ଜଗନ୍ନାଥ ମନ୍ଦିର, କୋରାପୁଟ
ଦେଖଣା
(Jagannath temple, Koraputରୁ ଲେଉଟି ଆସିଛି)
| ଜଗନ୍ନାଥ ମନ୍ଦିର, କୋରାପୁଟ | |||||
|---|---|---|---|---|---|
| |||||
| Religion | |||||
| ଅନୁବନ୍ଧଗୁଡ଼ିକ | ହିନ୍ଦୁ ଧର୍ମ | ||||
| District | କୋରାପୁଟ | ||||
| Location | |||||
| ସ୍ଥାନ | କୋରାପୁଟ | ||||
| State | ଓଡ଼ିଶା | ||||
| Country | ଭାରତ | ||||
| Architecture | |||||
| Type | କଳିଙ୍ଗ ସ୍ଥାପତ୍ୟକଳା | ||||
ଜଗନ୍ନାଥ ମନ୍ଦିର (ଶାବର ଶ୍ରୀକ୍ଷେତ୍ର) ଓଡ଼ିଶାର କୋରାପୁଟଠାରେ ଅବସ୍ଥିତ ଏକ ଜଗନ୍ନାଥ ମନ୍ଦିର । ଜଗନ୍ନାଥ,ବଳଭଦ୍ର, ସୁଭଦ୍ରା ଓ ସୁଦର୍ଶନ ଏଠାକାର ଆରାଧ୍ୟ ଦେବତା ।
ଅବସ୍ଥାନ
[ସମ୍ପାଦନା]ପ୍ରମୁଖ ଦେବତା
[ସମ୍ପାଦନା]ଏଠାକାର ପ୍ରମୁଖ ଦେବତା ଜଗନ୍ନାଥ, ବଳଭଦ୍ର, ସୁଭଦ୍ରା ଓ ସୁଦର୍ଶନ । ଏଥି ସହ ଲକ୍ଷ୍ମୀ, ସରସ୍ୱତୀ, ଭୂଦେବୀ, ଶ୍ରୀଦେବୀ, ବିମଳା ଆଦି ମଧ୍ୟ ଏଠାରେ ପୂଜିତ ।
ପାର୍ବଣ
[ସମ୍ପାଦନା]ଏଠାରେ ପୁରୀସ୍ଥିତ ଜଗନ୍ନାଥ ମନ୍ଦିରରେ ପାଳିତ ସମସ୍ତ ପାର୍ବଣ ପାଳିତ ହୋଇଥାଏ ।
- ସ୍ନାନ ପୂର୍ଣ୍ଣିମା: ଏଠାରେ ପ୍ରତିବର୍ଷ ସ୍ନାନ ପୂର୍ଣ୍ଣିମା ପାଳନ କରାଯାଇଥାଏ ଯେଉଁଥିରେ ୧୦,୦୦୦ରୁ ଅଧିକ ଲୋକ ସମାଗମ ହୋଇଥାଏ ।
- ରଥଯାତ୍ରା: ସବୁବର୍ଷ ମହାସମାଗମରେ ଆଷାଢ଼ ଶୁକ୍ଳପକ୍ଷ ତୃତୀୟାରେ ରଥଯାତ୍ରା ମଧ୍ୟ ପାଳିତ ହୋଇଥାଏ । ଖ୍ରୀଷ୍ଟପୂର୍ବ ୩୦୦୦ ବର୍ଷ ପୂର୍ବରୁ ଏଠାରେ ରଥଯାତ୍ରା ପାଳିତ ହୋଇ ଆସୁଛି ।