ନରସିଂହ ସେଣ
Jump to navigation
Jump to search
ନରସିଂହ ସେଣ | |
---|---|
ଜନ୍ମ ଓ ଜନ୍ମସ୍ଥାନ | ୧୬ଶ ଶତାବ୍ଦୀ |
ଜୀବିକା | ପୌରାଣିକ କବି |
ଜଣାଶୁଣା କାମ | ପରିମଳ କାବ୍ୟ |
ନରସିଂହ ସେଣ ଷୋଡଶ ଶତାବ୍ଦୀର ଅନ୍ୟତମ କବି | ପରିମଳ କାବ୍ୟ ତାଙ୍କର ଶ୍ରେଷ୍ଠ କୃତି | ଏହା ବ୍ୟତୀତ ସେ ଢେଗ ମାଳିକ ନାମରେ ଏକ କ୍ଷୁଦ୍ର ମାଳିକା ରଚନା କରିଥିବାର ଜଣାଯାଏ । ନରସିଂହ ରାଜା ପ୍ରତାପରୁଦ୍ର ଦେବଙ୍କ ରାଜସଭାର ପଣ୍ଡିତ ଥିଲେ । ତାଙ୍କ ପିତାଙ୍କ ନାମ ତପନ ସେଣ ଏବଂ ପିତାମହ ଉମାପତି | ନରସିଂହଙ୍କ ପୁତ୍ର ବିଶ୍ୱନାଥ ପଥ୍ୟାପଥ୍ୟବିନିଶ୍ଚୟ ନାମକ ଏକ ଆୟୁର୍ବେଦ ଗ୍ରନ୍ଥ ସଂସ୍କୃତରେ ଲେଖିଥିଲେ |[୧]
ଆଧାର[ସମ୍ପାଦନା]
- ↑ ଓଡ଼ିଆ ସାହିତ୍ୟର ଇତିହାସ, ପଣ୍ଡିତ ସୂର୍ଯ୍ୟନାରାୟଣ ଦାଶ