ମୁଁ ଦିୱାନା ତୋ' ପାଇଁ

ଉଇକିପିଡ଼ିଆ‌ରୁ
ମୁଁ ଦିୱାନା ତୋ' ପାଇଁ
ନିର୍ଦ୍ଦେଶକମନୋରଞ୍ଜନ ପାଲ୍
ପ୍ରଯୋଜକଦେବେନ୍ଦ୍ରନାଥ ସାହୁ
ସଂଳାପମନୋରଞ୍ଜନ ସାହାଣୀ
ଚିତ୍ରନାଟ୍ୟମନୋରଞ୍ଜନ ପାଲ୍
କାହାଣୀଦେବେନ୍ଦ୍ରନାଥ ସାହୁ
କଳାକାରଆଦିତ୍ୟ
ମୀନକେତନ
ମନିଷା ମିଶ୍ର
ଜ୍ୟୋତି ପାଣି
ଜ୍ୟୋତି ତ୍ରିପାଠୀ
ସଙ୍ଗୀତଅଗ୍ନୀରାଜ୍
ଚିତ୍ରଗ୍ରହଣସଞ୍ଜୟ ପ୍ରଧାନ
ସମ୍ପାଦକଚନ୍ଦ୍ରଶେଖର ମିଶ୍ର
ମୁକ୍ତିଲାଭ ତାରିଖ
୨ ଅଗଷ୍ଟ ୨୦୧୩[୧]
ଦେଶ ଭାରତ
ଭାଷାଓଡ଼ିଆ

ମୁଁ ଦିୱାନା ତୋ' ପାଇଁ, ୨୦୧୩ରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର ।[୧] ଦେବେନ୍ଦ୍ରନାଥ ସାହୁ ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ଏବଂ କାହାଣୀ ଲେଖିଥିଲେ ।[୨] ମନୋରଞ୍ଜନ ସାହାଣୀ ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ ।[୩] ମନୋରଞ୍ଜନ ପାଲ୍ ଏହି କଥାଚିତ୍ରଟିର ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ ।[୪][୫] ସଙ୍ଗୀତ ନିର୍ଦ୍ଦେଶକ ଅଗ୍ନୀରାଜ୍ ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ ।

ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲ ଆଦିତ୍ୟ ସିଂହ (ବୁଲୁ) । ମୀନ‌କେତନ, ମନିଷା ମିଶ୍ର, ଜ୍ୟୋତି ପାଣି, ଜ୍ୟୋତି ତ୍ରିପାଠୀ ଆଦି କଳାକାରମାନେ ଏହି କଥାଚିତ୍ରଟିରେ ଅଭିନୟ କରିଥିଲେ ।[୩][୪]

ଅଭିନୟ[ସମ୍ପାଦନା]

  • ଆଦିତ୍ୟ ସିଂହ- ପ୍ରେମ୍
  • ମୀନକେତନ- ପୋଲିସ୍ ଏସ୍. ଆଇ. ନୀଳାଚଳ
  • ମନିଷା ମିଶ୍ର- ପ୍ରମିଳା
  • ଜ୍ୟୋତି ପାଣି- ପୂଜା
  • ଜ୍ୟୋତି ତ୍ରିପାଠୀ- ସ୍ମିତା

କାହାଣୀ[ସମ୍ପାଦନା]

ଗୀତ ଏବଂ ସଙ୍ଗୀତ[ସମ୍ପାଦନା]

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଅଗ୍ନୀରାଜ୍ ।[୪][୨] ଅରୁଣ ମନ୍ତ୍ରୀ, ବିଭୁପ୍ରସାଦ ମିଶ୍ର, ଗୌତମ ରାଉତ, ମନୋରଞ୍ଜନ ସାହାଣୀ ଆଦି ଗୀତିକାରମାନେ ଏହି କଥାଚିତ୍ରଟିର ଗୀତଗୁଡ଼ିକ ରଚନା କରିଥିଲେ ।[୩] କୁମାର ବାପି, ଅନ୍ତରା ଚକ୍ରବର୍ତ୍ତୀ, ପଙ୍କଜ ଜାଲ୍, ଉଦିତ ନାରାୟଣ, ସଂଗ୍ରାମ ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିର ଗୀତଗୁଡ଼ିକ ଗାଇଥିଲେ ।

ଗୀତ[ସମ୍ପାଦନା]

କ୍ରମଗୀତସମୟ
1."ମୁଁ ଦିୱାନା ତୋ ପାଇଁ" 
2."ଚଗଲା ଚଗଲା" 
3."ମୁଁ ଦିୱାନା" 
4."ସବୁ ଜନମରେ" 
5."ହାଏରେ ଦୁନିଆ" 
6."ରଙ୍ଗବତୀ" 

ଆଧାର[ସମ୍ପାଦନା]

  1. ୧.୦ ୧.୧ "Oriya Films 2013". Incredible Orissa. 28 January 2013. Retrieved 27 October 2017.
  2. ୨.୦ ୨.୧ "Mu Diwana To Pain". www.nuaodisha.com. Retrieved 27 October 2017.
  3. ୩.୦ ୩.୧ ୩.୨ "MU DIWANA TO PAIN". Incredible Orissa. 2 August 2013. Retrieved 27 October 2017.
  4. ୪.୦ ୪.୧ ୪.୨ Mohapatra, Mrudu M. (3 August 2013). "Mu Diwana To Pain Released". Odia Live. Retrieved 27 October 2017.
  5. "'ଡାର୍ଲିଂ'ର ଯୋଡିକୁ ଜାଣନ୍ତୁ". Sambad. 6 January 2019. Archived from the original on 21 October 2021. Retrieved 10 January 2019.

ବାହାର ଆଧାର[ସମ୍ପାଦନା]