ଟ୍ୱିଷ୍ଟବାଲା ଲଭ୍ ଷ୍ଟୋରୀ

ଉଇକିପିଡ଼ିଆ‌ରୁ
ଟ୍ୱିଷ୍ଟବାଲା ଲଭ୍ ଷ୍ଟୋରୀ
ନିର୍ଦ୍ଦେଶକରାଜେଶ ମହାନ୍ତି
ପ୍ରଯୋଜକଜାଗି ମଙ୍ଗତ ପଣ୍ଡା
ସଂଳାପଦେବୀଦତ୍ତ ମହାନ୍ତି
ସନ୍ତୋଷ ନାରାୟଣ ଦାସ
ଚିତ୍ରନାଟ୍ୟରାଜେଶ ମହାନ୍ତି
କଳାକାରସୁଭାଶିଷ ଶର୍ମା
ଜଗଜିତ ପାଲ୍
ରାଜ ରାଜେଶ ପଣ୍ଡା
ମହାପ୍ରସାଦ କର
ନିହାରୀକା ଦାଶ
ଲିପିକା
ପୂଜା
ସଙ୍ଗୀତଗୁଡ୍‌ଲି ରଥ
ପ୍ରେମ ଆନନ୍ଦ
ଯଜ୍ଞ ଦାଶ
ଚିତ୍ରଗ୍ରହଣସୁଦର୍ଶନ ସାହୁ
ସମ୍ପାଦକତାପସ ରଞ୍ଜନ ବେହେରା
ମୁକ୍ତିଲାଭ ତାରିଖ
୧୦ ଫେବୃଆରୀ ୨୦୧୯
ଦେଶ ଭାରତ
ଭାଷାଓଡ଼ିଆ

ଟ୍ୱିଷ୍ଟବାଲା ଲଭ୍ ଷ୍ଟୋରୀ, ୨୦୧୯ ମସିହାରେ ଦୂରଦର୍ଶନରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ଜାଗି ମଙ୍ଗତ ପଣ୍ଡା, ଯାହାକି ତରଙ୍ଗ ସିନେ ପ୍ରଡକ୍ସନ ବ୍ୟାନରରେ ମୁକ୍ତିଲାଭ କରିଥିଲା । ଦେବୀଦତ୍ତ ମହାନ୍ତି ଓ ସନ୍ତୋଷ ନାରାୟଣ ଦାସ ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ । ରାଜେଶ ମହାନ୍ତି ଏହି କଥାଚିତ୍ରଟିର ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ ।

ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ସୁଭାଶିଷ ଶର୍ମା, ଜଗଜିତ ପାଲ୍, ରାଜ ରାଜେଶ ପଣ୍ଡା, ମହାପ୍ରସାଦ କର, ନିହାରୀକା ଦାଶ, ଲିପିକା ଓ ପୂଜା । ପ୍ରେମାଞ୍ଜନ ପରିଡ଼ା, ପ୍ରତିଭା ପଣ୍ଡା ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।

ଅଭିନୟ[ସମ୍ପାଦନା]

କାହାଣୀ[ସମ୍ପାଦନା]

ଗୀତ ଏବଂ ସଙ୍ଗୀତ[ସମ୍ପାଦନା]

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଗୁଡ୍‌ଲି ରଥ, ପ୍ରେମ ଆନନ୍ଦ ଓ ଯଜ୍ଞ ଦାଶ । ଦେବୀଦତ୍ତ ମହାନ୍ତି, ସୁବ୍ରତ ସ୍ୱାଇଁ, ପ୍ରକାଶ ଗୋଛାୟତ ଆଦି ଗୀତିକାରମାନେ ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ । ହ୍ୟୁମାନ ସାଗର, ଦୀପ୍ତିରେଖା ପାଢ଼ୀ, ସତ୍ୟଜିତ ପ୍ରଧାନ, ଲିପ୍ସା ମହାପାତ୍ର ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।

ଗୀତ[ସମ୍ପାଦନା]

କ୍ରମଗୀତକବିଗାୟକସମୟ
1."ସବୁ ଦେଖା ଠୁ ଅଲଗା"ପ୍ରକାଶ ଗୋଛାୟତହ୍ୟୁମାନ ସାଗର, ଦୀପ୍ତିରେଖା ପାଢ଼ୀ 
2."ତୋରି ନିଶ୍ୱାସ"ସୁବ୍ରତ ସ୍ୱାଇଁହ୍ୟୁମାନ ସାଗର 
3."ଟ୍ୱିଷ୍ଟବାଲା ଲଭ୍‌ଷ୍ଟୋରୀ"ଦେବୀଦତ୍ତ ମହାନ୍ତିସତ୍ୟଜିତ ପ୍ରଧାନ, ଦୀପ୍ତିରେଖା ପାଢ଼ୀ 
4."ତତେ ଆଜି ମୁଁ ଭୁଲିପାରୁନି"ଦେବୀଦତ୍ତ ମହାନ୍ତିଲିପ୍ସା ମହାପାତ୍ର 

ଆଧାର[ସମ୍ପାଦନା]

  1. "ପ୍ରଥମେ ଭଉଣୀ, ପରେ ନାୟିକା ବନିଛନ୍ତି ଓଲିଉଡର ଏହି ନୂଆ ବଗୁଲୀ | Sambad". ସମ୍ବାଦ. ଭୁବନେଶ୍ୱର: sambad.in. 17 July 2020. Archived from the original on 15 January 2022. Retrieved 15 January 2022.
  2. "'ପ୍ରେମ ଏଟିଏମ୍‌'ରେ ଚୁଲବୁଲି ନାୟିକା 'ଲିପିକା'". Prameya. ଭୁବନେଶ୍ୱର. 20 October 2020. Archived from the original on 15 January 2022. Retrieved 15 January 2022.

ବାହାର ଆଧାର[ସମ୍ପାଦନା]