ସନ୍ଦେହୀ ପ୍ରିୟତମା
Appearance
ସନ୍ଦେହୀ ପ୍ରିୟତମା | |
---|---|
ନିର୍ଦ୍ଦେଶକ | ସୁଧାଂଶୁ ଶେଖର ମଲ୍ଲିକ୍ |
ପ୍ରଯୋଜକ | ନାରାୟଣ ଘଡ଼େଇ |
ସଂଳାପ | ଚିନ୍ମୟ ଦାଶ ପଟ୍ଟନାୟକ |
ଚିତ୍ରନାଟ୍ୟ | ଚିନ୍ମୟ ଦାଶ ପଟ୍ଟନାୟକ |
କାହାଣୀ | ଗୌତମ ଗିରି |
କଳାକାର | ଦେବଦତ୍ତ, କାଜଲ ମିଶ୍ର, ନୀରବ କୁମାର, ସୁସଙ୍କେତ ମିଶ୍ର, କାଜଲ ରଥ |
ସଙ୍ଗୀତ | ବିଦ୍ୟୁତ୍ ରାୟ |
ଚିତ୍ରଗ୍ରହଣ | ପ୍ରଦୀପ ନାୟର୍ |
ମୁକ୍ତିଲାଭ ତାରିଖ | ୧୩ ଡିସେମ୍ବେର ୨୦୧୩[୧] |
ଦେଶ | ଭାରତ |
ଭାଷା | ଓଡ଼ିଆ |
ସନ୍ଦେହୀ ପ୍ରିୟତମା, ୨୦୧୩ରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର ।[୨] ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ନାରାୟଣ ଘଡ଼େଇ ।[୩] ଗୌତମ ଗିରି ଏହି କଥାଚିତ୍ରଟିର କାହାଣୀ ଲେଖିଥିଲେ ।[୪] ଚିନ୍ମୟ ଦାଶ ପଟ୍ଟନାୟକ ଏହି କଥାଚିତ୍ରଟିର ଚିତ୍ରନାଟ୍ୟ ଏବଂ ସଂଳାପ ରଚନା କରିଥିଲେ ।[୫] ସୁଧାଂଶୁ ଶେଖର ମଲ୍ଲିକ୍ ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ।[୧] ସଙ୍ଗୀତ ନିର୍ଦ୍ଦେଶକ ବିଦ୍ୟୁତ୍ ରାୟ ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ ।
ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ଦେବଦତ୍ତ ଏବଂ କାଜଲ ମିଶ୍ର । ନୀରବ କୁମାର, ସୁସଙ୍କେତ ମିଶ୍ର, କାଜଲ ରଥ, ହାଡ଼ୁ, ଦେବୁ ବ୍ରହ୍ମା, ନମ୍ରତା ଦାସ, ବିଜୟ ପଟ୍ଟନାୟକ, ସଂଗ୍ରାମ ସାମନ୍ତରାୟ, ଇପ୍ସିତା ମହାନ୍ତି, ଦେବୀ ବାରିକ ଆଦି କଳାକାରମାନେ ଏହି କଥାଚିତ୍ରଟିରେ ଅଭିନୟ କରିଥିଲେ ।
ଅଭିନୟ
[ସମ୍ପାଦନା]- ଦେବଦତ୍ତ
- କାଜଲ ମିଶ୍ର
- ନୀରବ କୁମାର
- ସୁସଙ୍କେତ ମିଶ୍ର
- କାଜଲ ରଥ
- ହାଡ଼ୁ
- ଦେବୁ ବ୍ରହ୍ମା
- ନମ୍ରତା ଦାସ
- ବିଜୟ ପଟ୍ଟନାୟକ
- ସଂଗ୍ରାମ ସାମନ୍ତରାୟ
- ଇପ୍ସିତା ମହାନ୍ତି
- ଦେବୀ ବାରିକ
କାହାଣୀ
[ସମ୍ପାଦନା]ଗୀତ ଏବଂ ସଙ୍ଗୀତ
[ସମ୍ପାଦନା]ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ବିଦ୍ୟୁତ୍ ରାୟ । ପଞ୍ଚାନନ ନାୟକ[୧] । ଏହି କଥାଚିତ୍ରଟିର ଗୀତଗୁଡ଼ିକ ରଚନା କରିଥିଲେ ।[୩]
ଗୀତ
[ସମ୍ପାଦନା]କ୍ରମ | ଗୀତ | ସମୟ |
---|---|---|
1. | "ବାସର ରାତି" | |
2. | "ଲଭ୍ ଲଭ୍ ଲଭ୍" | |
3. | "ମନ ମୋର ଖୋଜେ" | |
4. | "ମତେ ଫଗୁଣ" | |
5. | "ମୋ ଗୀତୁରେ" | |
6. | "ନିଆଁ ତୁ ନିଆଁ ଲଗାନା" | |
7. | "ସନ୍ଦେହୀ ପ୍ରିୟତମା" |
ଆଧାର
[ସମ୍ପାଦନା]- ↑ ୧.୦ ୧.୧ ୧.୨ "Sandehi Priyatama new Oriya Film". Incredible Orissa. 4 February 2013. Retrieved 23 October 2017.
- ↑ "Oriya Films 2013". Incredible Orissa. 28 January 2013. Retrieved 23 October 2017.
- ↑ ୩.୦ ୩.୧ "Sandehi Priyatama". www.nuaodisha.com. Retrieved 23 October 2017.
- ↑ "Sandehi Priyatama". Incredible Orissa. 13 December 2013. Retrieved 23 October 2017.
- ↑ "Sandehi Priyatama – Upcoming Odia Film". NewOdisha.in. 16 July 2013. Archived from the original on 26 October 2017. Retrieved 23 October 2017.
{{cite news}}
:|first=
missing|last=
(help)
ବାହାର ଆଧାର
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ସନ୍ଦେହୀ ପ୍ରିୟତମା