ମୁଁ ଦିୱାନା ତୋ' ପାଇଁ
ମୁଁ ଦିୱାନା ତୋ' ପାଇଁ | |
---|---|
ନିର୍ଦ୍ଦେଶକ | ମନୋରଞ୍ଜନ ପାଲ୍ |
ପ୍ରଯୋଜକ | ଦେବେନ୍ଦ୍ରନାଥ ସାହୁ |
ସଂଳାପ | ମନୋରଞ୍ଜନ ସାହାଣୀ |
ଚିତ୍ରନାଟ୍ୟ | ମନୋରଞ୍ଜନ ପାଲ୍ |
କାହାଣୀ | ଦେବେନ୍ଦ୍ରନାଥ ସାହୁ |
କଳାକାର | ଆଦିତ୍ୟ ମୀନକେତନ ମନିଷା ମିଶ୍ର ଜ୍ୟୋତି ପାଣି ଜ୍ୟୋତି ତ୍ରିପାଠୀ |
ସଙ୍ଗୀତ | ଅଗ୍ନୀରାଜ୍ |
ଚିତ୍ରଗ୍ରହଣ | ସଞ୍ଜୟ ପ୍ରଧାନ |
ସମ୍ପାଦକ | ଚନ୍ଦ୍ରଶେଖର ମିଶ୍ର |
ମୁକ୍ତିଲାଭ ତାରିଖ | ୨ ଅଗଷ୍ଟ ୨୦୧୩[୧] |
ଦେଶ | ଭାରତ |
ଭାଷା | ଓଡ଼ିଆ |
ମୁଁ ଦିୱାନା ତୋ' ପାଇଁ, ୨୦୧୩ରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର ।[୧] ଦେବେନ୍ଦ୍ରନାଥ ସାହୁ ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ଏବଂ କାହାଣୀ ଲେଖିଥିଲେ ।[୨] ମନୋରଞ୍ଜନ ସାହାଣୀ ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ ।[୩] ମନୋରଞ୍ଜନ ପାଲ୍ ଏହି କଥାଚିତ୍ରଟିର ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ ।[୪][୫] ସଙ୍ଗୀତ ନିର୍ଦ୍ଦେଶକ ଅଗ୍ନୀରାଜ୍ ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ ।
ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲ ଆଦିତ୍ୟ ସିଂହ (ବୁଲୁ) । ମୀନକେତନ, ମନିଷା ମିଶ୍ର, ଜ୍ୟୋତି ପାଣି, ଜ୍ୟୋତି ତ୍ରିପାଠୀ ଆଦି କଳାକାରମାନେ ଏହି କଥାଚିତ୍ରଟିରେ ଅଭିନୟ କରିଥିଲେ ।[୩][୪]
ଅଭିନୟ
[ସମ୍ପାଦନା]- ଆଦିତ୍ୟ ସିଂହ- ପ୍ରେମ୍
- ମୀନକେତନ- ପୋଲିସ୍ ଏସ୍. ଆଇ. ନୀଳାଚଳ
- ମନିଷା ମିଶ୍ର- ପ୍ରମିଳା
- ଜ୍ୟୋତି ପାଣି- ପୂଜା
- ଜ୍ୟୋତି ତ୍ରିପାଠୀ- ସ୍ମିତା
କାହାଣୀ
[ସମ୍ପାଦନା]ଗୀତ ଏବଂ ସଙ୍ଗୀତ
[ସମ୍ପାଦନା]ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଅଗ୍ନୀରାଜ୍ ।[୪][୨] ଅରୁଣ ମନ୍ତ୍ରୀ, ବିଭୁପ୍ରସାଦ ମିଶ୍ର, ଗୌତମ ରାଉତ, ମନୋରଞ୍ଜନ ସାହାଣୀ ଆଦି ଗୀତିକାରମାନେ ଏହି କଥାଚିତ୍ରଟିର ଗୀତଗୁଡ଼ିକ ରଚନା କରିଥିଲେ ।[୩] କୁମାର ବାପି, ଅନ୍ତରା ଚକ୍ରବର୍ତ୍ତୀ, ପଙ୍କଜ ଜାଲ୍, ଉଦିତ ନାରାୟଣ, ସଂଗ୍ରାମ ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିର ଗୀତଗୁଡ଼ିକ ଗାଇଥିଲେ ।
ଗୀତ
[ସମ୍ପାଦନା]କ୍ରମ | ଗୀତ | ସମୟ |
---|---|---|
1. | "ମୁଁ ଦିୱାନା ତୋ ପାଇଁ" | |
2. | "ଚଗଲା ଚଗଲା" | |
3. | "ମୁଁ ଦିୱାନା" | |
4. | "ସବୁ ଜନମରେ" | |
5. | "ହାଏରେ ଦୁନିଆ" | |
6. | "ରଙ୍ଗବତୀ" |
ଆଧାର
[ସମ୍ପାଦନା]- ↑ ୧.୦ ୧.୧ "Oriya Films 2013". Incredible Orissa. 28 January 2013. Retrieved 27 October 2017.
- ↑ ୨.୦ ୨.୧ "Mu Diwana To Pain". www.nuaodisha.com. Retrieved 27 October 2017.
- ↑ ୩.୦ ୩.୧ ୩.୨ "MU DIWANA TO PAIN". Incredible Orissa. 2 August 2013. Retrieved 27 October 2017.
- ↑ ୪.୦ ୪.୧ ୪.୨ Mohapatra, Mrudu M. (3 August 2013). "Mu Diwana To Pain Released". Odia Live. Retrieved 27 October 2017.
- ↑ "'ଡାର୍ଲିଂ'ର ଯୋଡିକୁ ଜାଣନ୍ତୁ". Sambad. 6 January 2019. Archived from the original on 21 October 2021. Retrieved 10 January 2019.
ବାହାର ଆଧାର
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ମୁଁ ଦିୱାନା ତୋ' ପାଇଁ