ଅଶୋକ ସମ୍ରାଟ

ଉଇକିପିଡ଼ିଆ‌ରୁ
ଅଶୋକ ସମ୍ରାଟ
ନିର୍ଦ୍ଦେଶକଜ୍ୟୋତି ଦାସ
ପ୍ରଯୋଜକଅନ୍ନପୂର୍ଣ୍ଣା ପରିଡ଼ା, ଅମରେଶ ପରିଡ଼ା
ସଂଳାପରଣଜିତ ପଟ୍ଟନାୟକ
ଚିତ୍ରନାଟ୍ୟଜ୍ୟୋତି ଦାସ
କାହାଣୀଅବିନାଶ ପରିଡ଼ା
କଳାକାରଅରିନ୍ଦମ
ଇମିଲି
ମୀନକେତନ
ହରିହର ମହାପାତ୍ର
ମନୋଜ ମିଶ୍ର
ପିଣ୍ଟୁ ନନ୍ଦ
ସଙ୍ଗୀତଅଭିଜିତ ମଜୁମଦାର
ଚିତ୍ରଗ୍ରହଣଜଗନ ଚବାଲି
ସମ୍ପାଦକଚନ୍ଦ୍ରଶେଖର ମିଶ୍ର
ମୁକ୍ତିଲାଭ ତାରିଖ
୧୧ ଜୁନ ୨୦୧୩
ଦେଶ ଭାରତ
ଭାଷାଓଡ଼ିଆ

ଅଶୋକ ସମ୍ରାଟ, ୨୦୧୩ରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ଅନ୍ନପୂର୍ଣ୍ଣା ପରିଡ଼ା ଏବଂ ଅମରେଶ ପରିଡ଼ା ।[୧] ଅବିନାଶ ପରିଡ଼ା ଏହି କଥାଚିତ୍ରଟିର କାହାଣୀ ଲେଖିଥିଲେ ଏବଂ ରଣଜିତ ପଟ୍ଟନାୟକ ଏହି କଥାଚିତ୍ରଟିର ସଂଳାପ ଲେଖିଥିଲେ ।[୨] ଜ୍ୟୋତି ଦାସ ଏହି କଥାଚିତ୍ରଟିର ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ ।[୩] ସଙ୍ଗୀତ ନିର୍ଦ୍ଦେଶକ ଅଭଜିତ ମଜୁମଦାର ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ।[୪][୫]

ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ଅରିନ୍ଦମ ରାୟ ଏବଂ ଇମିଲି ଚୌଧୁରୀ ।[୧] ମହାଶ୍ୱେତା ରାୟ, ହରିହର ମହାପାତ୍ର, ପ୍ରିୟଙ୍କା ମହାପାତ୍ର, ମୀନକେତନ, ମନୋଜ ମିଶ୍ର, ପିଣ୍ଟୁ ନନ୍ଦ, ଜୀବନ ପଣ୍ଡା, ଜୟୀରାମ ସାମଲ, ପ‌ପି ସନ୍ତୁକ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।[୨][୬]

ଅଭିନୟ[ସମ୍ପାଦନା]

କାହାଣୀ[ସମ୍ପାଦନା]

ଗୀତ ଏବଂ ସଙ୍ଗୀତ[ସମ୍ପାଦନା]

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଅଭିଜିତ ମଜୁମଦାର[୩] ନିଜାମ୍ ଏବଂ ନିର୍ମଳ ନାୟକ ଏହି କଥାଚିତ୍ରଟିର ଗୀତଗୁଡ଼ିକ ରଚନା କରିଥିଲେ ।[୨][୧]

ଗୀତ[ସମ୍ପାଦନା]

କ୍ରମଗୀତସମୟ
1."ଆମେ ତ ରଡ୍ଡ ଟୋକା" 
2."ଲଭ୍ ୟୁ ହ‌ନି" 
3."ଉଠା ତୋର ପାନ" 
4."ନାଇଁ ରେ" 
5."ରାଧେ ରାଧେ" 
6."ହୃଦୟର ଗତି" 

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ "Ashok Samrat". Incredible Orissa. 11 June 2013. Retrieved 24 October 2017.
  2. ୨.୦ ୨.୧ ୨.୨ "Ashok Samrat Oriya Film by Arindam". NewOdisha.in. 4 March 2013. Archived from the original on 27 October 2017. Retrieved 24 October 2017. {{cite news}}: |first= missing |last= (help)
  3. ୩.୦ ୩.୧ "Ashok Samrat". www.nuaodisha.com. Retrieved 24 October 2017.
  4. "Ashok Samrat New odia movie- Arindam again coming back". Odisha view. 4 March 2013. Retrieved 24 October 2017. {{cite news}}: |first= missing |last= (help)
  5. "Tarang Cine Production and Ratna Banner's upcoming Odia film Ishq Puni Thare". Odisha News Times (in ଇଂରାଜୀ). ଓଡ଼ିଶା. Archived from the original on 24 February 2019. Retrieved 14 September 2018.
  6. "Ashok Samrat Odia film cast & crew, walpapers, Songs". Best Odisha. Archived from the original on 26 October 2017. Retrieved 24 October 2017.
  7. "ପରଲୋକରେ ମୀନକେତନ". sambad.in. 2 July 2017. Archived from the original on 22 October 2017. Retrieved 24 October 2017.

ବାହାର ଆଧାର[ସମ୍ପାଦନା]