ରାମ ମନ୍ଦିର, ଜୁଣିଆ
ଦେଖଣା

ବାଲେଶ୍ୱର ଜିଲ୍ଲାର ବାହାନଗା ବ୍ଲକ ଅନ୍ତର୍ଗତ ଜୁଣିଆ ନାମକ ସ୍ଥାନରେ ଏକ ରାମ ମନ୍ଦିର ଅବସ୍ଥିତ। ପ୍ରଭୁ ଶ୍ରୀରାମ, ଭ୍ରାତା ଲକ୍ଷ୍ମଣ ଓ ସୀତା ଦେବୀ ସେଠାରେ ପୂଜା ପାଆନ୍ତି।
ଛବିସମୂହ
[ସମ୍ପାଦନା]- ମନ୍ଦିର ମୁଖଶାଳା
- ମୁଖ୍ୟ ମନ୍ଦିର
- ମନ୍ଦିର ପରିସରରେ ଥିବା ଶନି ମନ୍ଦିର
- ଯଜ୍ଞ ମଣ୍ଡପ
- ମନ୍ଦିର ଭିତର
- ମନ୍ଦିର ପରିସରରେ ଥିବା ମୟୁର