Jump to content

ରୁଦ୍ର (ଓଡ଼ିଆ କଥାଚିତ୍ର)

ଉଇକିପିଡ଼ିଆ‌ରୁ
ରୁଦ୍ର
ନିର୍ଦ୍ଦେଶକଜିତୁ ରାଉତ
ପ୍ରଯୋଜକରୁଦ୍ରନାରାୟଣ ମିଶ୍ର
ନିମାଇଁ ଚରଣ ବିଶ୍ୱାଳ
ସଂଳାପହୃଦାନନ୍ଦ ସାହୁ
ଚିତ୍ରନାଟ୍ୟଜିତୁ ରାଉତ
କାହାଣୀରୁଦ୍ରନାରାୟଣ ମିଶ୍ର
କଳାକାରଅନନ୍ତ
ସୃଷ୍ଟି
ବାବୁ ପ୍ରଧାନ
ସଲିଲ ମିତ୍ର
ବ୍ରଜ ସିଂହ
ସଙ୍ଗୀତଅଭିଜିତ ମଜୁମଦାର
ଚିତ୍ରଗ୍ରହଣସତ୍ୟବ୍ରତ ମହାରଣା
ସମ୍ପାଦକପିତାମ୍ବର ସିଂ
ମୁକ୍ତିଲାଭ ତାରିଖ
୧୭ ମଇ ୨୦୧୩[]
ଦେଶ ଭାରତ
ଭାଷାଓଡ଼ିଆ

ରୁଦ୍ର, ୨୦୧୩ରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ରୁଦ୍ରନାରାୟଣ ମିଶ୍ର ଏବଂ ନିମାଇଁ ଚରଣ ବିଶ୍ୱାଳ ।[] ରୁଦ୍ରନାରାୟଣ ମିଶ୍ର ଏହି କଥାଚିତ୍ରଟିର କାହାଣୀ ଲେଖିଥିଲେ ଏବଂ ହୃଦାନନ୍ଦ ସାହୁ ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ । ଜିତୁ ରାଉତ ଏହି କଥାଚିତ୍ରଟିର ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ ।[] ସଙ୍ଗୀତ ନିର୍ଦ୍ଦେଶକ ଅଭିଜିତ ମଜୁମଦାର ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ ।

ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ଅନନ୍ତ ଏବଂ ସୃଷ୍ଟି ।[] ବାବୁ ପ୍ରଧାନ, ସଲିଲ ମିତ୍ର, ବ୍ରଜ ସିଂହ, ଜନ୍, ବିଷ୍ଣୁ, ପ‌‌ପୁ, ପିଣ୍ଟୁ, ଚିଣ୍ଟୁ, ନାନୁ, ପ୍ରିତୀ, ଶୁଭଶ୍ରୀ, ଅଞ୍ଜନା, କୁସୁମ, ରାଜେଶ, ନିମାଇଁ, ରାଜା, ବାପୁନି ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।[]

ଅଭିନୟ

[ସମ୍ପାଦନା]

କାହାଣୀ

[ସମ୍ପାଦନା]

ଗୀତ ଏବଂ ସଙ୍ଗୀତ

[ସମ୍ପାଦନା]

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଅଭିଜିତ ମଜୁମଦାର । ଗୀତିକାର ନିର୍ମଳ ନାୟକ[] ଏବଂ ନିଜାମ୍ ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ । ଅଭିଜିତ ମଜୁମଦାର, କୁମାର ଲୁଲୁ, ସାଇନୀ ମିଶ୍ର, ଅମ୍ରିତା, ବିଷ୍ଣୁମୋହ‌ନ କବି, ସସ୍ମିତା ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିର ଗୀତଗୁଡ଼ିକ ଗାଇଥିଲେ ।

କ୍ରମଗୀତସମୟ
1."ରୁଦ୍ର" 
2."ଦିଲ୍‌ଜାନୀ ଦିଲ୍‌ଜାନୀ" 
3."ହୋଲି ହୋଲି" 
4."ସୁକ୍ରିୟା ସୁକ୍ରିୟା" 
5."ଯାଦୁ ମଲମ" 
  1. ୧.୦ ୧.୧ ୧.୨ ୧.୩ "Odia Film Calender 2013". Odia Live. Retrieved 20 October 2017.
  2. ୨.୦ ୨.୧ "Oriya Films 2013". Incredible Orissa. 28 January 2013. Archived from the original on 20 November 2017. Retrieved 20 October 2017.

ବାହାର ଆଧାର

[ସମ୍ପାଦନା]
  • ଇଣ୍ଟରନେଟ ମୁଭି ଡାଟାବେସରେ ରୁଦ୍ର