ଚାଲ୍ ଟିକେ ଦୁଷ୍ଟ ହବା

ଉଇକିପିଡ଼ିଆ‌ରୁ
ଚାଲ୍ ଟିକେ ଦୁଷ୍ଟ
ନିର୍ଦ୍ଦେଶକତାପସ ସରଘରିଆ
ପ୍ରଯୋଜକତରଙ୍ଗ ସିନେ ପ୍ରଡ଼କ୍ସନ
ସଂଳାପଦେବୀଦତ୍ତ ମହାନ୍ତି
ସଞ୍ଜୟ ମହାକୁଳ
ଚିତ୍ରନାଟ୍ୟତାପସ ସରଘରିଆ
କାହାଣୀଦଶରଥ ସିଂହ
କଳାକାରରିଶାନ
ଶାୟଲ
ମହିମା
ମିହିର ଦାସ
ପ୍ରଦ୍ୟୁମ୍ନ ଲେଙ୍କା
ସରୋଜ ଦାସ
ତ୍ରିଭୁବନ ପଣ୍ଡା
ପ୍ରିୟଙ୍କା ମହାପାତ୍ର
ସଙ୍ଗୀତବିଭୂତି ଭୂଷଣ ଗଡ଼ନାୟକ
ଚିତ୍ରଗ୍ରହଣରବିନ୍ଦ୍ର ବେହେରା
ସମ୍ପାଦକରାଜେଶ ଦାଶ
ମୁକ୍ତିଲାଭ ତାରିଖ
୧୧ ଜାନୁଆରୀ ୨୦୧୯
ଦେଶ ଭାରତ
ଭାଷାଓଡ଼ିଆ

ଚାଲ୍ ଟିକେ ଦୁଷ୍ଟ ହେବା, ୨୦୧୯ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର ।[୧] ଏହି କଥାଚିତ୍ରଟି ତରଙ୍ଗ ସିନେ ପ୍ରଡ଼କ୍ସନ ବ୍ୟାନନରେ ନିର୍ମିତ ହୋଇଥିଲା ।[୧] ଦଶରଥ ସିଂହ ଏହି କଥାଚିତ୍ରଟିର କାହାଣୀ ରଚନା କରିଥିଲେ । ଏହାର ସଂଳାପ ଲେଖିଥିଲେ ଦେବୀଦତ୍ତ ମହାନ୍ତି ଓ ସଞ୍ଜୟ ମହାକୁଳ ।[୨] ତାପସ ସରଘରିଆ ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ।[୩]

ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ରିଶାନ, ଶାୟଲ ଓ ମହିମା ।[୪][୩] ମୁଖ୍ୟ ଭୂମିକାରେ ଥିବା ଏହି କଳାକାରମାନେ ଏହି କଥାଚିତ୍ର ଜରିଆରେ ଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ କରିବା ଆରମ୍ଭ କରିଥିଲେ ।[୫] ମିହିର ଦାସ, ପ୍ରଦ୍ୟୁମ୍ନ ଲେଙ୍କା, ସରୋଜ ଦାସ, ତ୍ରିଭୁବନ ପଣ୍ଡା, ପ୍ରିୟଙ୍କା ପଟ୍ଟନାୟକ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।[୩]

ଅଭିନୟ[ସମ୍ପାଦନା]

କାହାଣୀ[ସମ୍ପାଦନା]

ଗୀତ ଏବଂ ସଙ୍ଗୀତ[ସମ୍ପାଦନା]

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ବିଭୂତି ଭୂଷଣ ଗଡ଼ନାୟକ[୮][୫] ଗୀତିକାର ଦେବୀଦତ୍ତ ମହାନ୍ତି ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ । ଶ୍ୟାମ ପାଢ଼ୀ, ଅନନ୍ୟା ଶ୍ରୀତମ ନନ୍ଦ, ନଭ୍ୟା ଜ୍ୟୋତି ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।

ଗୀତ[ସମ୍ପାଦନା]

କ୍ରମଗୀତସମୟ
1."ଚାଲ୍ ଟିକେ ଦୁଷ୍ଟ ହବା" 
2."ଲଭ୍‌ସିପ୍" 
3."ମିସ୍ ୟୁ ପାପା" 
4."ଡିଏର ଡାର୍ଲୁ" 
5."ଚାର ଦିନ କି ଜିନ୍ଦଗୀ" 
6."ଶୁନ୍ ସାହେବା ଶୁନ୍" 

ଆଧାର[ସମ୍ପାଦନା]

  1. ୧.୦ ୧.୧ "ଓଲିଉଡରେ କାହାର ଦୁଷ୍ଟାମି ପସନ୍ଦ ଆସିବ ଦର୍ଶକଙ୍କୁ ? ପିଲାଙ୍କର ନା ବୁଢ଼ାଙ୍କର ?". Sambad (in Odia). Odisha. 11 January 2019. Archived from the original on 13 January 2019. Retrieved 11 January 2019.{{cite news}}: CS1 maint: unrecognized language (link)
  2. ୨.୦ ୨.୧ "ନୂଆ ଯୋଡ଼ି: ଋଷି-ସିଆଲି". ସମ୍ବାଦ. 4 March 2023. p. 10. Archived from the original on 28 August 2023. Retrieved 28 August 2023.
  3. ୩.୦ ୩.୧ ୩.୨ "ଫ୍ରେଣ୍ଡସିପ୍ ବନାମ ଲଭ୍‌ସିପ୍". ସମାଜ (ରବିବାର) (in Odia). Bhubaneswar. 6 January 2019. p. 8. Archived from the original on 10 January 2019. Retrieved 10 January 2019.{{cite news}}: CS1 maint: unrecognized language (link)
  4. "ନୂଆମୁହଁଙ୍କ ଚମକ". ସମାଜ (ରବିବାର). ଭୁବନେଶ୍ୱର. 20 January 2019. Archived from the original on 25 January 2019. Retrieved 25 January 2019.
  5. ୫.୦ ୫.୧ "ରିଲିଜ୍‌ ହେଲା 'ଚାଲ୍‌ ଟିକେ ଦୁଷ୍ଟ ହେବା'ର ମ୍ୟୁଜିକାଲ୍ ଡ୍ୟାନ୍‌ସ୍‌ ଟ୍ରାକ୍‌ 'ଡିଅର୍‌ ଡାର୍ଲୁ' - Odisha Reporter". Odisha Reporter (in ଇଂରାଜୀ). DailyHunt. 7 January 2019. Retrieved 10 January 2019.
  6. "ଏ ବର୍ଷ ନାମୀ ଓଲିଉଡ୍ ନାୟିକାମାନଙ୍କର କେଉଁ ଓଡ଼ିଆ ସିନେମା ଆସୁଛି | Sambad". ସମ୍ବାଦ. sambad.in. 12 January 2020. Archived from the original on 16 December 2021. Retrieved 16 December 2021.
  7. "ଓଡ଼ିଆ ସିନେମା 'ଲଭ୍ ୟୁ ପ୍ରିୟା'କୁ ମିଳିଲା 'ୟୁ' ସେନସର୍ ପ୍ରମାଣପତ୍ର । | Kanak Lifestyle". Kanak News. Kanak Lifestyle. 17 January 2020. Archived from the original on 4 January 2022. Retrieved 4 January 2022.
  8. "ପ୍ରଥମ ମାସରେ ରିଲିଜ୍‌ ହେଲା ଏହିସବୁ ଓଡ଼ିଆ ସିନେମା". Sambad (in Odia). Odisha. 5 February 2019. Archived from the original on 6 February 2019. Retrieved 6 February 2019.{{cite news}}: CS1 maint: unrecognized language (link)

ବାହାର ଆଧାର[ସମ୍ପାଦନା]