ମୋ' ଦୁନିଆ ତୁ ହିଁ ତୁ
Appearance
ମୋ' ଦୁନିଆ ତୁ ହିଁ ତୁ | |
---|---|
ନିର୍ଦ୍ଦେଶକ | ସୁଧାକର ବସନ୍ତ |
ପ୍ରଯୋଜକ | ସୌମ୍ୟରଞ୍ଜନ ପଟ୍ଟନାୟକ |
ସଂଳାପ | (ସଂଳାପ): ବସନ୍ତରାଜ ସାମଲ |
କଳାକାର | ଅନୁଭବ ମହାନ୍ତି, ବର୍ଷା ପ୍ରିୟଦର୍ଶିନୀ, ସିଦ୍ଧାନ୍ତ ମହାପାତ୍ର |
ସଙ୍ଗୀତ | ମଳୟ ମିଶ୍ର |
ମୁକ୍ତିଲାଭ ତାରିଖ | ୧୧ ଜାନୁଆରୀ ୨୦୧୩ [୧] |
ଦେଶ | ଭାରତ |
ଭାଷା | ଓଡ଼ିଆ |
ସୁଧାକର ବସନ୍ତଙ୍କ ନିର୍ଦ୍ଦେଶନାରେ ନିର୍ମିତ ଓଡ଼ିଆ କଥାଚିତ୍ର ମୋ' ଦୁନିଆ ତୁ ହିଁ ତୁ ୨୦୧୩ ମସିହାରେ ମୁକ୍ତିଲାଭ କରିଥିଲା ।
ଅଭିନୟରେ
[ସମ୍ପାଦନା]ଓଡ଼ିଆ କଥାଚିତ୍ର ‘ପାରିବେନି କେହି ଅଲଗା କରି’ରେ ଅଭିନୟ କରିଥିବା ପ୍ରମୁଖ କଳାକାର ହେଲେ: [୨]
- ଅନୁଭବ ମହାନ୍ତି
- ବର୍ଷା ପ୍ରିୟଦର୍ଶିନୀ[୩]
- ସିଦ୍ଧାନ୍ତ ମହାପାତ୍ର
- ସଲୀଳ ମିତ୍ର
- ଅରବିନ୍ଦ
- ପ୍ରତିଭା ପଣ୍ଡା
- ପୃଥ୍ୱୀରାଜ
- ପ୍ରଭାତୀ ସାହୁ
- ତିତଲୀ
ଗୀତ ଓ ସଙ୍ଗୀତ
[ସମ୍ପାଦନା]- ସଙ୍ଗୀତକାର: ମଳୟ ମିଶ୍ର
- ଗୀତିକାର: ବସନ୍ତରାଜ ସାମଲ, ଅରୁଣ ମନ୍ତ୍ରୀ
- ପ୍ରଚ୍ଛଦପଟ ଗାୟକ: ବାପ୍ପି ଲାହିରି, ଜାଭେଦ ଅଲୀ, ଇରା ମହାନ୍ତି, ରୁପ କୁମାର ରାଠୋଡ଼, ଦେବାଶିଷ
- ତୁ ଡାକି ଦେଲୁ
- ସାଥୀ ତୋର ସୁନ୍ଦର
- ମୋ ଦୁନିଆଁ ତୁ ହିଁ ତୁ
- କହ୍ନେଇ ରେ
- ତୋ ସାଥେ ଯେବେଠୁ
ଟୀକା
[ସମ୍ପାଦନା]- ↑ "Mo Duniya Tu Hi Tu- New Odia movie releasing on 11th January - Odisha Views - Odisha Views". odishaviews.com. 2013. Retrieved 16 January 2013.
Release Date – 11th January 2013
- ↑ "'Mo Duniya Tu Hi Tu' – a movie by Soumya Ranjan Patnaik | Odisha Live". odishalive.tv. 2013. Retrieved 16 January 2013.
Starring: Anubhab, Barsha, Siddhant, Salil Mitra, Auravind, Prativa Panda, Pruthviraj, Prabhati Sahoo, Titli (Child Artist)
[permanent dead link] - ↑ "ଏ ବର୍ଷ ଗୋଟିଏ ସିନେମାରେ ବର୍ଷା ପ୍ରିୟଦର୍ଶିନୀ | Sambad". Sambad. 15 October 2017. Archived from the original on 31 August 2018. Retrieved 2 September 2018.
- ↑ "Mo Duniya Tu Hi Tu MP3 Songs". odiasite.com. Retrieved 16 January 2013.
Oriya (Odia)Film Songs of MO DUNIYA TU HI TU