ଅଶୋକ ସମ୍ରାଟ
ଅଶୋକ ସମ୍ରାଟ | |
---|---|
ନିର୍ଦ୍ଦେଶକ | ଜ୍ୟୋତି ଦାସ |
ପ୍ରଯୋଜକ | ଅନ୍ନପୂର୍ଣ୍ଣା ପରିଡ଼ା, ଅମରେଶ ପରିଡ଼ା |
ସଂଳାପ | ରଣଜିତ ପଟ୍ଟନାୟକ |
ଚିତ୍ରନାଟ୍ୟ | ଜ୍ୟୋତି ଦାସ |
କାହାଣୀ | ଅବିନାଶ ପରିଡ଼ା |
କଳାକାର | ଅରିନ୍ଦମ ଇମିଲି ମୀନକେତନ ହରିହର ମହାପାତ୍ର ମନୋଜ ମିଶ୍ର ପିଣ୍ଟୁ ନନ୍ଦ |
ସଙ୍ଗୀତ | ଅଭିଜିତ ମଜୁମଦାର |
ଚିତ୍ରଗ୍ରହଣ | ଜଗନ ଚବାଲି |
ସମ୍ପାଦକ | ଚନ୍ଦ୍ରଶେଖର ମିଶ୍ର |
ମୁକ୍ତିଲାଭ ତାରିଖ | ୧୧ ଜୁନ ୨୦୧୩ |
ଦେଶ | ଭାରତ |
ଭାଷା | ଓଡ଼ିଆ |
ଅଶୋକ ସମ୍ରାଟ, ୨୦୧୩ରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ଅନ୍ନପୂର୍ଣ୍ଣା ପରିଡ଼ା ଏବଂ ଅମରେଶ ପରିଡ଼ା ।[୧] ଅବିନାଶ ପରିଡ଼ା ଏହି କଥାଚିତ୍ରଟିର କାହାଣୀ ଲେଖିଥିଲେ ଏବଂ ରଣଜିତ ପଟ୍ଟନାୟକ ଏହି କଥାଚିତ୍ରଟିର ସଂଳାପ ଲେଖିଥିଲେ ।[୨] ଜ୍ୟୋତି ଦାସ ଏହି କଥାଚିତ୍ରଟିର ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ ।[୩] ସଙ୍ଗୀତ ନିର୍ଦ୍ଦେଶକ ଅଭଜିତ ମଜୁମଦାର ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ।[୪][୫]
ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ଅରିନ୍ଦମ ରାୟ ଏବଂ ଇମିଲି ଚୌଧୁରୀ ।[୧] ମହାଶ୍ୱେତା ରାୟ, ହରିହର ମହାପାତ୍ର, ପ୍ରିୟଙ୍କା ମହାପାତ୍ର, ମୀନକେତନ, ମନୋଜ ମିଶ୍ର, ପିଣ୍ଟୁ ନନ୍ଦ, ଜୀବନ ପଣ୍ଡା, ଜୟୀରାମ ସାମଲ, ପପି ସନ୍ତୁକ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।[୨][୬]
ଅଭିନୟ
[ସମ୍ପାଦନା]- ଅରିନ୍ଦମ ରାୟ
- ଇମିଲି ଚୌଧୁରୀ
- ମହାଶ୍ୱେତା ରାୟ
- ହରିହର ମହାପାତ୍ର
- ପ୍ରିୟଙ୍କା ମହାପାତ୍ର
- ମୀନକେତନ[୭]
- ମନୋଜ ମିଶ୍ର
- ପିଣ୍ଟୁ ନନ୍ଦ
- ଜୀବନ ପଣ୍ଡା
- ଜୟୀରାମ ସାମଲ
- ପପି ସନ୍ତୁକ
କାହାଣୀ
[ସମ୍ପାଦନା]ଗୀତ ଏବଂ ସଙ୍ଗୀତ
[ସମ୍ପାଦନା]ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଅଭିଜିତ ମଜୁମଦାର ।[୩] ନିଜାମ୍ ଏବଂ ନିର୍ମଳ ନାୟକ ଏହି କଥାଚିତ୍ରଟିର ଗୀତଗୁଡ଼ିକ ରଚନା କରିଥିଲେ ।[୨][୧]
ଗୀତ
[ସମ୍ପାଦନା]କ୍ରମ | ଗୀତ | ସମୟ |
---|---|---|
1. | "ଆମେ ତ ରଡ୍ଡ ଟୋକା" | |
2. | "ଲଭ୍ ୟୁ ହନି" | |
3. | "ଉଠା ତୋର ପାନ" | |
4. | "ନାଇଁ ରେ" | |
5. | "ରାଧେ ରାଧେ" | |
6. | "ହୃଦୟର ଗତି" |
ଆଧାର
[ସମ୍ପାଦନା]- ↑ ୧.୦ ୧.୧ ୧.୨ "Ashok Samrat". Incredible Orissa. 11 June 2013. Retrieved 24 October 2017.
- ↑ ୨.୦ ୨.୧ ୨.୨ "Ashok Samrat Oriya Film by Arindam". NewOdisha.in. 4 March 2013. Archived from the original on 27 October 2017. Retrieved 24 October 2017.
{{cite news}}
:|first=
missing|last=
(help) - ↑ ୩.୦ ୩.୧ "Ashok Samrat". www.nuaodisha.com. Retrieved 24 October 2017.
- ↑ "Ashok Samrat New odia movie- Arindam again coming back". Odisha view. 4 March 2013. Retrieved 24 October 2017.
{{cite news}}
:|first=
missing|last=
(help) - ↑ "Tarang Cine Production and Ratna Banner's upcoming Odia film Ishq Puni Thare". Odisha News Times (in ଇଂରାଜୀ). ଓଡ଼ିଶା. Archived from the original on 24 February 2019. Retrieved 14 September 2018.
- ↑ "Ashok Samrat Odia film cast & crew, walpapers, Songs". Best Odisha. Archived from the original on 26 October 2017. Retrieved 24 October 2017.
- ↑ "ପରଲୋକରେ ମୀନକେତନ". sambad.in. 2 July 2017. Archived from the original on 22 October 2017. Retrieved 24 October 2017.
ବାହାର ଆଧାର
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ଅଶୋକ ସମ୍ରାଟ