ମହାବିନାୟକ ମନ୍ଦିର
(ମହାବିନାୟକ ଦେଉଳ ରୁ ଲେଉଟି ଆସିଛି)
Jump to navigation
Jump to search
ମହାବିନାୟକ ମନ୍ଦିର | |
---|---|
![]() | |
ଓଡ଼ିଶାରେ ଅବସ୍ଥାନ | |
ଭୌଗୋଳିକ ଅବସ୍ଥିତି | |
ଦିଗବାରେଣି | 20°51′N 86°20′E / 20.850°N 86.333°ECoordinates: 20°51′N 86°20′E / 20.850°N 86.333°E |
ଦେଶ | ଭାରତ |
ରାଜ୍ୟ | ଓଡ଼ିଶା |
ଅବସ୍ଥିତି | ଯାଜପୁର |
ପରମ୍ପରା | |
ମୁଖ୍ୟ ଆରାଧ୍ୟ | ଶିବ |
ମହାବିନାୟକ ମନ୍ଦିର ଓଡ଼ିଶାର ଯାଜପୁର ଜିଲ୍ଲାରେ ଅବସ୍ଥିତ ଏକ ମନ୍ଦିର । ଏଠାରେ ଶିବ, ଗଣେଶ,ବିଷ୍ଣୁ, ସୂର୍ଯ୍ୟ ଓ ମା' ଶକ୍ତିଙ୍କୁ ପୂଜା କରାଯାଏ । [୧] ଏହା ଯାଜପୁର ରୋଡ଼ ସହର ଠାରୁ ପ୍ରାୟ ୩୦ କି.ମି ଦୂରରେ ଅବସ୍ଥିତ ।
ବିଷୟସୂଚୀ
କିମ୍ବଦନ୍ତୀ[ସମ୍ପାଦନା]
ଗାଲେରୀ[ସମ୍ପାଦନା]
ଆଧାର[ସମ୍ପାଦନା]
ଅଧିକ ତଥ୍ୟ[ସମ୍ପାଦନା]
![]() | ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ ଅଟେ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |