ହର ପଟ୍ଟନାୟକ
Appearance
ହର ପଟ୍ଟନାୟକ | |
---|---|
ଜନ୍ମ | |
ମୃତ୍ୟୁ | ୧୩ ଜାନୁଆରୀ ୨୦୧୫ | (ବୟସ ୫୬)
ବୃତ୍ତି(ସମୂହ) | ନିର୍ଦ୍ଦେଶକ, ଅଭିନେତା, ଚିତ୍ରନାଟ୍ୟ-ଲେଖକ, ପ୍ରଯୋଜକ |
ସକ୍ରିୟ ବର୍ଷ | ୧୯୭୭-୨୦୧୩ |
ବୈବାହିକ-ସାଥୀ | ଝରଣା ପଟ୍ଟନାୟକ |
ହର ପଟ୍ଟନାୟକ (୧୨ ଅକ୍ଟୋବର ୧୯୫୮-୧୩ ଜାନୁଆରୀ ୨୦୧୫) ଜଣେ ଓଡ଼ିଆ କଥାଚିତ୍ର ଅଭିନେତା, ନିର୍ଦ୍ଦେଶକ, ପ୍ରଯୋଜକ ଓ ଚିତ୍ରନାଟ୍ୟ ଲେଖକ ଥିଲେ । ସେ ୭୦ରୁ ଅଧିକ କଥାଚିତ୍ରରେ ଅଭିନୟ କରିବା ସହ ୨୦ରୁ ଅଧିକ କଥାଚିତ୍ରର ନିର୍ଦ୍ଦେଶନା ଦେଇଥିଲେ ।[୧] ୨୦୧୫ ମସିହା ଜାନୁଆରୀ ୧୩ ତାରିଖ ଦିନ ଭୁବନେଶ୍ୱରଠାରେ ତାଙ୍କର ଦେହାନ୍ତ ହୋଇଥିଲା । [୨]
କଥାଚିତ୍ର
[ସମ୍ପାଦନା]ସେ ୧୯୭୭ ମସିହାରେ ନିର୍ଦ୍ଦେଶକ ଶିଶିର ମିଶ୍ରଙ୍କ ସହକାରୀ ଭାବେ ସୁନାସଂସାର କଥାଚିତ୍ରରୁ ନିଜ ବୃତ୍ତି ଆରମ୍ଭ କରିଥିଲେ ।[୩]
ନିର୍ଦ୍ଦେଶିତ
[ସମ୍ପାଦନା]- ପାଗଳ ପ୍ରେମୀ (୨୦୦୭)
- କଳ୍କୀ ଅବତାର (୧୯୯୯)
- ପୁଅ ମୋର ଭୋଳାଶଙ୍କର (୧୯୯୬)
- ସୁହାଗ ସିନ୍ଦୂର (୧୯୯୬)
ଅଭୀନୀତ
[ସମ୍ପାଦନା]- ସହରୀ ବାଘ (୧୯୮୫)
- ଯୋର ଯା'ର ମୂଲକ ତାର (୧୯୮୬)
- ସୁନା ଚଢ଼େଇ (୧୯୮୭)
- ଚକା ଆଖି ସବୁ ଦେଖୁଛି (୧୯୮୭)
- ଯାହାକୁ ରଖିବେ ଅନନ୍ତ (୧୯୮୮)
- ପୁଅ ମୋର କଳାଠାକୁର (୧୯୮୮)
- ଆସୁଛି ମୋ କାଳିଆସୁନା (୧୯୮୯)
- ଦଇବ ଦଉଡ଼ି (୧୯୯୦)
- କପାଳ ଲିଖନ (୧୯୯୧)
- ଘର ମୋର ସ୍ୱର୍ଗ (୧୯୯)
- ଅଣ୍ଟିଛୁରୀ ତଣ୍ଟିକାଟେ (୧୯୯୨)
- ବାଦ୍ଶାହ (୧୯୯୨)
- ରଖିଲେ ଶିବ ମାରିବ କିଏ (୧୯୯୪)
- ସୁହାଗ ସିନ୍ଦୂର (୧୯୯୬)
- ରାମ ଲକ୍ଷ୍ମଣ (୧୯୯୭)
- ନାରୀ ବି ପିନ୍ଧିପାରେ ରକ୍ତ ସିନ୍ଦୂର (୧୯୯୭)
- ଗଙ୍ଗା ଯମୁନା (୧୯୯୭)
- ସ୍ତ୍ରୀ (୧୯୯୮)
- ସହର ଜଳୁଛି (୧୯୯୮)
- ଏଇ ସଙ୍ଘର୍ଷ (୧୯୯୮)
- ପରଦେଶୀ ବାବୁ (୧୯୯୯)
- କୃଷ୍ଣା କାବେରୀ (୧୯୯୯)
- କଥା କହିବମୋ ମଥା ସିନ୍ଦୁର (୧୯୯୯)
- କଳ୍କୀ ଅବତାର (୧୯୯୯)
- କାଳଚକ୍ର (୧୯୯୯)
- ମୋ କୋଳ ତୋ ଝୁଲଣା (୨୦୦୧)
- ଧର୍ମ ଦେବତା (୨୦୦୧)
- ସିନ୍ଦୂର ନୁହେଁ ଖେଳଘର (୨୦୦୨)
- ଯେ ପାଞ୍ଚେ ପର ମନ୍ଦ (୨୦୦୨)
- ସାଥୀରେ (୨୦୦୪)
- ବର୍ଷା ମାଇଁ ଡାର୍ଲିଙ୍ଗ୍ (୨୦୦୪)
- ଅର୍ଜୁନ (୨୦୦୫)
- ଅଗ୍ନୀ ପରିକ୍ଷା (୨୦୦୫)
- ଥ୍ୟାଙ୍କ ୟୁ ଭଗବାନ (୨୦୦୬)
- ପାଗଳ ପ୍ରେମୀ (୨୦୦୭)
- ଛାତି ଚିରି ଦେଲେ ତୁ (୨୦୦୮)
- କୁରୁକ୍ଷେତ୍ର (୨୦୦୯)
- ତୋ ଆଖିରେ ମୁଁ (୨୦୧୦)
- ଓମ୍ ସାଇ ରାମ୍ (୨୦୧୨)
ମାନସମ୍ମାନ
[ସମ୍ପାଦନା]ଆଧାର
[ସମ୍ପାଦନା]- ↑ Karan, Jajati (2008). "Oriya film star suffers from blood cancer, needs help - Movies News - IBNLive". ibnlive.in.com. Archived from the original on 8 December 2011. Retrieved 21 January 2013.
Patnaik who was busy shooting till a month back has acted in 70 films and directed over 20 successful films
- ↑ Palit, Ashok. "Odisha cinestar, director Hara Patnaik passes away". Orissadiary.com. Archived from the original on 5 March 2016. Retrieved 13 January 2015.
- ↑ "ନିଜ ନିର୍ଦ୍ଦେଶିତ ଏହି ଛବିରେ ପଜିଟିଭ୍ ରୋଲ୍ କରିଥିଲେ ହର ପଟ୍ଟନାୟକ!". Sambad. 20 September 2017. Archived from the original on 14 October 2020. Retrieved 22 July 2018.
ଅଧିକ ତଥ୍ୟ
[ସମ୍ପାଦନା]ଉଇକିମିଡ଼ିଆ କମନ୍ସରେ ହର ପଟ୍ଟନାୟକ
ବାବଦରେ ମାଧ୍ୟମ ରହିଛି ।
- ଇଣ୍ଟରନେଟ ମୁଭି ଡାଟାବେସରେ ହର ପଟ୍ଟନାୟକ