Jump to content

ସଲାମ ସିନେମା

ଉଇକିପିଡ଼ିଆ‌ରୁ
ସଲାମ ସିନେମା
ନିର୍ଦ୍ଦେଶକନିଶିକାନ୍ତ ଦଳବେହେରା
ପ୍ରଯୋଜକସୁନନ୍ଦା ଦାଶ
ନୀଳକଣ୍ଠ ଦାସ
ଚିତ୍ରନାଟ୍ୟନିଶିକାନ୍ତ ଦଳବେହେରା
କାହାଣୀସୁନନ୍ଦା ଦାଶ
କଳାକାରସମ୍ବିତ ଆଚାର୍ଯ୍ୟ
ଦେବଯାନୀ
ବବି ମିଶ୍ର
ସଙ୍ଗୀତଅଭିଜିତ ମଜୁମଦାର
ମୁକ୍ତିଲାଭ ତାରିଖ
୧୭ ମଇ ୨୦୧୩
ଦେଶ ଭାରତ
ଭାଷାଓଡ଼ିଆ

ସଲାମ ସିନେମା, ୨୦୧୩ରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ସୁନନ୍ଦା ଦାଶ ଏବଂ ନୀଳକଣ୍ଠ ଦାସ ।[] ସୁନନ୍ଦା ଦାଶ ଏହି କଥାଚିତ୍ରଟିର କାହାଣୀ ରଚନା କରିଥିଲେ । ନିଶିକାନ୍ତ ଦଳବେହେରା ଏହି କଥାଚିତ୍ରଟିର ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ ।[] ଅଭିଜିତ ମଜୁମଦାର ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ।

ସମ୍ବିତ ଆଚାର୍ଯ୍ୟ ଏବଂ ଦେବଯାନୀ ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ । ଅଭିନେତା ବବି ମିଶ୍ର ଏହି କଥାଚିତ୍ରଟିର ଖଳନାୟକ ଭୂମିକାରେ ଅଭିନୟ କରିଥିଲେ ।[]

ଅଭିନୟ

[ସମ୍ପାଦନା]

କାହାଣୀ

[ସମ୍ପାଦନା]

ଗୀତ ଏବଂ ସଙ୍ଗୀତ

[ସମ୍ପାଦନା]

ଏହି ଚଳଚ୍ଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲ ଅଭିଜିତ ମଜୁମଦାର[]

କ୍ରମଗୀତସମୟ
1."ସୁଲତାନୀ ବୟସ ମୋର" 
2."ମୋ ନାଁ'ରେ ଓଢ଼ଣୀ" 
3.".ଓମ୍ ସାଇ ରାମ୍ (ଦୁଃଖ)" 
4."ଓମ୍ ସାଇ ରାମ୍" 
5."ମୋର ନିଦ ହଜିଯାଇଛି" 
6."ଫିଲ୍ମରେ ଫିଲ୍ମ" 
7."ଏ ମହୁଆ" 
  1. "Salam Cinema". www.nuaodisha.com. Retrieved 19 October 2017.
  2. ୨.୦ ୨.୧ ୨.୨ "Salam Cinema new Oriya Film". Incredible Orissa. 17 December 2012. Archived from the original on 22 October 2017. Retrieved 19 October 2017.

ବାହାର ଆଧାର

[ସମ୍ପାଦନା]