ଅଜବ ସଞ୍ଜୁର ଗଜବ ଲଭ୍
Appearance
ଅଜବ ସଞ୍ଜୁର ଗଜବ ଲଭ୍ | |
---|---|
ନିର୍ଦ୍ଦେଶକ | ଅଶୋକ ପତି |
ପ୍ରଯୋଜକ | ନିହାର ସାମଲ ବିନି ସାମଲ |
ସଂଳାପ | ରଣଜିତ ପଟ୍ଟନାୟକ |
କଳାକାର | ବାବୁଶାନ୍ ଅର୍ଚ୍ଚିତା ସାହୁ ବବି ମିଶ୍ର ଜୀବନ ପଣ୍ଡା ମିହିର ଦାସ |
ସଙ୍ଗୀତ | ପ୍ରେମ ଆନନ୍ଦ |
ଚିତ୍ରଗ୍ରହଣ | ସୀତାଂଶୁ ମହାପାତ୍ର |
ସମ୍ପାଦକ | ସୁକୁମାର ମଣି |
ମୁକ୍ତିଲାଭ ତାରିଖ | ୧୩ ଜାନୁଆରୀ ୨୦୧୯ |
ଦେଶ | ଭାରତ |
ଭାଷା | ଓଡ଼ିଆ |
ଅଜବ ସଞ୍ଜୁର ଗଜବ ଲଭ୍, ୨୦୧୯ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର ।[୧] ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ନିହାର ସାମଲ ଏବଂ ବିନି ସାମଲ । ରଣଜିତ ପଟ୍ଟନାୟକ ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ । ନିର୍ଦ୍ଦେଶକ ଅଶୋକ ପତି ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ।[୨]
ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ବାବୁଶାନ୍ ମହନ୍ତି ଏବଂ ଅର୍ଚ୍ଚିତ ସାହୁ ।[୩] ମିହିର ଦାସ, ଜୀବନ ପଣ୍ଡା, ବବି ମିଶ୍ର ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମକାରେ ଅଭିନୟ କରିଛନ୍ତି ।
ଅଭିନୟ
[ସମ୍ପାଦନା]କାହାଣୀ
[ସମ୍ପାଦନା]ଗୀତ ଏବଂ ସଙ୍ଗୀତ
[ସମ୍ପାଦନା]ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ପ୍ରେମ ଆନନ୍ଦ ।[୬][୭] ସୁବ୍ରତ ସ୍ୱାଇଁ, ବସନ୍ତରାଜ ସାମଲ ଆଦି ଗୀତିକାରମାନେ ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ ।[୭] ହ୍ୟୁମାନ ସାଗର, ବାବୁଶାନ୍, ଦୀପ୍ତିରେଖା ପାଢ଼ୀ, ଆଶୁତୋଷ, ସବିଶେଷ ଆଦି କଣ୍ଠଶୀଳ୍ପିମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।[୭]
ଗୀତ
[ସମ୍ପାଦନା]କ୍ରମ | ଗୀତ | କବି | ଗାୟକ | ସମୟ |
---|---|---|---|---|
1. | "ମୁସ୍କିଲ୍ ହେ ଜିନା" | ସୁବ୍ରତ ସ୍ୱାଇଁ | ବାବୁଶାନ୍, ଦୀପ୍ତିରେଖା ପାଢ଼ୀ | |
2. | "ଝିଅର ଇଚ୍ଛା ଅଛି" | ବସନ୍ତରାଜ ସାମଲ | ଆଶୁତୋଷ | |
3. | "ଝିଅମାନେ ସବୁ ପବନ" | ବସନ୍ତରାଜ ସାମଲ | ହ୍ୟୁମାନ ସାଗର | |
4. | "ଆ ଲଗେଇଦେ ଦାଗ" | ବସନ୍ତରାଜ ସାମଲ | ହ୍ୟୁମାନ ସାଗର, ଦୀପ୍ତିରେଖା ପାଢ଼ୀ | |
5. | "ମୋ ଛାତିର ଧଡ଼କନ" | ବସନ୍ତରାଜ ସାମଲ | ସବିଶେଷ |
ଆଧାର
[ସମ୍ପାଦନା]- ↑ "ଆଜି ରିଲିଜ୍: 'ଅଜବ ସଂଜୁର ଗଜବ ଲଭ୍'". Sambad (in Odia). Bhuabneswar. 13 January 2019. Archived from the original on 18 January 2019. Retrieved 13 January 2019.
{{cite news}}
: CS1 maint: unrecognized language (link) - ↑ "ପ୍ରଥମ ମାସରେ ରିଲିଜ୍ ହେଲା ଏହିସବୁ ଓଡ଼ିଆ ସିନେମା". Sambad (in Odia). Odisha. 5 February 2019. Archived from the original on 6 February 2019. Retrieved 6 February 2019.
{{cite news}}
: CS1 maint: unrecognized language (link) - ↑ "ଜାନୁଆରିରେ ରିଲିଜ୍ ହେବ ଏସବୁ ଓଡ଼ିଆ ସିନେମା". Sambad. ଓଡ଼ିଶା. 1 January 2019. Archived from the original on 8 January 2019. Retrieved 10 January 2019.
- ↑ Guru, Himanshu (22 March 2023). "Odia Television actor Somadutta Das passes away at 48". KalingaTV (in English). Bhubaneswar. Archived from the original on 22 March 2023. Retrieved 22 March 2023.
{{cite news}}
: CS1 maint: unrecognized language (link) - ↑ "ଚିରନିଦ୍ରାରେ ଧାରାବାହିକ ଅଭିନେତା ସୋମଦତ୍ତ ଦାସ". KNews Odisha. 22 March 2023. Archived from the original on 22 March 2023. Retrieved 22 March 2023.
- ↑ "ଜନ୍ମଦିନରେ ବିଜୁଙ୍କୁ ପ୍ରେମ୍ ଆନନ୍ଦଙ୍କ ଶ୍ରଦ୍ଧାଞ୍ଜଳି : ବହୁଚର୍ଚ୍ଚିତ ଫିଲ୍ମ 'ବିଜୁ ବାବୁ'ର ଗୀତ ରେକର୍ଡିଂ କଲେ". Sambad (in Odia). Odisha. 23 January 2019. Archived from the original on 26 January 2019. Retrieved 23 January 2019.
{{cite news}}
: CS1 maint: unrecognized language (link) - ↑ ୭.୦ ୭.୧ ୭.୨ "ଫ୍ରେଣ୍ଡସିପ୍ ବନାମ ଲଭ୍ସିପ୍". ସମାଜ (ରବିବାର) (in Odia). Bhubaneswar. 6 January 2019. p. 8. Archived from the original on 10 January 2019. Retrieved 10 January 2019.
{{cite news}}
: CS1 maint: unrecognized language (link)
ବାହାର ଆଧାର
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ଅଜବ ସଞ୍ଜୁର ଗଜବ ଲଭ୍