ସେଲଫିସ୍ ଦିଲ୍

ଉଇକିପିଡ଼ିଆ‌ରୁ
ସେଲ୍‌ଫିସ୍ ଦିଲ୍
ନିର୍ଦ୍ଦେଶକବସନ୍ତ ସାହୁ
ପ୍ରଯୋଜକହେମନ୍ତ ନାୟକ
ସଂଳାପମହମ୍ମଦ ସାଫି
କଳାକାରଶ୍ରେୟାନ୍ ନାୟକ
ସୂର୍ଯ୍ୟମୟୀ
ବିଜୟ ମହାନ୍ତି
ମୁନ୍ନା ଖାଁ
ସଲିଲ ମିତ୍ର
ସଙ୍ଗୀତସୌମିତ୍ରି ପଲାଇ
ଚିତ୍ରଗ୍ରହଣଧୃବାନନ୍ଦ ପଣ୍ଡା
ସମ୍ପାଦକରାଜେଶ ଦାଶ
ମୁକ୍ତିଲାଭ ତାରିଖ
୪ ଜୁଲାଇ ୨୦୧୯
ଦେଶ ଭାରତ
ଭାଷାଓଡ଼ିଆ

ସେଲଫିସ୍ ଦିଲ୍, ୨୦୧୯ ମସିହାରେ ମୁକ୍ତିଲାଭ କରିବାକୁ ଥିବା ଏକ ଓଡ଼ିଆ କଥାଚିତ୍ର ।[୧][୨] ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ହେମନ୍ତ ଦାସ । କଥାଚିତ୍ରଟିର ସଂଳାପ ରଚନା କରିଥିଲେ ମହମ୍ମଦ ସାଫି ।[୩] ନିର୍ଦ୍ଦେଶକ ବସନ୍ତ ସାହୁ ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ।[୨][୪]

ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ଶ୍ରେୟାନ୍ ଓ ସୂର୍ଯ୍ୟମୟୀ ।[୫] ନାୟକ ଶ୍ରେୟାନ୍ ଏହି କଥାଚିତ୍ର ଜରିଆରେ ଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ ।[୬] ବିଜୟ ମହାନ୍ତି, ମୁନ୍ନା ଖାଁ, ସଲିଲ ମିତ୍ର, ଗୁଡ୍ଡୁ, ପାୟଲ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।[୩]

ଅଭିନୟ[ସମ୍ପାଦନା]

କାହାଣୀ[ସମ୍ପାଦନା]

ଗୀତ ଏବଂ ସଙ୍ଗୀତ[ସମ୍ପାଦନା]

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ସୌମିତ୍ରି ପଲାଇ[୧] ଗୀତିକାର ନିର୍ମଳ ନାୟକସଞ୍ଜୟ ମହାକୁଳ ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ ।[୮] ହ୍ୟୁମାନ ସାଗର, ତାରିକ୍ ଅଜିଜ୍, ଅସୀମା ପଣ୍ଡା ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।[୩]

ଗୀତ[ସମ୍ପାଦନା]

କ୍ରମଗୀତସମୟ
1."ହାଏରେ ମୋ ସେଲ୍‌ଫିସ୍ ଦିଲ୍" 
2."ଦିଲ୍ କହିବ ଆକାଶବାଣୀ କଟକ" 
3."ଡାର୍ଲିଂ ପ୍ରେମରେ ଫଲିଂ" 
4."ପ୍ରେମ ହେଇଗଲା ଛାଏଁ ଛାଏଁ" 

ଆଧାର[ସମ୍ପାଦନା]

  1. ୧.୦ ୧.୧ "ଜୁଲାଇ ୪ରେ ଆସିବ ବସନ୍ତ ସାହୁଙ୍କ 'ସେଲ୍‌ଫିସ୍‌ ଦିଲ୍‌'". Sambad (in ଆମେରିକୀୟ ଇଂରାଜୀ). 2019-06-30. Archived from the original on 2019-07-01. Retrieved 2019-07-01.
  2. ୨.୦ ୨.୧ "ଓଲିଉଡରେ ଆଉ ଜଣେ ନୂଆ ନାୟକ, ଜାଣନ୍ତୁ କିଏ ତାଙ୍କର ନାୟିକା". Sambad (in ଆମେରିକୀୟ ଇଂରାଜୀ). 2019-02-24. Retrieved 2019-06-23.
  3. ୩.୦ ୩.୧ ୩.୨ -. "Selfish Dil odia songs lyrics | odishain.com" (in ଆମେରିକୀୟ ଇଂରାଜୀ). Archived from the original on 2019-06-23. Retrieved 2019-06-23. {{cite web}}: |last= has numeric name (help)
  4. "ଏହି ବରିଷ୍ଠ ନିର୍ଦ୍ଦେଶକଙ୍କ ସହ ଏଯାଏ କାମ କରିନାହାନ୍ତି ଅମ୍ଳାନ". ସମ୍ବାଦ. ଭୁବନେଶ୍ୱର: sambad.in. 5 June 2022. Archived from the original on 5 June 2022. Retrieved 5 June 2022.
  5. Bureau, OdishaLIVE (2019-03-20). "ସେଲ୍‌ଫିସ୍ ଦିଲ୍‌ରେ ଦେଖିବାକୁ ମିଳିବ ଶ୍ରେୟାନ-ସୂର୍ଯ୍ୟମୟୀଙ୍କ ରୋମାନ୍ସ". OdishaLIVE (in ଆମେରିକୀୟ ଇଂରାଜୀ). Retrieved 2019-06-23.
  6. "ରିଲିଜ୍ ହେଲା ନୂଆ ଓଡ଼ିଆ ଫିଲ୍ମ 'ସେଲ୍‌ଫିସ୍‌ ଦିଲ୍‌' | OTV Khabar". OTV Khabar (in ଆମେରିକୀୟ ଇଂରାଜୀ). 2019-05-15. Archived from the original on 2019-06-23. Retrieved 2019-06-23.
  7. "ଆଗରୁ ମହାନାୟିକା ମହାଶ୍ବେତା ବନିଥିଲେ, ଏବେ ଛୋଟ ପରଦାର ଏହି ନାମୀ ନାୟିକା ସେହି ନାଆଁରେ ଆସୁଛନ୍ତି | Sambad". ସମ୍ବାଦ. ଭୁବନେଶ୍ୱର: sambad.in. 5 November 2019. Archived from the original on 21 December 2021. Retrieved 21 December 2021. {{cite news}}: |archive-date= / |archive-url= timestamp mismatch; 5 ନଭେମ୍ବର 2019 suggested (help)
  8. "ରିଲିଜ ହେଲା 'ସେଲଫିସ୍ ଦିଲ୍'ର ଟାଇଟେଲ ଟ୍ରାକ | Kanak Lifestyle". OllyBolly (in ଆମେରିକୀୟ ଇଂରାଜୀ). 2019-04-22. Retrieved 2019-06-23.

ବାହାର ଆଧାର[ସମ୍ପାଦନା]