Jump to content

ମୀନାବଜାର (ପତ୍ରିକା)

ଉଇକିପିଡ଼ିଆ‌ରୁ
ମୀନାବଜାର
ସମ୍ପାଦକମହେଶ୍ୱତା ମହତାବ
ପ୍ରକାରଶିଶୁ ପତ୍ରିକା
ପ୍ରକାଶକପ୍ରଜାତନ୍ତ୍ର ପ୍ରଚାର ସମିତି
ଦେଶଭାରତ
ଭାଷାଓଡ଼ିଆ
RNI ରେଜିଷ୍ଟ୍ରେସନ ନଂ.୪୨୦୧୫/୮୩

ମୀନାବଜାର ଏକ ମାସିକ ଓଡ଼ିଆ ଶିଶୁସାହିତ୍ୟ ପତ୍ରିକା ।[୧] ପ୍ରଜାତନ୍ତ୍ର ପ୍ରଚାର ସମିତି ଏହାକୁ ପ୍ରକାଶ କରିଥାଏ ।[୨] ମହେଶ୍ୱତା ମହତାବ ବର୍ତ୍ତମାନ ଏହାର ସମ୍ପାଦକ ଓ ତାଙ୍କ ଆଗରୁ ଜହୁରୀ ଭାଇ ନାମରେ ଜଣା ରାମ ପ୍ରସାଦ ମହାନ୍ତି ପ୍ରତିଷ୍ଠାତା-ସମ୍ପାଦକ ଥିଲେ ।[୩] ଏଥିରେ ପିଲାଙ୍କ ପାଇଁ ଛୋଟ ଛୋଟ ଗପ, କବିତା ଓ ପ୍ରବନ୍ଧ ଆଦି ପ୍ରକାଶ ପାଇଥାଏ । "ଜହୁରି ଭାଇଙ୍କ ଚିଠି", "ରଙ୍ଗ ଦିଅ", "ବିନ୍ଦୁ ଯୋଡ଼" ଆଦି ବିଭାଗ ନିୟମିତ ଭାବେ ବାହାରିଥାଏ ।

  1. ↑ B. A. Sharada; Central Institute of Indian Languages (1988). A directory of institutions on language and literature in India. Central Institute of Indian Languages.
  2. ↑ ତ୍ରିପାଠୀ, ଶିବ ପ୍ରସାଦ (ନଭେମ୍ବର ୨୦୧୨). "ଓଡ଼ିଶାରେ ସମ୍ବାଦପତ୍ର ପ୍ରକାଶନର ଧାରା" (PDF). ଉତ୍କଳ ପ୍ରସଙ୍ଗ, Odisha Review. LXIX (୪): ୧୧-୧୪. Archived from the original (PDF) on 25 April 2019. Retrieved 25 April 2019.
  3. ↑ Jagannath Mohanty (2009). Encyclopaedia of Education, Culture and Children's Literature: v. 4. Children's literature and education. Deep & Deep Publications. pp. 139–. ISBN 978-81-8450-151-3.