ଅଜବ ସଞ୍ଜୁର ଗଜବ ଲଭ୍

ଉଇକିପିଡ଼ିଆ‌ରୁ
ଅଜବ ସଞ୍ଜୁର ଗଜବ ଲଭ୍
ନିର୍ଦ୍ଦେଶକଅଶୋକ ପତି
ପ୍ରଯୋଜକନିହାର ସାମଲ
ବିନି ସାମଲ
ସଂଳାପରଣଜିତ ପଟ୍ଟନାୟକ
କଳାକାରବାବୁଶାନ୍
ଅର୍ଚ୍ଚିତା ସାହୁ
ବବି ମିଶ୍ର
ଜୀବନ ପଣ୍ଡା
ମିହିର ଦାସ
ସଙ୍ଗୀତପ୍ରେମ ଆନନ୍ଦ
ଚିତ୍ରଗ୍ରହଣସୀତାଂଶୁ ମହାପାତ୍ର
ସମ୍ପାଦକସୁକୁମାର ମଣି
ମୁକ୍ତିଲାଭ ତାରିଖ
୧୩ ଜାନୁଆରୀ ୨୦୧୯
ଦେଶ ଭାରତ
ଭାଷାଓଡ଼ିଆ

ଅଜବ ସଞ୍ଜୁର ଗଜବ ଲଭ୍, ୨୦୧୯ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର ।[୧] ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ନିହାର ସାମଲ ଏବଂ ବିନି ସାମଲ । ରଣଜିତ ପଟ୍ଟନାୟକ ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ । ନିର୍ଦ୍ଦେଶକ ଅଶୋକ ପତି ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ।[୨]

ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ବାବୁଶାନ୍ ମହନ୍ତି ଏବଂ ଅର୍ଚ୍ଚିତ ସାହୁ ।[୩] ମିହିର ଦାସ, ଜୀବନ ପଣ୍ଡା, ବବି ମିଶ୍ର ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମକାରେ ଅଭିନୟ କରିଛନ୍ତି ।

ଅଭିନୟ[ସମ୍ପାଦନା]

କାହାଣୀ[ସମ୍ପାଦନା]

ଗୀତ ଏବଂ ସଙ୍ଗୀତ[ସମ୍ପାଦନା]

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ପ୍ରେମ ଆନନ୍ଦ[୬][୭] ସୁବ୍ରତ ସ୍ୱାଇଁ, ବସନ୍ତରାଜ ସାମଲ ଆଦି ଗୀତିକାରମାନେ ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ ।[୭] ହ୍ୟୁମାନ ସାଗର, ବାବୁଶାନ୍, ଦୀପ୍ତିରେଖା ପାଢ଼ୀ, ଆଶୁତୋଷ, ସବିଶେଷ ଆଦି କଣ୍ଠଶୀଳ୍ପିମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।[୭]

ଗୀତ[ସମ୍ପାଦନା]

କ୍ରମଗୀତକବିଗାୟକସମୟ
1."ମୁସ୍କିଲ୍ ହେ ଜିନା"ସୁବ୍ରତ ସ୍ୱାଇଁବାବୁଶାନ୍, ଦୀପ୍ତିରେଖା ପାଢ଼ୀ 
2."ଝିଅର ଇଚ୍ଛା ଅଛି"ବସନ୍ତରାଜ ସାମଲଆଶୁତୋଷ 
3."ଝିଅମାନେ ସବୁ ପବନ"ବସନ୍ତରାଜ ସାମଲହ୍ୟୁମାନ ସାଗର 
4."ଆ ଲଗେଇଦେ ଦାଗ"ବସନ୍ତରାଜ ସାମଲହ୍ୟୁମାନ ସାଗର, ଦୀପ୍ତିରେଖା ପାଢ଼ୀ 
5."ମୋ ଛାତିର ଧଡ଼କନ"ବସନ୍ତରାଜ ସାମଲସବିଶେଷ 

ଆଧାର[ସମ୍ପାଦନା]

  1. "ଆଜି ରିଲିଜ୍‌: 'ଅଜବ ସଂଜୁର ଗଜବ ଲଭ୍‌'". Sambad (in Odia). Bhuabneswar. 13 January 2019. Archived from the original on 18 January 2019. Retrieved 13 January 2019.{{cite news}}: CS1 maint: unrecognized language (link)
  2. "ପ୍ରଥମ ମାସରେ ରିଲିଜ୍‌ ହେଲା ଏହିସବୁ ଓଡ଼ିଆ ସିନେମା". Sambad (in Odia). Odisha. 5 February 2019. Archived from the original on 6 February 2019. Retrieved 6 February 2019.{{cite news}}: CS1 maint: unrecognized language (link)
  3. "ଜାନୁଆରିରେ ରିଲିଜ୍‌ ହେବ ଏସବୁ ଓଡ଼ିଆ ସିନେମା". Sambad. ଓଡ଼ିଶା. 1 January 2019. Archived from the original on 8 January 2019. Retrieved 10 January 2019.
  4. Guru, Himanshu (22 March 2023). "Odia Television actor Somadutta Das passes away at 48". KalingaTV (in English). Bhubaneswar. Archived from the original on 22 March 2023. Retrieved 22 March 2023.{{cite news}}: CS1 maint: unrecognized language (link)
  5. "ଚିରନିଦ୍ରାରେ ଧାରାବାହିକ ଅଭିନେତା ସୋମଦତ୍ତ ଦାସ". KNews Odisha. 22 March 2023. Archived from the original on 22 March 2023. Retrieved 22 March 2023.
  6. "ଜନ୍ମଦିନରେ ବିଜୁଙ୍କୁ ପ୍ରେମ୍ ଆନନ୍ଦଙ୍କ ଶ୍ରଦ୍ଧାଞ୍ଜଳି : ବହୁଚର୍ଚ୍ଚିତ ଫିଲ୍ମ 'ବିଜୁ ବାବୁ'ର ଗୀତ ରେକର୍ଡିଂ କଲେ". Sambad (in Odia). Odisha. 23 January 2019. Archived from the original on 26 January 2019. Retrieved 23 January 2019.{{cite news}}: CS1 maint: unrecognized language (link)
  7. ୭.୦ ୭.୧ ୭.୨ "ଫ୍ରେଣ୍ଡସିପ୍ ବନାମ ଲଭ୍‌ସିପ୍". ସମାଜ (ରବିବାର) (in Odia). Bhubaneswar. 6 January 2019. p. 8. Archived from the original on 10 January 2019. Retrieved 10 January 2019.{{cite news}}: CS1 maint: unrecognized language (link)

ବାହାର ଆଧାର[ସମ୍ପାଦନା]