ଅଧମ ଚନ୍ଦ୍ର
ଦେଖଣା
ଏହି ଲେଖକ ବା କବିଙ୍କ ପ୍ରସଙ୍ଗଟି ତଥ୍ୟ ଅଭାବ ଯୋଗୁଁ ଅସମ୍ପୂର୍ଣ୍ଣ ଅଟେ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |
ଅଧମ ଚନ୍ଦ୍ର | |
---|---|
ବୃତ୍ତି | କବି |
ଜାତୀୟତା | ଭାରତୀୟ |
ସମୟ | ଊନବିଂଶ ଶତାବ୍ଦୀ |
ଅଧମ ଚନ୍ଦ୍ର ଊନବିଂଶ ଶତାବ୍ଦୀର ଜଣେ ଓଡ଼ିଆ କବି । ସେ କେତେକ ସାଧାରଣ ପ୍ରେମଧର୍ମୀ କବିତାର ରଚୟିତା ।[୧]ତାଙ୍କର ପ୍ରାପ୍ତ ଏକ କବିତାର ଆଦ୍ୟ ପଦ-
ଚାହାଁ ଚାହାଁ ବିଦେଶୀ ମୋତେ ଭାବରେ
ଆଜ ନିଶି ବଞ୍ଚିବି ଏହା ସଙ୍ଗରେ ।
ଆଧାର
[ସମ୍ପାଦନା]- ↑ ଡଃ କୃଷ୍ଣଚରଣ ସାହୁ, ଓଡ଼ିଆ ଲେଖକ ପରିଚୟ (୧୪୫୦-୧୮୫୦), ଓଡ଼ିଶା ସାହିତ୍ୟ ଏକାଡେମୀ ।