ସେଲଫିସ୍ ଦିଲ୍
ଦେଖଣା
ସେଲ୍ଫିସ୍ ଦିଲ୍ | |
---|---|
ନିର୍ଦ୍ଦେଶକ | ବସନ୍ତ ସାହୁ |
ପ୍ରଯୋଜକ | ହେମନ୍ତ ନାୟକ |
ସଂଳାପ | ମହମ୍ମଦ ସାଫି |
କଳାକାର | ଶ୍ରେୟାନ୍ ନାୟକ ସୂର୍ଯ୍ୟମୟୀ ବିଜୟ ମହାନ୍ତି ମୁନ୍ନା ଖାଁ ସଲିଲ ମିତ୍ର |
ସଙ୍ଗୀତ | ସୌମିତ୍ରି ପଲାଇ |
ଚିତ୍ରଗ୍ରହଣ | ଧୃବାନନ୍ଦ ପଣ୍ଡା |
ସମ୍ପାଦକ | ରାଜେଶ ଦାଶ |
ମୁକ୍ତିଲାଭ ତାରିଖ | ୪ ଜୁଲାଇ ୨୦୧୯ |
ଦେଶ | ଭାରତ |
ଭାଷା | ଓଡ଼ିଆ |
ସେଲଫିସ୍ ଦିଲ୍, ୨୦୧୯ ମସିହାରେ ମୁକ୍ତିଲାଭ କରିବାକୁ ଥିବା ଏକ ଓଡ଼ିଆ କଥାଚିତ୍ର ।[୧][୨] ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ହେମନ୍ତ ଦାସ । କଥାଚିତ୍ରଟିର ସଂଳାପ ରଚନା କରିଥିଲେ ମହମ୍ମଦ ସାଫି ।[୩] ନିର୍ଦ୍ଦେଶକ ବସନ୍ତ ସାହୁ ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ।[୨][୪]
ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ଶ୍ରେୟାନ୍ ଓ ସୂର୍ଯ୍ୟମୟୀ ।[୫] ନାୟକ ଶ୍ରେୟାନ୍ ଏହି କଥାଚିତ୍ର ଜରିଆରେ ଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ ।[୬] ବିଜୟ ମହାନ୍ତି, ମୁନ୍ନା ଖାଁ, ସଲିଲ ମିତ୍ର, ଗୁଡ୍ଡୁ, ପାୟଲ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।[୩]
ଅଭିନୟ
[ସମ୍ପାଦନା]- ଶ୍ରେୟାନ୍ ନାୟକ[୭]
- ସୂର୍ଯ୍ୟମୟୀ ମହାପାତ୍ର
- ବିଜୟ ମହାନ୍ତି
- ମୁନ୍ନା ଖାଁ
- ସଲିଲ ମିତ୍ର
- ଗୁଡ୍ଡୁ
- ପାୟଲ
କାହାଣୀ
[ସମ୍ପାଦନା]ଗୀତ ଏବଂ ସଙ୍ଗୀତ
[ସମ୍ପାଦନା]ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ସୌମିତ୍ରି ପଲାଇ ।[୧] ଗୀତିକାର ନିର୍ମଳ ନାୟକ ଓ ସଞ୍ଜୟ ମହାକୁଳ ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ ।[୮] ହ୍ୟୁମାନ ସାଗର, ତାରିକ୍ ଅଜିଜ୍, ଅସୀମା ପଣ୍ଡା ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।[୩]
ଗୀତ
[ସମ୍ପାଦନା]କ୍ରମ | ଗୀତ | ସମୟ |
---|---|---|
1. | "ହାଏରେ ମୋ ସେଲ୍ଫିସ୍ ଦିଲ୍" | |
2. | "ଦିଲ୍ କହିବ ଆକାଶବାଣୀ କଟକ" | |
3. | "ଡାର୍ଲିଂ ପ୍ରେମରେ ଫଲିଂ" | |
4. | "ପ୍ରେମ ହେଇଗଲା ଛାଏଁ ଛାଏଁ" |
ଆଧାର
[ସମ୍ପାଦନା]- ↑ ୧.୦ ୧.୧ "ଜୁଲାଇ ୪ରେ ଆସିବ ବସନ୍ତ ସାହୁଙ୍କ 'ସେଲ୍ଫିସ୍ ଦିଲ୍'". Sambad (in ଆମେରିକୀୟ ଇଂରାଜୀ). 2019-06-30. Archived from the original on 2019-07-01. Retrieved 2019-07-01.
- ↑ ୨.୦ ୨.୧ "ଓଲିଉଡରେ ଆଉ ଜଣେ ନୂଆ ନାୟକ, ଜାଣନ୍ତୁ କିଏ ତାଙ୍କର ନାୟିକା". Sambad (in ଆମେରିକୀୟ ଇଂରାଜୀ). 2019-02-24. Retrieved 2019-06-23.
- ↑ ୩.୦ ୩.୧ ୩.୨ -. "Selfish Dil odia songs lyrics | odishain.com" (in ଆମେରିକୀୟ ଇଂରାଜୀ). Archived from the original on 2019-06-23. Retrieved 2019-06-23.
{{cite web}}
:|last=
has numeric name (help) - ↑ "ଏହି ବରିଷ୍ଠ ନିର୍ଦ୍ଦେଶକଙ୍କ ସହ ଏଯାଏ କାମ କରିନାହାନ୍ତି ଅମ୍ଳାନ". ସମ୍ବାଦ. ଭୁବନେଶ୍ୱର: sambad.in. 5 June 2022. Archived from the original on 5 June 2022. Retrieved 5 June 2022.
- ↑ Bureau, OdishaLIVE (2019-03-20). "ସେଲ୍ଫିସ୍ ଦିଲ୍ରେ ଦେଖିବାକୁ ମିଳିବ ଶ୍ରେୟାନ-ସୂର୍ଯ୍ୟମୟୀଙ୍କ ରୋମାନ୍ସ". OdishaLIVE (in ଆମେରିକୀୟ ଇଂରାଜୀ). Retrieved 2019-06-23.
- ↑ "ରିଲିଜ୍ ହେଲା ନୂଆ ଓଡ଼ିଆ ଫିଲ୍ମ 'ସେଲ୍ଫିସ୍ ଦିଲ୍' | OTV Khabar". OTV Khabar (in ଆମେରିକୀୟ ଇଂରାଜୀ). 2019-05-15. Archived from the original on 2019-06-23. Retrieved 2019-06-23.
- ↑ "ଆଗରୁ ମହାନାୟିକା ମହାଶ୍ବେତା ବନିଥିଲେ, ଏବେ ଛୋଟ ପରଦାର ଏହି ନାମୀ ନାୟିକା ସେହି ନାଆଁରେ ଆସୁଛନ୍ତି | Sambad". ସମ୍ବାଦ. ଭୁବନେଶ୍ୱର: sambad.in. 5 November 2019. Archived from the original on 21 December 2021. Retrieved 21 December 2021.
{{cite news}}
:|archive-date=
/|archive-url=
timestamp mismatch; 5 ନଭେମ୍ବର 2019 suggested (help) - ↑ "ରିଲିଜ ହେଲା 'ସେଲଫିସ୍ ଦିଲ୍'ର ଟାଇଟେଲ ଟ୍ରାକ | Kanak Lifestyle". OllyBolly (in ଆମେରିକୀୟ ଇଂରାଜୀ). 2019-04-22. Retrieved 2019-06-23.
ବାହାର ଆଧାର
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ସେଲଫିସ୍ ଦିଲ୍