ଏସିପି ସାଗରିକା

ଉଇକିପିଡ଼ିଆ‌ରୁ
ଏସିପି ସାଗରିକା
ନିର୍ଦ୍ଦେଶକବିରଞ୍ଚି ନାରାୟଣ ପଣ୍ଡା
ପ୍ରଯୋଜକଦିଲ୍ଲୀପ ଦାସ
ସଂଳାପଅନନ୍ତ ଓଝା
ଚିତ୍ରନାଟ୍ୟବିରଞ୍ଚି ନାରାୟଣ ପଣ୍ଡା
କାହାଣୀବିରଞ୍ଚି ନାରାୟଣ ପଣ୍ଡା
କଳାକାରଅର୍ଚ୍ଚିତା ସାହୁ
ପପୁ ପମ ପମ
ଅଭିଶେଖ ରଥ
ପ୍ରକୃତି ମିଶ୍ର
ମିହିର ଦାସ
ସଙ୍ଗୀତମନ୍ମଥ ମିଶ୍ର
ଚିତ୍ରଗ୍ରହଣଅଭିରାମ ମିଶ୍ର
ସମ୍ପାଦକସୁକୁମାର ମଣି
ମୁକ୍ତିଲାଭ ତାରିଖ
୮ ମାର୍ଚ୍ଚ ୨୦୧୩[୧]
ଦେଶ ଭାରତ
ଭାଷାଓଡ଼ିଆ

ଏସିପି ସାଗରିକା, ୨୦୧୩ରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରର ପ୍ରଯୋଜନା କରିଥିଲେ ଦିଲ୍ଲୀପ ଦାସ । ବିରଞ୍ଚି ନାରାୟଣ ପଣ୍ଡା କଥାଚିତ୍ରଟିର କାହାଣୀ, ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ ।[୨][୩][୪] ଅନନ୍ତ ଓଝା ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ । ସଙ୍ଗୀତ ନିର୍ଦ୍ଦେଶକ ମନ୍ମଥ ମିଶ୍ର ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ ।[୫] ବସନ୍ତରାଜ ସାମଲ, ବାପୁ ଗୋସ୍ୱାମୀ, ମନ୍ମଥ ମିଶ୍ର ଆଦି ଗୀତିକାରମାନେ କଥାଚିତ୍ରଟିର ଗୀତଗୁଡ଼ିକ ରଚନା କରିଥିଲେ ।

ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ଅର୍ଚ୍ଚିତା ସାହୁ[୬][୭][୧] ପପୁ ପମ ପମ, ଅଭିଶେଖ ରଥ[୪], ପ୍ରକୃତି ମିଶ୍ର[୮], ମିହିର ଦାସ, ପ୍ରିୟଙ୍କା ମହାପାତ୍ର, ଜୟୀରାମ ସାମଲ, ବିଜୁ ବଡ଼ଜେନା, ପ୍ରିତୀରାଜ ସତପଥୀ, ଚୌଧୁରୀ ବିକାଶ ଦାସ, ଅଶୋକ ଦାସ ଆଦି କଳାକାରମାନେ ଏହି କଥାଚିତ୍ରଟିରେ ଅଭିନୟ କରିଥିଲେ । ତପୁ ମିଶ୍ର ଏହି କଥାଚିତ୍ରଟିର ଏକ ଗୀତରେ ଅଭିନୟ କରିଥିଲେ ।[୩][୫] ଏହି କଥାଚିତ୍ର ଜରିଆରେ ଅଭିନେତା ଅଭିଶେଖ ରଥ ଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ ।[୯]

ଅଭିନୟ[ସମ୍ପାଦନା]

ଅନ୍ୟାନ୍ୟ କଳାକାର[ସମ୍ପାଦନା]

  • ନିରଞ୍ଜନ ଦାସ
  • ପ୍ରଦୀପ କୁମାର ରାଉତରାୟ
  • ବିଭୂତି ଦାଶ
  • ମୋହନ ମୂରଲୀ ଦାସ
  • ବିଦ୍ୟାଧର ମହାପାତ୍ର
  • ଅଜିତେସ ମହାପାତ୍ର
  • ସୁଶାନ୍ତ ପାଣିଗ୍ରାହୀ
  • ନଳୀନିକାନ୍ତ ଜେନା
  • ହିରଣ୍ମୟୀ ଦାଶ
  • ଜିଜ୍ଞାସୁ ସାହୁ
  • ତ୍ରିନୟନ ରଥ
  • ପ୍ରାଣକୃଷ୍ଣ ପାଣିଗ୍ରାହୀ
  • ଜାହ୍ନବୀ ଭୂଷଣ ପଟ୍ଟନାୟକ
  • ମଦନ ମୋହନ ଦାଶ
  • ଦୁଃଶାସନ ମହାନ୍ତ

କାହାଣୀ[ସମ୍ପାଦନା]

ଗୀତ ଏବଂ ସଙ୍ଗୀତ[ସମ୍ପାଦନା]

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ମନ୍ମଥ ମିଶ୍ର[୩] ବସନ୍ତରାଜ ସାମଲ, ବାପୁ ଗୋସ୍ୱାମୀ ଓ ମନ୍ମଥ ମିଶ୍ର ଏହି କଥାଚିତ୍ରଟିର ଗୀତଗୁଡ଼ିକ ରଚନା କରିଥିଲେ । ଅଭିଜିତ ମିଶ୍ର, ତପୁ ମିଶ୍ର, କ୍ରୀଷ୍ଣା ମିଶ୍ର, ଶୈଳଭାମା, ଉଦିତ ନାରାୟଣ, ବିନୋଦ ରାଠୋଡ଼ ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।

ଗୀତ[ସମ୍ପାଦନା]

କ୍ରମଗୀତସମୟ
1."ମୁଖା ମୁଖା" 
2."ହଉ ନ ଥିଲା ହେଇଗଲା" 
3."ହୀରା ନୀଳା ମୋତି" 
4."କଟିଯାଇଥିବା କାଗଜର ଗୁଡ଼ି" 
5."ନିଆଁରେ ଘିଅ" 

ଆଧାର[ସମ୍ପାଦନା]

  1. ୧.୦ ୧.୧ "ACP SAGARIKA NEW ORIYA MOVIE OF ARCHITA". Incredible Orissa. 24 September 2012. Retrieved 11 October 2017.
  2. "ଫେରିଲେ ବିରଞ୍ଚି". ସମାଜ (ରବିବାର) (in Odia). ଓଡ଼ିଶା. 23 September 2018. p. 8. Archived from the original on 28 September 2018. Retrieved 28 September 2018.{{cite news}}: CS1 maint: unrecognized language (link)
  3. ୩.୦ ୩.୧ ୩.୨ MOHAPATRA, MRUDU M. (22 February 2013). "ACP Sagarika". odia live. Retrieved 11 October 2017.
  4. ୪.୦ ୪.୧ "ଥରଟିଏ ଅଭିଷେକ-ପ୍ରକୃତିଙ୍କ ଯୋଡ଼ି!". sambad.in. 19 July 2017. Retrieved 11 October 2017.
  5. ୫.୦ ୫.୧ "ACP Sagarika". www.nuaodisha.com. Retrieved 11 October 2017.
  6. "ଏହି ଓଲିଉଡ ନାୟିକାମାନଙ୍କର ପରଦା ଉପରେ କେହି ନାୟକ ନ ଥିଲେ". OdishaLIVE. 11 July 2018. Archived from the original on 1 September 2018. Retrieved 1 September 2018.
  7. "ACP Sagarika". NewOdisha.in. 7 November 2012. Retrieved 11 October 2017. {{cite news}}: |first= missing |last= (help)
  8. "ଅସନ୍ତୁଷ୍ଟ ନୁହନ୍ତି ପ୍ରକୃତି". sambad.in. 14 October 2016. Retrieved 11 October 2017.
  9. "ଫେରୁଛନ୍ତି ଓଲିଉଡର ଚକଲେଟି ହିରୋ". Sambad (in ଆମେରିକୀୟ ଇଂରାଜୀ). 2018-11-20. Archived from the original on 2019-05-02. Retrieved 2019-05-02.
  10. "ରୂପେଲି ପରଦାକୁ କେବେ ଆଉ କେମିତି ଆସିଲା ରାକ୍ଷୀ: ପଢନ୍ତୁ ଏଇ କାହାଣୀ | News7". www.prameyanews7.com. Archived from the original on 27 August 2018. Retrieved 27 August 2018.
  11. "ଲୋକପ୍ରିୟ ନାୟକ ଅଭିଷେକଙ୍କ ନୂଆ ନାୟିକା | Sambad". ସମ୍ବାଦ. sambad.in. 23 November 2021. Archived from the original on 27 December 2021. Retrieved 27 December 2021.
  12. "ଓଲିଉଡର ଏହି ରାଷ୍ଟ୍ରୀୟ ପୁରସ୍କାରପ୍ରାପ୍ତ ନାୟିକାଙ୍କୁ ଖୁବ୍‌ ଶୀଘ୍ର ଭେଟିବେ ଏହି ଓଡ଼ିଆ ସିନେମାରେ | Sambad". Sambad (in Odia). ଓଡ଼ିଶା. 17 September 2018. Archived from the original on 17 September 2018. Retrieved 17 September 2018.{{cite news}}: CS1 maint: unrecognized language (link)

ବାହାର ଆଧାର[ସମ୍ପାଦନା]