Jump to content

ଏ ଦିଲ୍ ତତେ ଦେଲି

ଉଇକିପିଡ଼ିଆ‌ରୁ
ଏ ଦିଲ୍ ତତେ ଦେଲି
ନିର୍ଦ୍ଦେଶକନିଲୁ ବକ୍ସ
ପ୍ରଯୋଜକଅଖିଳେଶ ବର୍ମା
ସଂଳାପନିଲୁ ବକ୍ସ
ଚିତ୍ରନାଟ୍ୟନିଲୁ ବକ୍ସ
କାହାଣୀନିଲୁ ବକ୍ସ
କଳାକାରବିଭାସ
ରିୟାନ ଶୁକ୍ଳା
ମନିଷା ମିଶ୍ର
ନିଲୁ ବକ୍ସ
ସଙ୍ଗୀତମହମ୍ମଦ ମୁସୀର
ଚିତ୍ରଗ୍ରହଣଅକ୍ଷୟ ନାୟକ
ମୁକ୍ତିଲାଭ ତାରିଖ
୪ ଜାନୁଆରୀ ୨୦୧୯
ଦେଶ ଭାରତ
ଭାଷାଓଡ଼ିଆ

ଏ ଦିଲ୍ ତତେ ଦେଲି, ୨୦୧୯ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର ।[] ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ଅଖିଳେଶ ବର୍ମା ।[] ନିଲୁ ବକ୍ସ ଏହି କଥାଚିତ୍ରଟିର କାହାଣୀ, ଚିତ୍ରନାଟ୍ୟ ଓ ସଂଳାପ ରଚନା କରିଥିଲେ ଏବଂ ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ।[]

ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ବିଭାସ ଓ ରିୟାନା ଶୁକ୍ଳା ।[] ମନୀଷା ମିଶ୍ର, ନିଲୁ ବକ୍ସ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।[] ଏହି କଥାଚିତ୍ରଟି ୧୭ ମାର୍ଚ୍ଚ ୨୦୨୩ରେ ଓଡ଼ିଆ ଓଟିଟି କଞ୍ଚାଲଙ୍କାରେ ମୁକ୍ତିଲାଭ କରିଥିଲା ।[]

ଅଭିନୟ

[ସମ୍ପାଦନା]
  • ବିଭାସ[]
  • ରିୟାନା ଶୁକ୍ଳା[][][]
  • ମନୀଷା ମିଶ୍ର
  • ନିଲୁ ବକ୍ସ

କାହାଣୀ

[ସମ୍ପାଦନା]

ଗୀତ ଏବଂ ସଙ୍ଗୀତ

[ସମ୍ପାଦନା]

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ମହମ୍ମଦ ମୁସୀର । ଗୀତିକାର ମାନସ ସାହୁ ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ ।

କ୍ରମଗୀତସମୟ
  1. "ପ୍ରଥମ ମାସରେ ରିଲିଜ୍‌ ହେଲା ଏହିସବୁ ଓଡ଼ିଆ ସିନେମା". Sambad (in Odia). Odisha. 5 February 2019. Archived from the original on 6 February 2019. Retrieved 6 February 2019.{{cite news}}: CS1 maint: unrecognized language (link)
  2. "Odia film 'E Dil Tate Deli' to release in December". Kalinga TV. 29 November 2018. Retrieved 10 January 2019.
  3. 1 2 3 "ଦିଲା ଦେଲେ ରିୟାନା". ସମାଜ (ରବିବାର) (in Odia). Bhubaneswar. 6 January 2019. p. 8. Archived from the original on 10 January 2019. Retrieved 10 January 2019.{{cite news}}: CS1 maint: unrecognized language (link)
  4. "ଟୁ-ଜିରେ ବ୍ୟସ୍ତ ଶିବାନୀ". ପ୍ରମେୟ. 15 March 2023. p. 8. Archived from the original on 28 August 2023. Retrieved 28 August 2023.
  5. "ବଡ଼ ବ୍ରେକ୍‌କୁ ଅପେକ୍ଷା". ଧରିତ୍ରୀ (in ଓଡ଼ିଆ url-status=live). No. ଭୁବନେଶ୍ୱର. 2 March 2023. Archived from the original on 20 March 2023. Retrieved 20 March 2023. {{cite news}}: Missing pipe in: |language= (help)CS1 maint: unrecognized language (link)
  6. "ରିୟାନାଙ୍କ ଆଶା". ସମାଜ. 13 May 2017. Retrieved 19 May 2018.[permanent dead link]
  7. "ଏଞ୍ଜଲାଙ୍କ ଚମକ". ସମାଜ ରବିବାର. 24 June 2018. Retrieved 27 June 2018.[permanent dead link]
  8. "ରିୟାନାଙ୍କ ଚମକ". ସମାଜ (ରବିବାର) (in Odia). Bhubaneswar. 2 December 2018. p. 8. Archived from the original on 2 December 2018. Retrieved 2 December 2018.{{cite news}}: CS1 maint: unrecognized language (link)

ବାହାର ଆଧାର

[ସମ୍ପାଦନା]