ଲାଲ୍‌ପାନ ବିବିର ସ୍ମାର୍ଟ୍ ଫ୍ୟାମିଲି

ଉଇକିପିଡ଼ିଆ‌ରୁ
ଲାଲ୍‌ପାନ ବିବିର ସ୍ମାର୍ଟ୍ ଫ୍ୟାମିଲି
ନିର୍ଦ୍ଦେଶକଅଶ୍ୱିନୀ ଗଡ଼ନାୟକ
ପ୍ରଯୋଜକଜାଗି ମଙ୍ଗତ ପଣ୍ଡା
ସଂଳାପଦେବୀଦତ୍ତ ମହାନ୍ତି
ସଙ୍ଗୀତଶରତ ନାୟକ
ସରୋଜ ସାମଲ
ଚିତ୍ରଗ୍ରହଣରଜନୀକାନ୍ତ ବାରିକ
ସମ୍ପାଦକଚନ୍ଦ୍ରଶେଖର ମିଶ୍ର
ମୁକ୍ତିଲାଭ ତାରିଖ
୨୪ ନଭେମ୍ବର ୨୦୧୯
ଦେଶ ଭାରତ
ଭାଷାଓଡ଼ିଆ

ଲାଲ୍‌ପାନ ବିବିର ସ୍ମାର୍ଟ୍ ଫ୍ୟାମିଲି, ୨୦୧୯ ମସିହାରେ ଦୂରଦର୍ଶନରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ଜାଗି ମଙ୍ଗତ ପଣ୍ଡା, ଯାହାକି ତରଙ୍ଗ ସିନେ ପ୍ରଡକ୍ସନ ବ୍ୟାନରରେ ନିର୍ମାଣ କରାଯାଇଥିଲା । ଦେବୀଦତ୍ତ ମହାନ୍ତି ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ । ନିର୍ଦ୍ଦେଶକ ଅଶ୍ୱିନୀ ଗଡ଼ନାୟକ ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ।[୧]

ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ମହାଶ୍ୱେତା ରାୟ, ମିହିର ଦାସ ଓ ଅଙ୍କିତ ଦଳବେହେରା ।[୧] ଦେବୀକା ଅରୁନ୍ଧତୀ ସାମଲ, ଜ୍ୟୋତି, ବ୍ରଜ ସିଂହ, ପୃଥ୍ୱୀରାଜ ନାୟକ, ଲୀଳା ମିଶ୍ର, ଟିକି ରଥ, ସିଦ୍ଧାର୍ଥ, ରୂପଶ୍ରୀ, କ୍ରିଷ୍ଣା ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।

ଅଭିନୟ[ସମ୍ପାଦନା]

କାହାଣୀ[ସମ୍ପାଦନା]

ଗୀତ ଏବଂ ସଙ୍ଗୀତ[ସମ୍ପାଦନା]

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଶରତ ନାୟକ ଓ ସରୋଜ ସାମଲ ।[୧] ଗୀତିକାର ଦେବୀଦତ୍ତ ମହାନ୍ତି ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ ।

ଗୀତ[ସମ୍ପାଦନା]

କ୍ରମଗୀତସମୟ
1."ଲାଇଫ୍ ଏଠି ଲଲିପପ୍" 
2."ବିଉଟିଫୁଲ୍ ଲୈଲା ଲୈଲା" 
3."ସମୟ ଏଠି" 

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ "ଏ ବର୍ଷ ଅର୍ଚ୍ଚିତା ବନିଥିଲେ, ଆଗରୁ ଅନୁ ଚୌଧୁରୀ ବନିଥାନ୍ତେ , ଦ୍ୱିତୀୟ ଥର ଲାଗି ବନିଲେ ଓଲିଉଡର ମହାନାୟିକା ମହାଶ୍ୱେତା | Sambad". ସମ୍ବାଦ. ଭୁବନେଶ୍ୱର: sambad.in. 7 September 2019. Archived from the original on 21 January 2022. Retrieved 21 January 2022.

ବାହାର ଆଧାର[ସମ୍ପାଦନା]