ସନ୍ଦେହୀ ପ୍ରିୟତମା

ଉଇକିପିଡ଼ିଆ‌ରୁ
ସନ୍ଦେହୀ ପ୍ରିୟତମା
ନିର୍ଦ୍ଦେଶକସୁଧାଂଶୁ ଶେଖର ମଲ୍ଲିକ୍
ପ୍ରଯୋଜକନାରାୟଣ ଘଡ଼େଇ
ସଂଳାପଚିନ୍ମୟ ଦାଶ ପଟ୍ଟନାୟକ
ଚିତ୍ରନାଟ୍ୟଚିନ୍ମୟ ଦାଶ ପଟ୍ଟନାୟକ
କାହାଣୀଗୌତମ ଗିରି
କଳାକାରଦେବଦତ୍ତ, କାଜଲ ମିଶ୍ର, ନୀରବ କୁମାର, ସୁସଙ୍କେତ ମିଶ୍ର, କାଜଲ ରଥ
ସଙ୍ଗୀତବିଦ୍ୟୁତ୍ ରାୟ
ଚିତ୍ରଗ୍ରହଣପ୍ରଦୀପ ନାୟର୍
ମୁକ୍ତିଲାଭ ତାରିଖ
୧୩ ଡିସେମ୍ବେର ୨୦୧୩[୧]
ଦେଶ ଭାରତ
ଭାଷାଓଡ଼ିଆ

ସନ୍ଦେହୀ ପ୍ରିୟତମା, ୨୦୧୩ରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର ।[୨] ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ନାରାୟଣ ଘଡ଼େଇ ।[୩] ଗୌତମ ଗିରି ଏହି କଥାଚିତ୍ରଟିର କାହାଣୀ ଲେଖିଥିଲେ ।[୪] ଚିନ୍ମୟ ଦାଶ ପଟ୍ଟନାୟକ ଏହି କଥାଚିତ୍ରଟିର ଚିତ୍ରନାଟ୍ୟ ଏବଂ ସଂଳାପ ରଚନା କରିଥିଲେ ।[୫] ସୁଧାଂଶୁ ଶେଖର ମଲ୍ଲିକ୍ ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ।[୧] ସଙ୍ଗୀତ ନିର୍ଦ୍ଦେଶକ ବିଦ୍ୟୁତ୍ ରାୟ ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ ।

ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ଦେବଦତ୍ତ ଏବଂ କାଜଲ ମିଶ୍ର । ନୀରବ କୁମାର, ସୁସଙ୍କେତ ମିଶ୍ର, କାଜଲ ରଥ, ହାଡ଼ୁ, ଦେବୁ ବ୍ରହ୍ମା, ନମ୍ରତା ଦାସ, ବିଜୟ ପଟ୍ଟନାୟକ, ସଂଗ୍ରାମ ସାମନ୍ତରାୟ, ଇପ୍ସିତା ମହାନ୍ତି, ଦେବୀ ବାରିକ ଆଦି କଳାକାରମାନେ ଏହି କଥାଚିତ୍ରଟିରେ ଅଭିନୟ କରିଥିଲେ ।

ଅଭିନୟ[ସମ୍ପାଦନା]

କାହାଣୀ[ସମ୍ପାଦନା]

ଗୀତ ଏବଂ ସଙ୍ଗୀତ[ସମ୍ପାଦନା]

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ବିଦ୍ୟୁତ୍ ରାୟ । ପଞ୍ଚାନନ ନାୟକ[୧] । ଏହି କଥାଚିତ୍ରଟିର ଗୀତଗୁଡ଼ିକ ରଚନା କରିଥିଲେ ।[୩]

ଗୀତ[ସମ୍ପାଦନା]

କ୍ରମଗୀତସମୟ
1."ବାସର ରାତି" 
2."ଲଭ୍ ଲଭ୍ ଲଭ୍" 
3."ମନ ମୋର ଖୋଜେ" 
4."ମତେ ଫଗୁଣ" 
5."ମୋ ଗୀତୁରେ" 
6."ନିଆଁ ତୁ ନିଆଁ ଲଗାନା" 
7."ସନ୍ଦେହୀ ପ୍ରିୟତମା" 

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ "Sandehi Priyatama new Oriya Film". Incredible Orissa. 4 February 2013. Retrieved 23 October 2017.
  2. "Oriya Films 2013". Incredible Orissa. 28 January 2013. Retrieved 23 October 2017.
  3. ୩.୦ ୩.୧ "Sandehi Priyatama". www.nuaodisha.com. Retrieved 23 October 2017.
  4. "Sandehi Priyatama". Incredible Orissa. 13 December 2013. Retrieved 23 October 2017.
  5. "Sandehi Priyatama – Upcoming Odia Film". NewOdisha.in. 16 July 2013. Archived from the original on 26 October 2017. Retrieved 23 October 2017. {{cite news}}: |first= missing |last= (help)

ବାହାର ଆଧାର[ସମ୍ପାଦନା]