ବ୍ୟାଚେଲର
ବ୍ୟାଚେଲର | |
---|---|
ନିର୍ଦ୍ଦେଶକ | ମୃତ୍ୟୁଞ୍ଜୟ ସାହୁ |
ପ୍ରଯୋଜକ | ମିତାଲି ମଧୁମିତା |
ସଂଳାପ | ନିର୍ମଳ ନାୟକ |
ଚିତ୍ରନାଟ୍ୟ | ମୃତ୍ୟୁଞ୍ଜୟ ସାହୁ |
କାହାଣୀ | ଅନଙ୍ଗ ମଞ୍ଜରୀ ପଟ୍ଟନାୟକ |
କଳାକାର | ଅଖିଳ ପଟ୍ଟନାୟକ ଉତ୍କଣ୍ଠା ପାଢ଼ୀ ବିଜୟ ମହାନ୍ତି ପିଣ୍ଟୁ ନନ୍ଦ ତନ୍ଦ୍ରା ରାୟ ମୀନକେତନ |
ସଙ୍ଗୀତ | ପ୍ରେମ ଆନନ୍ଦ |
ଚିତ୍ରଗ୍ରହଣ | ମୃତ୍ୟୁଞ୍ଜୟ ସାହୁ |
ମୁକ୍ତିଲାଭ ତାରିଖ | ୨୦ ସେପ୍ଟେମର ୨୦୧୩[୧] |
ଦେଶ | ଭାରତ |
ଭାଷା | ଓଡ଼ିଆ |
ବ୍ୟାଚେଲର, ୨୦୧୩ରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ମିତାଲି ମଧୁମିତା ।[୨] ଅନଙ୍ଗ ମଞ୍ଜରୀ ପଟ୍ଟନାୟକ ଏହି କଥାଚିତ୍ରଟିର କାହାଣୀ ଲେଖିଥିଲେ ।[୩] ନିର୍ମଳ ନାୟକ ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ ।[୧] ମୃତ୍ୟୁଞ୍ଜୟ ସାହୁ ଏହି କଥାଚିତ୍ରଟିର ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ ।[୪][୫][୬] ସଙ୍ଗୀତ ନିର୍ଦ୍ଦେଶକ ପ୍ରେମ ଆନନ୍ଦ ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ ।[୭]
ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ଅଖିଳ ପଟ୍ଟନାୟକ ଏବଂ ଉତ୍କଣ୍ଠା ପାଢ଼ୀ ।[୮] ବିଜୟ ମହାନ୍ତି, ପିଣ୍ଟୁ ନନ୍ଦ, ତନ୍ଦ୍ରା ରାୟ, ମୀନକେତନ, ହରିହର ମହାପାତ୍ର, ଜୀବନ ପଣ୍ଡା, ବିଭୂତି ତ୍ରିପାଠୀ, ମିଲି, ଦେବୀ, ଏକଲବ୍ୟ, ଟୁଲୁ ଆଦି କଳାକାରମାନେ ଏହି କଥାଚିତ୍ରଟିରେ ଅଭିନୟ କରିଥିଲେ ।[୩]
ଅଭିନୟ
[ସମ୍ପାଦନା]- ଅଖିଳ ପଟ୍ଟନାୟକ
- ଉତ୍କଣ୍ଠା ପାଢ଼ୀ
- ବିଜୟ ମହାନ୍ତି
- ପିଣ୍ଟୁ ନନ୍ଦ
- ତନ୍ଦ୍ରା ରାୟ
- ମୀନକେତନ
- ହରିହର ମହାପାତ୍ର
- ଜୀବନ ପଣ୍ଡା
- ବିଭୂତି ତ୍ରିପାଠୀ
- ମିଲି
- ଦେବୀ
- ଏକଲବ୍ୟ
- ଟୁଲୁ
କାହାଣୀ
[ସମ୍ପାଦନା]ଗୀତ ଏବଂ ସଙ୍ଗୀତ
[ସମ୍ପାଦନା]ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ପ୍ରେମ ଆନନ୍ଦ ।[୮][୩] ଅରୁଣ ମନ୍ତ୍ରୀ, ବସନ୍ତରାଜ ସାମଲ, ନିର୍ମଳ ନାୟକ, ବାପି ଆଦି ଗୀତିକାରମାନେ ଏହି କଥାଚିତ୍ରଟିର ଗୀତଗୁଡ଼ିକ ରଚନା କରିଥିଲେ ।[୨] ବିଭୁ କିଶୋର ଏହି କଥାଚିତ୍ରଟିର ଗୀତ ଗାଇଥିଲେ ।[୭]
ଗୀତ
[ସମ୍ପାଦନା]କ୍ରମ | ଗୀତ | ସମୟ |
---|---|---|
1. | "ବ୍ୟାଚେଲର" | |
2. | "ଚଲାବାଟେ" | |
3. | "ଛାତି ଚହଳ କଲା" | |
4. | "ଚିକି ମିକି ଆଖିରେ ତୋ" | |
5. | "ଚକୋଲେଟ ଚେହେରା" | |
6. | "ସରଗର ପରି" | |
7. | "ତୋ ଦୁଃଖରେ ଦୁଃଖି" | |
8. | "ତୁ ମୋରି ପାଇଁ ରେ" |
ଆଧାର
[ସମ୍ପାଦନା]- ↑ ୧.୦ ୧.୧ Mohapatra, Mrudu M. (17 September 2013). "Bachelor arrives on 20th September". odia live. Retrieved 6 November 2017.
- ↑ ୨.୦ ୨.୧ "Bachelor". www.nuaodisha.com. Retrieved 6 November 2017.
- ↑ ୩.୦ ୩.୧ ୩.୨ Mohapatra, Mrudu M. (20 September 2013). "Bachelor running successfully across Odisha". odia live. Retrieved 6 November 2017.
- ↑ "Ollywood Release – Odia Movies Mun Khanti Odia Jhia & Bhairab - EnewsOdia.Com". enewsodia.com/. Odisha: E News ଓଡ଼ିଆ. 8 September 2017. Archived from the original on 23 June 2019. Retrieved 16 January 2019.
- ↑ Mohapatra, Mrudu M. (2 September 2013). "Bachelor Audio Released". odia live. Retrieved 6 November 2017.
- ↑ "ଅମ୍ଳାନ-ରୀୟା ଯୋଡ଼ିର 'ଲାଗିଲା ରଙ୍ଗ ଗୋଲାପି ଗୋଲାପି'". Sambad (in Odia). 28 April 2023. Archived from the original on 29 September 2023. Retrieved 29 September 2023.
{{cite web}}
: CS1 maint: unrecognized language (link) - ↑ ୭.୦ ୭.୧ "Bachelor new Oriya Movie". Incredible Orissa. 11 March 2013. Retrieved 6 November 2017.
- ↑ ୮.୦ ୮.୧ Mohapatra, Mrudu M. (10 August 2013). "1st Look of Odia Film Bachelor". odia live. Retrieved 6 November 2017.
ବାହାର ଆଧାର
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ବ୍ୟାଚେଲର