ମୁଁ ଏକା ତୁମର
Appearance
ମୁଁ ଏକା ତୁମର | |
---|---|
ନିର୍ଦ୍ଦେଶକ | ସୁଶାନ୍ତ ମଣି |
ପ୍ରଯୋଜକ | ସୀତାରାମ ଅଗ୍ରୱାଲ |
ଚିତ୍ରନାଟ୍ୟ | ରଣଜିତ ପଟ୍ଟନାୟକ |
କଳାକାର | ସବ୍ୟସାଚୀ ମିଶ୍ର, ଅର୍ଚ୍ଚିତା ସାହୁ, ମିହିର ଦାସ,ଉଷସୀ ମିଶ୍ର,ମହାଶ୍ୱେତା ରାୟ,ହରିହର ମହାପାତ୍ର,ସାତ୍ୟକି ମିଶ୍ର,ଦେବାଶିଷ,ରାଗିଣୀ |
ସଙ୍ଗୀତ | ବିକାଶ ଦାସ,ବିଜୁ ସ୍ୱାଇଁ |
ଚିତ୍ରଗ୍ରହଣ | ଅଭିରାମ ମିଶ୍ର |
ସମ୍ପାଦକ | ସୁକୁମାର ମଣି |
Production company | |
ବିତରକ | ସାର୍ଥକ ମ୍ୟୁଜିକ |
ମୁକ୍ତିଲାଭ ତାରିଖ | ୧୧ ଜୁନ ୨୦୧୩ |
ଦେଶ | ଭାରତ |
ଭାଷା | ଓଡ଼ିଆ |
ମୁଁ ଏକା ତୁମର ୨୦୧୩ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ସୁଶାନ୍ତ ମଣି ।[୧]
ଅଭିନୟ
[ସମ୍ପାଦନା]ଓଡ଼ିଆ କଥାଚିତ୍ର ‘ହାତ ଧରି ଚାଲୁଥା’ରେ ଅଭିନୟ କରିଥିବା ପ୍ରମୁଖ କଳାକାର ହେଲେ: [୨]
- ସବ୍ୟସାଚୀ ମିଶ୍ର[୩][୪]
- ମହାଶ୍ୱେତା ରାୟ
- ଅର୍ଚ୍ଚିତା ସାହୁ
- ମିହିର ଦାସ[୫]
- ଉଷସୀ ମିଶ୍ର
- ହରିହର ମହାପାତ୍ର
- ସାତ୍ୟକି ମିଶ୍ର
- ଲଭ୍ଲି[୬]
ଗୀତ ଓ ସଙ୍ଗୀତ
[ସମ୍ପାଦନା]- ସଙ୍ଗୀତକାର: ବିକାଶ ଦାସ,ବିଜୁ ସ୍ୱାଇଁ
- ପ୍ରଚ୍ଛଦପଟ ଗାୟକ: ସୌରିନ ଭଟ୍ଟ,ନମିତା ଅଗ୍ରୱାଲ,ଉଦିତ ନାରାୟଣ
- ମୁଁ ଏକା ତୁମର
- ଦିନେ ଏଇ ରଙ୍ଗ
- ସୁନା ଝିଅ ମୋ ସାଥେ
- ମୋ ଲୁହର ରଙ୍ଗ ଆଜି
- ମା' ଲୋ ମଲି
ଟୀକା
[ସମ୍ପାଦନା]- ↑ "ପୁଣି ସୁଶାନ୍ତଙ୍କ ସହ ସବ୍ୟସାଚୀ". ନିର୍ଭୟ. 16 September 2023. p. 10. Archived from the original on 16 September 2023. Retrieved 16 September 2023.
- ↑ "Mun Eka Tumara". movies.fullorissa.com. 2013. Archived from the original on 31 March 2013. Retrieved 01 February 2013.
Mun Eka Tumara Casts
{{cite web}}
: Check date values in:|accessdate=
(help) - ↑ "ପାଗଳପ୍ରେମୀ ସବ୍ୟସାଚୀ କ'ଣ ସତରେ ଫସିଗଲେ?". OdishaLIVE (in Odia). ଓଡ଼ିଶା. 29 April 2018. Archived from the original on 12 August 2020. Retrieved 2 September 2018.
{{cite news}}
: CS1 maint: unrecognized language (link) - ↑ "ପହିଲି ପୁଲକ: ମାତ୍ର ଦୁଇ ଧାଡ଼ିର ସଂଳାପ ଅଭିନେତା ସବ୍ୟସାଚୀଙ୍କୁ ନାକେଦମ୍ କରିଦେଇଥିଲା". ସମ୍ବାଦ. sambad.in. 12 October 2022. Archived from the original on 12 October 2022. Retrieved 12 October 2022.
- ↑ "'ମଥୁରା ବିଜୟ'ରୁ ଆରମ୍ଭ 'ଅଜାତି'ରେ ଶେଷ, ଏମିତି ଥିଲା ଭେଟେରାନ ଅଭିନେତାଙ୍କ ଅଭିନୟ ଯାତ୍ରା". Prameya News7 (in ଆମେରିକୀୟ ଇଂରାଜୀ). 11 January 2022. Archived from the original on 5 July 2023. Retrieved 29 August 2023.
- ↑ "ଆଇଟମ୍ ନମ୍ବରରେ ବଲିଉଡଠାରୁ ଓଲିଉଡ ପଛରେ". OdishaLIVE. 7 May 2018. Retrieved 27 August 2018.
- ↑ "Mun Eka Tumara Songs". incredibleorissa.com. Retrieved 10June 2013.
Mun Eka Tumara Songs
{{cite web}}
: Check date values in:|accessdate=
(help)