Jump to content

ମୋ' ଦୁନିଆ ତୁ ହିଁ ତୁ

ଉଇକିପିଡ଼ିଆ‌ରୁ
ମୋ' ଦୁନିଆ ତୁ ହିଁ ତୁ
ନିର୍ଦ୍ଦେଶକସୁଧାକର ବସନ୍ତ
ପ୍ରଯୋଜକସୌମ୍ୟରଞ୍ଜନ ପଟ୍ଟନାୟକ
ସଂଳାପ(ସଂଳାପ): ବସନ୍ତରାଜ ସାମଲ
କଳାକାରଅନୁଭବ ମହାନ୍ତି, ବର୍ଷା ପ୍ରିୟଦର୍ଶିନୀ, ସିଦ୍ଧାନ୍ତ ମହାପାତ୍ର
ସଙ୍ଗୀତମଳୟ ମିଶ୍ର
ମୁକ୍ତିଲାଭ ତାରିଖ
୧୧ ଜାନୁଆରୀ ୨୦୧୩ [୧]
ଦେଶ ଭାରତ
ଭାଷାଓଡ଼ିଆ

ସୁଧାକର ବସନ୍ତଙ୍କ ନିର୍ଦ୍ଦେଶନାରେ ନିର୍ମିତ ଓଡ଼ିଆ କଥାଚିତ୍ର ମୋ' ଦୁନିଆ ତୁ ହିଁ ତୁ ୨୦୧୩ ମସିହାରେ ମୁକ୍ତିଲାଭ କରିଥିଲା ।

ଅଭିନୟରେ

[ସମ୍ପାଦନା]

ଓଡ଼ିଆ କଥାଚିତ୍ର ‘ପାରିବେନି କେହି ଅଲଗା କରି’ରେ ଅଭିନୟ କରିଥିବା ପ୍ରମୁଖ କଳାକାର ହେଲେ: [୨]

ଗୀତ ଓ ସଙ୍ଗୀତ

[ସମ୍ପାଦନା]
  • ସଙ୍ଗୀତକାର: ମଳୟ ମିଶ୍ର
  • ଗୀତିକାର: ବସନ୍ତରାଜ ସାମଲ, ଅରୁଣ ମନ୍ତ୍ରୀ
  • ପ୍ରଚ୍ଛଦପଟ ଗାୟକ: ବାପ୍ପି ଲାହିରି, ଜାଭେଦ ଅଲୀ, ଇରା ମହାନ୍ତି, ରୁପ କୁମାର ରାଠୋଡ଼, ଦେବାଶିଷ
  1. ତୁ ଡାକି ଦେଲୁ
  2. ସାଥୀ ତୋର ସୁନ୍ଦର
  3. ମୋ ଦୁନିଆଁ ତୁ ହିଁ ତୁ
  4. କହ୍ନେଇ ରେ
  5. ତୋ ସାଥେ ଯେବେଠୁ
  1. "Mo Duniya Tu Hi Tu- New Odia movie releasing on 11th January - Odisha Views - Odisha Views". odishaviews.com. 2013. Retrieved 16 January 2013. Release Date – 11th January 2013
  2. "'Mo Duniya Tu Hi Tu' – a movie by Soumya Ranjan Patnaik | Odisha Live". odishalive.tv. 2013. Retrieved 16 January 2013. Starring: Anubhab, Barsha, Siddhant, Salil Mitra, Auravind, Prativa Panda, Pruthviraj, Prabhati Sahoo, Titli (Child Artist)[permanent dead link]
  3. "ଏ ବର୍ଷ ଗୋଟିଏ ସିନେମାରେ ବର୍ଷା ପ୍ରିୟଦର୍ଶିନୀ | Sambad". Sambad. 15 October 2017. Archived from the original on 31 August 2018. Retrieved 2 September 2018.
  4. "Mo Duniya Tu Hi Tu MP3 Songs". odiasite.com. Retrieved 16 January 2013. Oriya (Odia)Film Songs of MO DUNIYA TU HI TU