ମିତ ବସିଛି ମୁଁ ଭୂତ ସାଥିରେ

ଉଇକିପିଡ଼ିଆ‌ରୁ
ମିତ ବସିଛି ମୁଁ ଭୂତ ସାଥିରେ
ନିର୍ଦ୍ଦେଶକସଞ୍ଜୟ ନାୟକ
ପ୍ରଯୋଜକଭବାନୀ ଚରଣ ରଥ
ଅନାମ ଚରଣ ସାହୁ
ସଂଳାପସଞ୍ଜୟ ନାୟକ
ଚିତ୍ରନାଟ୍ୟସଞ୍ଜୟ ନାୟକ
କାହାଣୀଲକ୍ଷ୍ମୀପ୍ରିୟା ସାହୁ
କଳାକାରଆକାଶ ଦାସନାୟକ
ପ୍ରିୟା ଚୌଧୁରୀ
ଦୁଷ୍ମନ୍ତ ପଣ୍ଡା
ନିକିତା
ବିଜୟ ମହାନ୍ତି
ସ୍ନିଗ୍ଧା ମହାନ୍ତି
କୁନା ତ୍ରିପାଠୀ
ସଙ୍ଗୀତପ୍ରେମ ଆନନ୍ଦ
ଚିତ୍ରଗ୍ରହଣଏସ୍ ରଞ୍ଜନ
ସମ୍ପାଦକସଞ୍ଜୟ ନାୟକ
ମୁକ୍ତିଲାଭ ତାରିଖ
୨୦ ସେପ୍ଟେମ୍ବର ୨୦୧୩[୧]
ଦେଶ ଭାରତ
ଭାଷାଓଡ଼ିଆ

ମିତ ବସିଛି ମୁଁ ଭୂତ ସାଥିରେ, ୨୦୧୩ରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର । ଏହା ଏକ 3D ଚଳଚ୍ଚିତ୍ର ଥିଲା । ଏହା ପ୍ରଥମ 3D ଚଳଚ୍ଚିତ୍ର ଭାବରେ ପ୍ରସ୍ତୁତି ଆରମ୍ଭ ହୋଇଥିଲା, ମାତ୍ର କୌଣସି କାରଣ ବସତଃ ଏହି ଚଳଚ୍ଚିତ୍ରଟି ମୁକ୍ତିଲାଭ ହେବାର ବିଳମ୍ବ ହୋଇଥିଲା ଏବଂ ଏହା ପୂର୍ବରୁ କାଉଁରୀ କନ୍ୟା ପ୍ରଥମ 3D ଚଳଚ୍ଚିତ୍ର ଭାବରେ ମୁକ୍ତିଲାଭ କରିଥିଲା ।

ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ଭବାନୀ ଚରଣ ରଥ ଏବଂ ଅନାମ ଚରଣ ସାହୁ । ଲକ୍ଷ୍ମୀପ୍ରିୟା ସାହୁ ଏହି କଥାଚିତ୍ରଟିର କାହାଣୀ ଲେଖିଥିଲେ । ସଞ୍ଜୟ ନାୟକ ଏହି କଥାଚିତ୍ରଟିର ସଂଳାପ ଓ ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ ।[୨] ସଙ୍ଗୀତ ନିର୍ଦ୍ଦେଶକ ପ୍ରେମ ଆନନ୍ଦ ଏହି କଥାଚିତ୍ରଟିରର ସ୍ୱର ସଂଯୋଜନା କରିଥିଲେ ।[୩]

କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ଆକାଶ ଦାସ ନାୟକ, ଦୁଷ୍ମନ୍ତ ପଣ୍ଡା, ପ୍ରିୟା ଚୌଧୁରୀ ଏବଂ ନିକିତା । ବିଜୟ ମହାନ୍ତି, ସ୍ନିଗ୍ଧା ମହାନ୍ତି, ବିଜୁ ବଡ଼ଜେନା, ପ୍ରମାଞ୍ଜନ ପରିଡ଼ା, କୁନା ତ୍ରିପାଠୀ, ଅଖିଳ ପଟ୍ଟନାୟକ, ମନିଷା ମିଶ୍ର, ଚନ୍ଦନ ଆଦି କଳାକାରମାନେ ଏହି କଥାଚିତ୍ରଟିରେ ଅଭିନୟ କରିଥିଲେ ।[୧]

ଅଭିନୟ[ସମ୍ପାଦନା]

ଶିଶୁ କଳାକାର[ସମ୍ପାଦନା]

କାହାଣୀ[ସମ୍ପାଦନା]

ଗୀତ ଏବଂ ସଙ୍ଗୀତ[ସମ୍ପାଦନା]

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ପ୍ରେମ ଆନନ୍ଦ[୩] ନିର୍ମଳ ନାୟକ ଏବଂ ଅରୁଣ ମନ୍ତ୍ରୀ ଏହି କଥାଚିତ୍ରଟିର ଗୀତଗୁଡ଼ିକ ରଚନା କରିଥିଲେ । ତପୁ ମିଶ୍ର, କୁମାର ବାପି, ଶ୍ରୀଚରଣ, ଦୀପ୍ତିରେଖା ପାଢ଼ୀ, ମାମୁନୀ, ଆରିୟନ୍ ଆଦି କଣ୍ଠଶିଳ୍ପୀମାନେ କଥାଚିତ୍ରଟିର ଗୀତଗୁଡ଼ିକ ଗାଇଥିଲେ ।

ଗୀତ[ସମ୍ପାଦନା]

କ୍ରମଗୀତସମୟ
1."ମିତ ବସିଛି ମୁଁ ଭୂତ ସାଥିରେ" 
2."କଣ୍ଢେଇ ରାଣୀ" 
3."ଗଛ ଅଛି ଡାଳ ଅଛି" 

ଆଧାର[ସମ୍ପାଦନା]

  1. ୧.୦ ୧.୧ "Mita Basichi Mu Bhuta Sathire". Incredible Orissa. 24 September 2011. Retrieved 7 November 2017.
  2. ୨.୦ ୨.୧ "ଓଲିଉଡ୍‌ ଅଭିନେତ୍ରୀ ନିକିତାଙ୍କ ଆକସ୍ମିକ ମୃତ୍ୟୁ; ଓଡ଼ିଆ ଫିଲ୍ମ ଓ ଟେଲି ଦୁନିଆରେ ଶୋକର ଛାୟା". Sambad.in (in Odia). Odisha. 5 January 2019. Archived from the original on 6 January 2019. Retrieved 5 January 2019.{{cite news}}: CS1 maint: unrecognized language (link)
  3. ୩.୦ ୩.୧ "MITA BASICHI MU BHUTA SATHIRE". Incredbile Orissa. 20 September 2013. Retrieved 7 November 2017.
  4. "ହାପି ବାର୍ଥଡେ: ଆକାଶ". sambad.in. 17 September 2016. Retrieved 7 November 2017.[permanent dead link]
  5. "ନୂଆ ଓଡ଼ିଆ ଚଳଚ୍ଚିତ୍ର 'ହିରୋଗିରି' | Sambad". ସମ୍ବାଦ. sambad.in. 20 November 2021. Archived from the original on 31 December 2021. Retrieved 31 December 2021.
  6. ଓଝା, ଶିବଶଙ୍କର (28 November 2021). "ସାତ ବର୍ଷ ହେଲା ଦେଖା ନଥିଲା: ପୁଣି ବଡ଼ ପରଦାରେ ଜଲଓ୍ୱା ଦେଖାଇବେ ତିନି ଓଲିଉଡ ସୁନ୍ଦରୀ | Sambad". ସମ୍ବାଦ. sambad.in. Archived from the original on 30 May 2022. Retrieved 30 May 2022.
  7. "ଏହି ଜଣାଶୁଣା ନାୟକଙ୍କ ସହ ବି ନଜର ଆସିଥିଲେ ପ୍ରିୟା". ସମ୍ବାଦ. ଭୁବନେଶ୍ୱର: sambad.in. 12 August 2022. Archived from the original on 24 October 2022. Retrieved 24 October 2022.
  8. "ଓଲିଉଡରେ ଏକା ନାମରେ ଅଛନ୍ତି ଏ ଦୁଇ ଅଭିନେତ୍ରୀ | Sambad". Sambad. 24 November 2017. Archived from the original on 15 August 2018. Retrieved 24 August 2018.
  9. "ଏଥର ରଜରେ 'ସିଷ୍ଟର ଶ୍ରୀଦେବୀ', ପରଦାରେ ବାବୁସାନ୍‌ଙ୍କ ସହ ରୋମାନ୍‌ସ୍‌ କରୁଥିବା ନଜର ଆସିବେ ଶିବାନୀ ସଙ୍ଗୀତା". Odia Live. 30 May 2017. Retrieved 7 November 2017.
  10. "ଗୁଡ୍ଦୁ ଗ୍ୟାଙ୍ଗ୍‌ରେ ଗୁଡ୍ଡି". ସମ୍ବାଦ. No. ରବିବାର. 4 June 2023. p. 8. Archived from the original on 28 September 2023. Retrieved 28 September 2023.

ବାହାର ଆଧାର[ସମ୍ପାଦନା]