Jump to content

ଇଚ୍ଛାପୁର

ଉଇକିପିଡ଼ିଆ‌ରୁ
ଇଚ୍ଛାପୁର
ଗାଁ
ଦେଶଭାରତ
ରାଜ୍ୟଓଡ଼ିଶା
ଜିଲ୍ଲାକେନ୍ଦ୍ରାପଡ଼ା
ପଞ୍ଚାୟତ ସମିତିରାଜକନିକା
ଗ୍ରାମ ପଞ୍ଚାୟତବଳରାମପୁର
ଭାଷାଓଡ଼ିଆ, ଇଂରାଜୀ
Time zoneIST (+୫.୩୦)
ଡାକ କୋଡ଼
୭୫୪ ୨୨୭[୧]
Area code+୦୬୭୨୯
ଯାନବାହାନ ପଞ୍ଚୀକରଣOR/29

ଇଚ୍ଛାପୁର ଓଡ଼ିଶାର କେନ୍ଦ୍ରାପଡ଼ା ଜିଲ୍ଲାର ରାଜକନିକା ବ୍ଲକ ଅନ୍ତର୍ଗତ ରାଜକନିକା ଥାନା ଅଧୀନରେ ଥିବା ଏକ ଗାଆଁ ।

ଗମନାଗମନ

[ସମ୍ପାଦନା]

ଏହା ରାଜକନିକା ନିକଟରେ ଅବସ୍ଥିତ । ଏହା କେନ୍ଦ୍ରାପଡ଼ାଠାରୁ ୫୫ କି.ମି. ଦୂରରେ ଅବସ୍ଥିତ ।

ବିଶେଷତା

[ସମ୍ପାଦନା]

ଶିକ୍ଷା

[ସମ୍ପାଦନା]

ବିଦ୍ୟାଳୟ

[ସମ୍ପାଦନା]

ଏହି ଗାଁର ନିଜସ୍ୱ ବିଦ୍ୟାଳୟ ନାହିଁ, ଏହି ଗ୍ରାମର ଛାତ୍ରଛାତ୍ରୀ ନିକଟସ୍ଥ ଗୋବିନ୍ଦପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଅଧ୍ୟୟନ କରନ୍ତି ।

ପର୍ଯ୍ୟଟନ

[ସମ୍ପାଦନା]

ଏହି ଗାଆଁରେ ଗ୍ରାମଦେବତୀ ମା' ମଙ୍ଗଳାଙ୍କ ମନ୍ଦିର ଅଛି ।