ପ୍ରେମିକା

ଉଇକିପିଡ଼ିଆ‌ରୁ
ପ୍ରେମିକା
ନିର୍ଦ୍ଦେଶକଶିବ ପ୍ରସାଦ ମହାନ୍ତି
ପ୍ରଯୋଜକବିଜୟ କୁମାର ବେହେରା
ସଂଳାପରଜନୀ ରଞ୍ଜନ
ଚିତ୍ରନାଟ୍ୟଶିବ ପ୍ରସାଦ ମହାନ୍ତି
କାହାଣୀବିଜୟ କୁମାର ବେହେରା
କଳାକାରପ୍ରକୃତି ମିଶ୍ର, ବୁଲୁ, ରୁଦ୍ର, ଅଭିଶେଖ, ସ୍ୱର୍ଣ୍ଣାଳୀ, ଅଶ୍ରୁମୋଚନ ମହାନ୍ତି, ଦେବୁ ବୋଷ
ସଙ୍ଗୀତବିଭୂତି ଭୂଷଣ
ଚିତ୍ରଗ୍ରହଣପ୍ରେମ୍‌ ଶଙ୍କର
ମୁକ୍ତିଲାଭ ତାରିଖ
୩୦ ଅଗଷ୍ଟ ୨୦୧୩[୧]
ଦେଶ ଭାରତ
ଭାଷାଓଡ଼ିଆ

ପ୍ରେମିକା, ୨୦୧୩ରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର । ବିଜୟ କୁମାର ବେହେରା ଏହି କଥାଚିତ୍ରଟିର କାହାଣୀ ଲେଖିଥିଲେ ଏବଂ ପ୍ରଯୋଜନା କରିଥିଲେ ।[୧] ଚଳଚ୍ଚିତ୍ରଟିର ସଂଳାପ ରଚନା କରିଥିଲେ ରଜନୀ ରଞ୍ଜନ ।[୨] ଶିବ ପ୍ରସାଦ ମହାନ୍ତି ଏହି ଚଳଚ୍ଚିତ୍ରଟିର ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ ।[୩]

ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ପ୍ରକୃତି ମିଶ୍ର ।[୨] ବୁଲୁ, ରୁଦ୍ର ପାଣିଗ୍ରାହୀ, ଅଭିଶେଖ ମିଶ୍ର, ସ୍ୱର୍ଣ୍ଣାଳୀ ବାନାର୍ଜୀ, ଅଶ୍ରୁମୋଚନ ମହାନ୍ତି, ଦେବୁ ବୋଷ, ମିତା ଚକ୍ରବର୍ତ୍ତୀ, ଦେବୁ ବ୍ରହ୍ମା, ନୂପୁର ଘୋଷ, ପ୍ରିୟମ୍ବରା ରାୟ ଆଦି କଳାକାରମାନେ ଏହି କଥାଚିତ୍ରଟିରେ ଅଭିନୟ କରିଥିଲେ ।[୩]

ଅଭିନୟ[ସମ୍ପାଦନା]

କାହାଣୀ[ସମ୍ପାଦନା]

ଗୀତ ଏବଂ ସଙ୍ଗୀତ[ସମ୍ପାଦନା]

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ବିଭୂତି ଭୂଷଣ ।[୩]

ଗୀତ[ସମ୍ପାଦନା]

କ୍ରମଗୀତସମୟ
1."ବାସନ୍ତି ମଳୟ" 
2."ଯେନ୍ ଦିନୁ ହେଲାନାରେ" 
3."ମୁଁ ତୋ ପ୍ରେମି" 
4."ସାରାରାରା ନିଦ ଆସୁନି ରାତି" 
5."ଜିଙ୍ଗା ଲାଲା" 

ଆଧାର[ସମ୍ପାଦନା]

  1. ୧.୦ ୧.୧ "Odia Film Calender 2013". Odia Live. Retrieved 2 November 2017.
  2. ୨.୦ ୨.୧ "Premika". Incredible Orissa. 6 February 2012. Retrieved 2 November 2017.
  3. ୩.୦ ୩.୧ ୩.୨ "Premika – Odia Film Cast, Crew, Story, Wallpapers and Songs Download". NewOdisha.in. 17 October 2012. Archived from the original on 5 November 2017. Retrieved 2 November 2017. {{cite news}}: |first= missing |last= (help)
  4. "ଓଲିଉଡର ଏହି ରାଷ୍ଟ୍ରୀୟ ପୁରସ୍କାରପ୍ରାପ୍ତ ନାୟିକାଙ୍କୁ ଖୁବ୍‌ ଶୀଘ୍ର ଭେଟିବେ ଏହି ଓଡ଼ିଆ ସିନେମାରେ | Sambad". Sambad (in Odia). ଓଡ଼ିଶା. 17 September 2018. Archived from the original on 18 September 2018. Retrieved 17 September 2018.{{cite news}}: CS1 maint: unrecognized language (link)

ବାହାର ଆଧାର[ସମ୍ପାଦନା]