ମୁଁ ଏକା ତୁମର
Jump to navigation
Jump to search
ମୁଁ ଏକା ତୁମର | |
---|---|
ନିର୍ଦ୍ଦେଶକ | ସୁଶାନ୍ତ ମଣି |
ପ୍ରଯୋଜକ | ସୀତାରାମ ଅଗ୍ରୱାଲ |
ଚିତ୍ରନାଟ୍ୟ | ରଣଜିତ ପଟ୍ଟନାୟକ |
କଳାକାର | ସବ୍ୟସାଚୀ ମିଶ୍ର, ଅର୍ଚ୍ଚିତା ସାହୁ, ମିହିର ଦାସ,ଉଷସୀ ମିଶ୍ର,ମହାଶ୍ୱେତା ରାୟ,ହରିହର ମହାପାତ୍ର,ସାତ୍ୟକି ମିଶ୍ର,ଦେବାଶିଷ,ରାଗିଣୀ |
ସଙ୍ଗୀତ | ବିକାଶ ଦାସ,ବିଜୁ ସ୍ୱାଇଁ |
ଚିତ୍ରଗ୍ରହଣ | ଅଭିରାମ ମିଶ୍ର |
ସମ୍ପାଦକ | ସୁକୁମାର ମଣି |
Production company | |
ବିତରକ | ସାର୍ଥକ ମ୍ୟୁଜିକ |
ମୁକ୍ତିଲାଭ ତାରିଖ | ୧୧ ଜୁନ ୨୦୧୩ |
ଦେଶ | ![]() |
ଭାଷା | ଓଡ଼ିଆ |
ସୁଶାନ୍ତ ମଣିଙ୍କ ନିର୍ଦ୍ଦେଶନାରେ ନିର୍ମିତ ଓଡ଼ିଆ କଥାଚିତ୍ର ମୁଁ ଏକା ତୁମର ୨୦୧୩ ମସିହାରେ ମୁକ୍ତିଲାଭ କରିଥିଲା ।
ଅଭିନୟରେ[ସମ୍ପାଦନା]
ଓଡ଼ିଆ କଥାଚିତ୍ର ‘ହାତ ଧରି ଚାଲୁଥା’ରେ ଅଭିନୟ କରିଥିବା ପ୍ରମୁଖ କଳାକାର ହେଲେ: [୧]
- ସବ୍ୟସାଚୀ ମିଶ୍ର[୨]
- ମହାଶ୍ୱେତା ରାୟ
- ଅର୍ଚ୍ଚିତା ସାହୁ
- ମିହିର ଦାସ
- ଉଷସୀ ମିଶ୍ର
- ହରିହର ମହାପାତ୍ର
- ସାତ୍ୱକି ମିଶ୍ର
- ଲଭ୍ଲି[୩]
ଗୀତ ଓ ସଙ୍ଗୀତ[ସମ୍ପାଦନା]
- ସଙ୍ଗୀତକାର: ବିକାଶ ଦାସ,ବିଜୁ ସ୍ୱାଇଁ
- ପ୍ରଚ୍ଛଦପଟ ଗାୟକ: ସୌରିନ,ନମିତା ଅଗ୍ରୱାଲ,ଉଦିତ ନାରାୟଣ
ଗୀତ[୪][ସମ୍ପାଦନା]
- ମୁଁ ଏକା ତୁମର
- ଦିନେ ଏଇ ରଙ୍ଗ
- ସୁନା ଝିଅ ମୋ ସାଥେ
- ମୋ ଲୁହର ରଙ୍ଗ ଆଜି
- ମା' ଲୋ ମଲି
ଟୀକା[ସମ୍ପାଦନା]
- ↑ "Mun Eka Tumara". movies.fullorissa.com. 2013. Retrieved 01 February 2013.
Mun Eka Tumara Casts
- ↑ "ପାଗଳପ୍ରେମୀ ସବ୍ୟସାଚୀ କ'ଣ ସତରେ ଫସିଗଲେ?". OdishaLIVE (in Odia). ଓଡ଼ିଶା. 29 April 2018. Archived from the original on 2 September 2018. Retrieved 2 September 2018.CS1 maint: unrecognized language (link)
- ↑ "ଆଇଟମ୍ ନମ୍ବରରେ ବଲିଉଡଠାରୁ ଓଲିଉଡ ପଛରେ". OdishaLIVE. 7 May 2018. Retrieved 27 August 2018.
- ↑ "Mun Eka Tumara Songs". incredibleorissa.com. Retrieved 10June 2013.
Mun Eka Tumara Songs