ମମତା ଦାଶ
ଦେଖଣା
(Mamata Dashରୁ ଲେଉଟି ଆସିଛି)
ମମତା ଦାଶ | |
---|---|
ଜନ୍ମ | |
ଜାତୀୟତା | ଭାରତୀୟ |
ଶିକ୍ଷାନୁଷ୍ଠାନ | ରେଭେନ୍ସା ବାଳିକା ବିଦ୍ୟାଳୟ |
ପ୍ରସିଦ୍ଧି | ସାହିତ୍ୟିକ |
ପିତାମାତା | ରାମଚନ୍ଦ୍ର ମହାପାତ୍ର ପଙ୍କଜମାଳା |
ପୁରସ୍କାର | ଓଡ଼ିଶା ସାହିତ୍ୟ ଏକାଡେମୀ ସମ୍ମାନ |
ମମତା ଦାଶ (ଜନ୍ମ: ୪ ଅକ୍ଟୋବର ୧୯୪୭) ଜଣେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ କବୀ ଓ ଅନୁବାଦକ ।[୨] କ୍ଷୁଦ୍ରଗଳ୍ପ, ଉପନ୍ୟାସ, ଅନୁବାଦ ଓ କବିତା[୩] ଆଦି ସାହିତ୍ୟର ବିଭିନ୍ନ ବିଭାଗରେ ସେ ଲେଖନୀ ଚାଳନା କରିଛନ୍ତି ।
ବାଲ୍ୟଜୀବନ ଓ ଶିକ୍ଷା
[ସମ୍ପାଦନା]ମମତାଙ୍କ ପିତା ଥିଲେ ଡାକ୍ତର ରାମଚନ୍ଦ୍ର ମହାପାତ୍ର ଓ ମାତା ପଙ୍କଜମାଳା ମହାପାତ୍ର । ସେମାନେ ଥିଲେ ୫ ଭଉଣୀ ଓ ୩ ଭାଇ । ଜଗତସିଂହପୁରରେ ସେ ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢ଼ିଥିଲେ । ତାପରେ କଟକର ରେଭେନ୍ସା ବାଳିକା ବିଦ୍ୟାଳୟରେ ଏକାଦଶ ଶ୍ରେଣୀ ପର୍ଯ୍ୟନ୍ତ ପଢ଼ିଥିଲେ । ଶୈଳ ବାଳା ମହିଳା କଲେଜରୁ ଯୁକ୍ତ ଦୁଇ ବିଜ୍ଞାନ ଓ ରେଭେନ୍ସା କଲେଜରୁ ଇଂରାଜି ଅନର୍ସରେ ସ୍ନାତକ କରିଥିଲେ । ପିଲାଦିନୁ ସେ ନାଚ, ଗୀତ ଓ ଅଭିନୟରେ ରୁଚି ରଖୁଥିଲେ । କବିତା ଲେଖି ସେ ମୀନାବଜାର ଆଦି ପତ୍ରିକାକୁ ପଠାଉଥିଲେ ଓ ତାହା ଛପା ଯାଉଥିଲା ।[୪] ସେ ଭାରତ ସରକାରଙ୍କ ସଂସୃତି ବିଭାଗ ତରଫରୁ ସିନିୟର ଫେଲୋସିପ ପାଇ ଶ୍ରୀରାଧା ଙ୍କ ମୂଳତତ୍ତ୍ୱ ସମ୍ଭନ୍ଧ ରେ ଗବେଷଣା କରିଛନ୍ତି
ଓଡ଼ିଆ ସାହିତ୍ୟକୁ ଅବଦାନ
[ସମ୍ପାଦନା]
କବିତା ସଂଗ୍ରହ[ସମ୍ପାଦନା]
|
ଅନୁବାଦ ପୁସ୍ତକ[ସମ୍ପାଦନା]
|
କ୍ଷୁଦ୍ରଗଳ୍ପ ସଂକଳନ[ସମ୍ପାଦନା]
ଉପନ୍ୟାସ[ସମ୍ପାଦନା]
ପ୍ରବନ୍ଧ[ସମ୍ପାଦନା]
ଇଂରାଜୀ[ସମ୍ପାଦନା]
|
ପୁରସ୍କାର ଓ ସମ୍ମାନ
[ସମ୍ପାଦନା]- କାଳିନ୍ଦୀ ଚରଣ ପାଣିଗ୍ରାହୀ ସ୍ମୃତି ସମ୍ମାନ
- ଲେଖକ ସାମ୍ମୁଖ୍ୟ ସମ୍ମାନ
- ଭାଷା ପରିଷଦ ଜାତୀୟ ସମ୍ମାନ
- ପରିଚୟ ସମ୍ମାନ
- ନୀଳକଇଁ ସମ୍ମାନ
- ଯୁଗଶ୍ରୀ ଯୁଗନାରୀ ସମ୍ମାନ
- ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର, ୧୯୮୭ ( ଏକତ୍ର ଚନ୍ଦ୍ରସୂର୍ଯ୍ୟ ପାଇଁ )[୬]
- ବର୍ଣ୍ଣମାଳା ପୁରସ୍କାର - ୧୯୮୭
- ଗୋକର୍ଣ୍ଣିକା ସମ୍ମାନ - ୧୯୮୮
- ଧରିତ୍ରୀ ସମ୍ମାନ - ୧୯୮୯
- ଭାରତ ନାୟକ ସ୍ମୃତି ସମ୍ମାନ - ୧୯୮୯
- ଚେତାବନୀ ସାହିତ୍ୟ ସଂସଦ ପୁରସ୍କାର - ୧୯୯୧
- ଝଙ୍କାର ପୁରସ୍କାର (କବିତା), ୨୦୦୧[୭](ପ୍ରଜାତନ୍ତ୍ର ପ୍ରଚାର ସମିତି ପ୍ରଦତ୍ତ)
- ଭାନୁଜୀ ରାଓ ସ୍ମାରକୀ ପୁରସ୍କାର, ୨୦୧୦ (ଶ୍ରୀ ଗଂଗାଧର ରଥ ଫାଉଣ୍ଡେସନ୍ ପ୍ରଦତ୍ତ)
- ଇସ୍ତାହାର ସମ୍ମାନ - ୨୦୧୧
- ସଚ୍ଚି ରାଉତରାୟ କବିତା ସମ୍ମାନ, ୨୦୧୪ (୩୪ତମ ଭୁବନେଶ୍ୱର ପୁସ୍ତକମେଳା)
- ଜୀବନ ରଂଗ ସମ୍ମାନ[୮]
- ବିଷୁବ ପୁରସ୍କାର, ୨୦୨୨ [୯] (ପ୍ରଜାତନ୍ତ୍ର ପ୍ରଚାର ସମିତି ପ୍ରଦତ୍ତ)
ଆଧାର
[ସମ୍ପାଦନା]- ↑ "ସୃଜନ ଆଳାପ". ଧରିତ୍ରୀ ସାହିତ୍ୟାୟନ ମେ ୩୦ - ଜୁନ ୧୨ପୃଷ୍ଠା ୬. Retrieved 1 June 2018.
- ↑ Jagannātha Prasāda Dāsa; Arlene Zide (1992). Under a silent sun: a selection of Oriya women's poems. Vikas Pub. House.
- ↑ http://www.telegraphindia.com/1140704/jsp/odisha/story_18579388.jsp#.VNHHSSwwDSg
- ↑ "ସ୍ମରଣୀୟ ପିଲାଦିନ". No. ନିତିଦିନ ନଜର ୨୪ ନଭେମ୍ବର ୨୦୧୯ ପୃଷ୍ଠା ୨. ନିତିଦିନ. Archived from the original on 2020-04-26. Retrieved 28 November 2019.
- ↑ "'ମାୟାନ୍ଧକାର' ଲୋକାର୍ପିତ" (PDF). ନିତିଦିନ ୨୭/୦୩/୨୦୧୮ ପୃଷ୍ଠା ୪. Retrieved 1 June 2018.[permanent dead link]
- ↑ http://orissa.gov.in/e-magazine/orissaannualreference/ORA-2005/pdf/orissa_sahitya_academy.pdf
- ↑ "ଝଙ୍କାର ପୁରସ୍କାର ବିଜେତା" (PDF). ପ୍ରଜାତନ୍ତ୍ର ପ୍ରଚାର ସମିତି. Archived (PDF) from the original on 8 October 2020. Retrieved ୧୦ ମାର୍ଚ୍ଚ ୨୦୨୨.
{{cite web}}
: Check date values in:|accessdate=
(help) - ↑ ପ୍ରମେୟ ସାହିତ୍ୟ ସପ୍ତାହ ୦୧-୦୭ ଫେବୃଆରୀ ୨୦୧୫ ପୃଷ୍ଠା ୨୩
- ↑ "ସାମ୍ୟ, ମୈତ୍ରୀ ଓ ଭ୍ରାତୃତ୍ୱର କଥା କହୁ ସାହିତ୍ୟ". ପ୍ରଜାତନ୍ତ୍ର. ୧୫ ଅପ୍ରେଲ ୨୦୨୨. p. ୧. Archived from the original on ୧୫ ଅପ୍ରେଲ ୨୦୨୨. Retrieved 15 April 2022.
{{cite web}}
: Check date values in:|date=
and|archivedate=
(help)