ଓମ ସାଇ ତୁଝେ ସଲାମ
ଓମ ସାଇ ତୁଝେ ସଲାମ | |
---|---|
ନିର୍ଦ୍ଦେଶକ | ବିଶ୍ୱଜିତ ମହାନ୍ତି |
ପ୍ରଯୋଜକ | କାଳୀପ୍ରସନ୍ନ ସତପଥୀ, ସୁଧା ପଟ୍ଟନାୟକ |
ସଂଳାପ | ଭାରତୀ ଦାସ |
ଚିତ୍ରନାଟ୍ୟ | ବିଶ୍ୱଜିତ ମହାନ୍ତି |
କାହାଣୀ | ଭାରତୀ ଦାସ |
କଳାକାର | ଉତ୍ତମ ମହାନ୍ତି, କୁନା ତ୍ରିପାଠୀ, ସ୍ନିଗ୍ଧା ମହାନ୍ତି, ଜୟୀରାମ ସାମଲ, ଦେବୁ ବ୍ରହ୍ମା, ବ୍ରଜ ସିଂହ, ପ୍ରସନ୍ନ କୁମାର ପାଟ୍ଟଶାଣୀ |
ସଙ୍ଗୀତ | ବିଦ୍ୟୁତ୍ ରାୟ |
ମୁକ୍ତିଲାଭ ତାରିଖ | ୩୦ ଅଗଷ୍ଟ ୨୦୧୩[୧] |
ଦେଶ | ![]() |
ଭାଷା | ଓଡ଼ିଆ |
ଓମ ସାଇ ତୁଝେ ସଲାମ, ୨୦୧୩ରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର ।[୧] ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ କାଳୀପ୍ରସନ୍ନ ସତପଥୀ ଏବଂ ସୁଧା ପଟ୍ଟନାୟକ । ଭାରତୀ ଦାସ ଏହି କଥାଚିତ୍ରଟିର କାହାଣୀ ଏବଂ ସଂଳାପ ରଚନା କରିଥିଲେ ।[୨] ବିଶ୍ୱଜିତ ମହାନ୍ତି ଏହି କଥାଚିତ୍ରଟିର ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ ।[୩]
ଅଂଶୁମାନ, ଦୀପକ ଦାସ, ଭାଗ୍ୟଲକ୍ଷ୍ମୀ ଏବଂ ପୂଜା ଚକ୍ରବର୍ତ୍ତୀ ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ । ଏହି ଚାରିଜଣ କଳାକାରମାନେ ଏହି କଥାଚିତ୍ର ଜରିଆରେ ଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ ।[୨] ଉତ୍ତମ ମହାନ୍ତି, କୁନା ତ୍ରିପାଠୀ, ଜ୍ଞାନରଞ୍ଜନ ନାୟକ, ସ୍ନିଗ୍ଧା ମହାନ୍ତି, ଜୟୀରାମ ସାମଲ, ଦେବୁ ବ୍ରହ୍ମା, ବ୍ରଜ ସିଂହ, ପ୍ରସନ୍ନ ପାଟ୍ଟସାଣୀ, ପପୁ ମହାନ୍ତି, ମଳୟ ମିଶ୍ର, ବିଜିତ୍, କୁସୁମ, ବୁଲୁ, ରାଣୀ, ଗଣେଶ, କାଳୁ ଆଦି କଳାକାରମାନେ ଏହି କଥାଚିତ୍ରଟିରେ ଅଭିନୟ କରିଥିଲେ ।[୩][୪]
ଅଭିନୟ
[ସମ୍ପାଦନା]- ଅଂଶୁମାନ
- ଦୀପକ ଦାସ
- ପୂଜା ଚକ୍ରବର୍ତ୍ତୀ
- ଭାଗ୍ୟଲକ୍ଷ୍ମୀ
- ଉତ୍ତମ ମହାନ୍ତି
- କୁନା ତ୍ରିପାଠୀ
- ଜ୍ଞାନରଞ୍ଜନ ନାୟକ
- ସ୍ନିଗ୍ଧା ମହାନ୍ତି
- ଜୟୀରାମ ସାମଲ
- ଦେବୁ ବ୍ରହ୍ମା
- ବ୍ରଜ ସିଂହ
- ପ୍ରସନ୍ନ କୁମାର ପାଟ୍ଟଶାଣୀ
- ପପୁ ମହାନ୍ତି
- ମଳୟ ମିଶ୍ର
- ବିଜିତ୍
- କୁସୁମ
- ବୁଲୁ
- ରାଣୀ
- ଗଣେଶ
- କାଳୁ
କାହାଣୀ
[ସମ୍ପାଦନା]ଗୀତ ଏବଂ ସଙ୍ଗୀତ
[ସମ୍ପାଦନା]ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ବିଦ୍ୟୁତ୍ ରାୟ ।[୪] ପଞ୍ଜାନନ ନାୟକ ଏହି କଥାଚିତ୍ରଟିର ଗୀତଗୁଡ଼ିକ ରଚନା କରିଥିଲେ ।[୩] ଗୌତମ ଗିରି, ଅରବିନ୍ଦ, ସୌରଭ ନାୟକ, ତପୁ ମିଶ୍ର, ପମି ଏବଂ ଶ୍ୱେତା ମିଶ୍ର ଏହି କଥାଚିତ୍ରଟିର ଗୀତଗୁଡ଼ିକ ଗାଇଥିଲେ ।[୨]
ଗୀତ
[ସମ୍ପାଦନା]କ୍ରମ | ଗୀତ | ସମୟ |
---|---|---|
1. | "ତୁ ପରା ସତ୍ୟ ସାଇ ଶଙ୍କର" | |
2. | "ଓମ୍ ସାଇ ରାମ୍ ତୁମକୁ ସଲାମ" | |
3. | "ମୋ ଅଳସୀ ରାଣୀ" | |
4. | "ଜବାନୀ ଜବାନୀ ରଙ୍ଗିଲା" | |
5. | "ହେ ମୋର ହୃଦୟ" | |
6. | "ଏଇଠି ଆଲ୍ଲା ଏଇଠି ରାମ" |
ଆଧାର
[ସମ୍ପାଦନା]- ↑ ୧.୦ ୧.୧ "Oriya Films 2013". Incredible Orissa. 28 January 2013. Archived from the original on 20 November 2017. Retrieved 28 October 2017.
- ↑ ୨.୦ ୨.୧ ୨.୨ "Om Sai Tujhe Salaam music released". Incredible Orissa. 22 November 2012. Archived from the original on 27 October 2017. Retrieved 28 October 2017.
- ↑ ୩.୦ ୩.୧ ୩.୨ "Om Sai Tujhe Salam Video". Incredible Orissa. 6 July 2012. Archived from the original on 1 November 2017. Retrieved 28 October 2017.
- ↑ ୪.୦ ୪.୧ "OM SAI TUJHE SALAM". Incredible Orissa. 30 August 2013. Archived from the original on 1 November 2017. Retrieved 28 October 2017.
ବାହାର ଆଧାର
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ଓମ ସାଇ ତୁଝେ ସଲାମ