୧.୧ "ଆଜି ହାଟ୍ରିକ୍ କରୁଛନ୍ତି ସବ୍ୟସାଚୀ-ଏଲିନା | Sambad". sambad.in. 8 November 2019. Retrieved 8 November 2019.
- ↑ "ରିଲିଜ ହେଲା ସବ୍ୟସାଚୀ-ଏଲିନାଙ୍କ ଫିଲ୍ମ 'ମାଲ୍ ମହୁ ଜୀବନ ମାଟି'ର ଫନି ଟ୍ରାକ୍ 'ମଲ୍ଲିକା ଚାଲ୍ ଜିବା ଚିଲିକା'ର ଷ୍ଟୁଡିଓ ଭର୍ସନ୍ - KANAK Lifestyle". Dailyhunt (in ଇଂରାଜୀ). KANAK Lifestyle. 9 October 2019. Retrieved 8 November 2019.
- ↑ ୩.୦ ୩.୧ ୩.୨ "ମାଲ୍ ମହୁ ଜୀବନ ମାଟି - Dharitri". Dharitri Odia News. 7 November 2019. Retrieved 8 November 2019.
- ↑ "ପହିଲି ପୁଲକ: ମାତ୍ର ଦୁଇ ଧାଡ଼ିର ସଂଳାପ ଅଭିନେତା ସବ୍ୟସାଚୀଙ୍କୁ ନାକେଦମ୍ କରିଦେଇଥିଲା". ସମ୍ବାଦ. sambad.in. 12 October 2022. Archived from the original on 12 October 2022. Retrieved 12 October 2022.
- ↑ "ଆଉ ପଛରେ ନାହାନ୍ତି ଓଲିଉଡର ଲୋକପ୍ରିୟ ନାୟିକା ଏଲିନା | Sambad". ସମ୍ବାଦ. sambad.in. 29 October 2021. Archived from the original on 16 January 2022. Retrieved 16 January 2022.
- ↑ "ଏଲିନା ଓ ଜିନା ଏକାଠି". ନିର୍ଭୟ. 12 December 2022. p. 10. Archived from the original on 3 January 2023. Retrieved 3 January 2023.
ବାହାର ଆଧାର
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ମାଲ୍ ମହୁ ଜୀବନ ମାଟି