ରଙ୍ଗ ବରଷିବ ଟୁପୁରୁ ଟୁପୁରୁ

ଉଇକିପିଡ଼ିଆ‌ରୁ
ରଙ୍ଗ ବରଷିବ ଟୁପୁରୁ ଟୁପୁରୁ
ନିର୍ଦ୍ଦେଶକଜିତେନ୍ଦ୍ର ମହାପାତ୍ର
ପ୍ରଯୋଜକସୁଶାନ୍ତ କୁମାର ବେହେରା
ବି.ଏଲ୍.ଏନ୍. ସୁବୁଦ୍ଧି
ସଂଳାପଜିତେନ୍ଦ୍ର ମହାପାତ୍ର
ଚିତ୍ରନାଟ୍ୟଜିତେନ୍ଦ୍ର ମହାପାତ୍ର
କାହାଣୀଜିତେନ୍ଦ୍ର ମହାପାତ୍ର
କଳାକାରସୁଶ୍ରୀ ରଥ
ତାପସ ବେହେରା
ହର ରଥ
ମିହିର ଦାସ
ଅପରାଜିତା ମହାନ୍ତି
ଅଶ୍ରୁମୋଚନ ମହାନ୍ତି
ବିଜୁ ବଡ଼ଜେନା
ସଙ୍ଗୀତଅମରେନ୍ଦ୍ର ମହାନ୍ତି
ଚିତ୍ରଗ୍ରହଣବୁବେଇ
ବବି ଇସ୍‌ଲାମ୍
ମୁକ୍ତିଲାଭ ତାରିଖ
୨ ଅଗଷ୍ଟ ୨୦୧୯
ଦେଶ ଭାରତ
ଭାଷାଓଡ଼ିଆ

ରଙ୍ଗ ବରଷିବ ଟୁପୁରୁ ଟୁପୁରୁ, ୨୦୧୯ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର ।[୧] ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ସୁଶାନ୍ତ କୁମାର ବେହେରା ଏବଂ ବି.ଏଲ୍.ଏନ୍. ସୁବୁଦ୍ଧି । ଜିତେନ୍ଦ୍ରନାଥ ମହାପାତ୍ର ଏହି କଥାଚିତ୍ରଟିର କାହାଣୀ, ଚିତ୍ରନାଟ୍ୟ ଓ ସଂଳାପ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ ।[୨] ସଙ୍ଗୀତ ନିର୍ଦ୍ଦେଶକ ଅମରେନ୍ଦ୍ର ମହାନ୍ତି ଏହି କଥାଚିତ୍ରଟିର ସଂଗୀତ ନିର୍ଦ୍ଦେଶନା ଦେଇଥିଲେ ।

ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ତାପସ ବେହେରା ଓ ସୁଶ୍ରୀ ରଥ ।[୩] ହର ରଥ, ମିହିର ଦାସ, ଅପରାଜିତା ମହାନ୍ତି, ଅଶ୍ରୁମୋଚନ ମହାନ୍ତି, ବିଜୁ ବଡ଼ଜେନା, ମୟଙ୍କ, କିଶୋର, ମାନସୀ, ସରୋଜ ଦାସ ଆଦି ବିଭିନ୍ନ କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।[୪]

ଅଭିନୟ[ସମ୍ପାଦନା]

କାହାଣୀ[ସମ୍ପାଦନା]

ଗୀତ ଏବଂ ସଙ୍ଗୀତ[ସମ୍ପାଦନା]

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଅମରେନ୍ଦ୍ର ମହାନ୍ତି[୨] ଗୀତିକାର ଶ୍ରୀକାନ୍ତ ଗୌତମଶୀର୍ଷାନନ୍ଦ ଦାସ କାନୁନ୍‌ଗୋ ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ ।[୨] ସତ୍ୟଜିତ ପ୍ରଧାନ, ଶୁଭମ, ଶଶାଙ୍କ ଶେଖର, ଦୀପ୍ତିରେଖା ପାଢ଼ୀ, ଲଳିତା ଭଞ୍ଜ, ଅନ୍ତରା ଚକ୍ରବର୍ତ୍ତୀ, ଚାମେଲି ମହାପାତ୍ର ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।[୨]

ଗୀତ[ସମ୍ପାଦନା]

କ୍ରମଗୀତସମୟ

ଆଧାର[ସମ୍ପାଦନା]

  1. "ରିଲିଜ ହେଲା ଆଗାମୀ ଓଲିଉଡ ଫିଲ୍ମ 'ରଙ୍ଗ ବରଷିବ ଟୁପୁରୁ ଟୁପୁରୁ'ର ପ୍ରଥମ ଟ୍ରେଲର, ଦେଖନ୍ତୁ | Kanak Lifestyle". OllyBolly (in ଆମେରିକୀୟ ଇଂରାଜୀ). 2019-07-23. Retrieved 2019-08-18.
  2. ୨.୦ ୨.୧ ୨.୨ ୨.୩ "ଚଳିତ ମାସ ୨୬ରେ ପରଦା ଉପରକୁ ଆସୁଛି ଏକ ଭିନ୍ନ ଧରଣର ପ୍ରେମ କାହାଣୀ 'ରଙ୍ଗ ବରଷିବ ଟୁପୁରୁ ଟୁପୁରୁ'". NEWS TODAY TV (in ଆମେରିକୀୟ ଇଂରାଜୀ). 2019-07-25. Archived from the original on 2019-08-31. Retrieved 2019-08-18.
  3. "ସୁଶ୍ରୀଙ୍କ ନୂଆ ସିନେମା 'ରଙ୍ଗ ବରଷିବ ଟୁପୁରୁ ଟାପୁରୁ' – ସତ୍ଯର ସ୍ବର ନିର୍ଭୟ" (in ଆମେରିକୀୟ ଇଂରାଜୀ). Retrieved 2019-08-18.[permanent dead link]
  4. Dharitri (2019-07-25). "ରଙ୍ଗ ବରଷିବ ଟୁପୁରୁ ଟୁପୁରୁ - Dharitri" (in ଆମେରିକୀୟ ଇଂରାଜୀ). Retrieved 2019-08-18.

ବାହାର ଆଧାର[ସମ୍ପାଦନା]