ଗଡ଼ବଡ଼

ଉଇକିପିଡ଼ିଆ‌ରୁ
ଗଡ଼ବଡ଼
ନିର୍ଦ୍ଦେଶକଶୁଭାଶିଷ ପତି
ପ୍ରଯୋଜକଅଜିତ ସାହୁ, ଶୁଭାଶିଷ ପତି
ସଂଳାପଶୁଭାଶିଷ ପତି
ଚିତ୍ରନାଟ୍ୟଶୁଭାଶିଷ ପତି
କାହାଣୀଶୁଭାଶିଷ ପତି
କଳାକାରସିଦ୍ଧାନ୍ତ ମହାପାତ୍ର, ଅଶ୍ୱିନୀ ବ୍ରହ୍ମା, ପ୍ରିତୀରାଜ ସତପଥୀ, ପାର୍ଥ ସାରଥୀ, ଜୀନା ସାମଲ, ରାଗିଣୀ, ମୀନକେତନ
ସଙ୍ଗୀତପ୍ରେମ ଆନନ୍ଦ
ଚିତ୍ରଗ୍ରହଣଆର୍. ଏନ୍. ସ୍ୱାମୀ
ମୁକ୍ତିଲାଭ ତାରିଖ
୨୬ ନଭେମ୍ବର ୨୦୧୩
ଦେଶ ଭାରତ
ଭାଷାଓଡ଼ିଆ

ଗଡ଼ବଡ଼, ୨୦୧୩ରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର ।[୧] ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ଅଜିତ ସାହୁ, ଶୁଭାଶିଷ ପତି । ଶୁଭାଶିଷ ପତି ଏହି କଥାଚିତ୍ରଟିର କାହାଣୀ, ଚିତ୍ରନାଟ୍ୟ, ସଂଳାପ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ ।[୨][୩] ସଙ୍ଗୀତ ନିର୍ଦ୍ଦେଶକ ପ୍ରେମ ଆନନ୍ଦ ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ ।

ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ସିଦ୍ଧାନ୍ତ ମହାପାତ୍ର, ଅଶ୍ୱିନୀ ବ୍ରହ୍ମା, ପ୍ରିତୀରାଜ ସତପଥୀ, ପାର୍ଥ ସାରଥୀ ରାୟ, ଜୀନା ସାମଲ, ରାଗିଣୀ, ମୋସୁମୀ ନାୟକ ।[୩] ମୀନକେତନ, ଦେବୁ ବୋଷ, ନମ୍ରତା ଦାସ, ଅନ୍ତର୍ଜାମୀ ପଣ୍ଡା, ପ୍ରଜ୍ଞା ଖଟୁଆ, ବାପି ରାୟ ଆଦି କଳାକରମାନେ ଚଳଚ୍ଚିତ୍ରଟିରେ ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।

ଅଭିନୟ[ସମ୍ପାଦନା]

ଗୀତ ଏବଂ ସଙ୍ଗୀତ[ସମ୍ପାଦନା]

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ପ୍ରେମ ଆନନ୍ଦଦେବଦାସ ଛୋଟରାୟ, ବସନ୍ତରାଜ ସାମଲ, ଅରୁଣ ମନ୍ତ୍ରୀ ଆଦି ଗୀତିକାରମାନେ କଥାଚିତ୍ରଟିର ଗୀତଗୁଡ଼ିକର ରଚନା କରିଥିଲେ ।

ଗୀତ[ସମ୍ପାଦନା]

କ୍ରମଗୀତସମୟ
1."ଆଖି ତୋ କଥା କ‌ହୁଛି" 
2."ଆମେ ଓଡ଼ିଆ ଭାରି ବଢ଼ିଆ" 
3."ଗଡ଼ବଡ଼" 
4."ହେ ଯେତେଥର" 
5."ଯୋଉଠି ଥରେ" 
6."ରଙ୍ଗବତୀ" 

ଆଧାର[ସମ୍ପାଦନା]

  1. "List of Odia Films released in 2013". eodisha.org. Retrieved 4 October 2017.
  2. "ଆଜି ରିଲିଜ : ଓଡ଼ିଆ ସିନେମା 'ଗୁଡୁ ଆଣ୍ଡ୍ ଗୁଡି'". Olly Bolly. 23 February 2018. Retrieved 3 July 2018.[permanent dead link]
  3. ୩.୦ ୩.୧ PANDA, NAMITA (13 September 2012). "Actor returns with a bang". The Telegraph. Archived from the original on 3 July 2018. Retrieved 3 July 2018.

ବାହାର ଆଧାର[ସମ୍ପାଦନା]