Jump to content

ବେଣୀପୁର

ଉଇକିପିଡ଼ିଆ‌ରୁ
ବେଣୀପୁର
ଗାଁ
ଦେଶଭାରତ
ରାଜ୍ୟଓଡ଼ିଶା
ଜିଲ୍ଲାକେନ୍ଦ୍ରାପଡ଼ା
ପଞ୍ଚାୟତ ସମିତିଡେରାବିଶ
ଗ୍ରାମ ପଞ୍ଚାୟତବେଣୀପୁର
ଭାଷାଓଡ଼ିଆ, ଇଂରାଜୀ
Time zoneIST (+୫.୩୦)
ଡାକ କୋଡ଼
୭୫୪ ୨୯୨[୧]
Area code+୦୬୭୨୭
ଯାନବାହାନ ପଞ୍ଚୀକରଣOD-29

ବେଣୀପୁର ଗାଁ ଓଡ଼ିଶାର କେନ୍ଦ୍ରାପଡ଼ା ଜିଲ୍ଲାର ଡେରାବିଶ ବ୍ଲକ ଅନ୍ତର୍ଗତ ନିକିରାଇ ଥାନା ଅଧୀନରେ ଥିବା ଏକ ଗାଆଁ । [୨]

ଗମନାଗମନ

[ସମ୍ପାଦନା]

ଏହା ଡେରାବିଶ ନିକଟରେ ଅବସ୍ଥିତ । ଏହା କେନ୍ଦ୍ରାପଡ଼ାଠାରୁ ୧୭ କି.ମି. ଦୂରରେ ଅବସ୍ଥିତ ।

ବିଶେଷତା

[ସମ୍ପାଦନା]

ଏହି ଗ୍ରାମ ନିକଟରେ ବିରୂପା ନଦୀ ବହି ଯାଇଛି ।

ଶିକ୍ଷା

[ସମ୍ପାଦନା]

ବିଦ୍ୟାଳୟ

[ସମ୍ପାଦନା]

ଏହି ଗ୍ରାମରେ ଗୋଟିଏ ପ୍ରାଥମିକ, ଗୋଟିଏ ମାଧ୍ୟମିକ ଓ ଗୋଟିଏ ଉଚ୍ଚବିଦ୍ୟାଳୟ ଅଛି ।

ଅନ୍ୟାନ୍ୟ

[ସମ୍ପାଦନା]

ପର୍ଯ୍ୟଟନ

[ସମ୍ପାଦନା]

ଏହି ଗାଆଁରେ ଗ୍ରାମ ଦେବତୀ ଜାଗୁଳେଇଙ୍କ ମନ୍ଦିର ସହ ଜଗନ୍ନାଥ ମନ୍ଦିର, ବିରୁପାକ୍ଷ ଶିବ ମନ୍ଦିର ଓ ହନୁମାନ ମନ୍ଦିର ଅଛି ।