ଛବିରାଣୀ
Appearance
ଛବିରାଣୀ | |
---|---|
ନିର୍ଦ୍ଦେଶକ | ବବି ଇସ୍ଲାମ୍ |
ପ୍ରଯୋଜକ | ବୁଦ୍ଧଦେବ ସାହୁ ମନୋରମା ମହାପାତ୍ର |
ଚିତ୍ରନାଟ୍ୟ | ବବି ଇସ୍ଲାମ୍ |
କାହାଣୀ | ବବି ଇସ୍ଲାମ୍ |
କଳାକାର | ସିଦ୍ଧାନ୍ତ ମହାପାତ୍ର ଅନୁ ଚୌଧୁରୀ ମିହିର ଦାସ ସାତ୍ୟକି ମିଶ୍ର |
ସଙ୍ଗୀତ | ପ୍ରେମ ଆନନ୍ଦ |
ମୁକ୍ତିଲାଭ ତାରିଖ | ୧୯ ସେପ୍ଟେମ୍ବର ୨୦୧୯ |
ଦେଶ | ଭାରତ |
ଭାଷା | ଓଡ଼ିଆ |
ଛବିରାଣୀ, ୨୦୧୯ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର ।[୧] ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ବୁଦ୍ଧଦେବ ସାହୁ ଓ ମନୋରମା ମହାପାତ୍ର । ବବି ଇସଲାମ୍ ଏହି କଥାଚିତ୍ରଟିର କାହଣୀ ଓ ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ ।
ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ସିଦ୍ଧାନ୍ତ ମହାପାତ୍ର ଓ ଅନୁ ଚୌଧୁରୀ ।[୨] ଅମନ, ଚନ୍ଦ୍ରାଣୀ, ମିହିର ଦାସ, ସାତ୍ୟକି ମିଶ୍ର ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ । ଏହି କଥାଚିତ୍ରଟି ଓଡ଼ିଶାର ୩୬ଟି ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଥିଲା ।[୩]
ଅଭିନୟ
[ସମ୍ପାଦନା]- ସିଦ୍ଧାନ୍ତ ମହାପାତ୍ର
- ଅନୁ ଚୌଧୁରୀ
- ଅମନ
- ଚନ୍ଦ୍ରାଣୀ
- ମିହିର ଦାସ
- ସାତ୍ୟକି ମିଶ୍ର
କାହାଣୀ
[ସମ୍ପାଦନା]ଗୀତ ଏବଂ ସଙ୍ଗୀତ
[ସମ୍ପାଦନା]ଏହି କଥାଚିତ୍ରଟି ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ପ୍ରେମ ଆନନ୍ଦ ।
ଗୀତ
[ସମ୍ପାଦନା]କ୍ରମ | ଗୀତ | ସମୟ |
---|
ଆଧାର
[ସମ୍ପାଦନା]- ↑ "ବହୁଚର୍ଚ୍ଚିତ ଛବିରାଣୀ ଗଣଦୁଷ୍କର୍ମ ଏବଂ ହତ୍ୟାକୁ ନେଇ ନିର୍ମାଣ ହେବ ଓଡ଼ିଆ ସିନେମା | Odisha Reporter". OdishaReporter.in. 24 October 2018. Retrieved 28 September 2019.
- ↑ "ସମ୍ବିତଙ୍କ ପ୍ରେମ". ସମାଜ ରବିବାର. ଓଡ଼ିଶା. 23 December 2018. p. ୮. Archived from the original on 27 December 2018. Retrieved 27 December 2018.
- ↑ "ପରଦାକୁ ଆସିଲା 'ଛବିରାଣୀ' | Odisha Reporter". OdishaReporter.in. 20 September 2019. Retrieved 28 September 2019.
ବାହାର ଆଧାର
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ଛବିରାଣୀ