ଡାହା ବାଳୁଙ୍ଗା
Appearance
ଡାହା ବାଳୁଙ୍ଗା | |
---|---|
ନିର୍ଦ୍ଦେଶକ | ସୁଧାକର ବସନ୍ତ |
ପ୍ରଯୋଜକ | ପୁପିନ୍ଦର ସିଂହ |
ସଂଳାପ | ବାପୁ ଗୋସ୍ୱାମୀ |
କଳାକାର | ବାବୁଶାନ୍ ସୋନିଆ ସରକାର ଦେ ସଞ୍ଜନା ମିତ୍ର ବିଜୟ ମହାନ୍ତି ଜ୍ୟାକି ଶ୍ରଫ୍ ତନ୍ଦ୍ରା ରାୟ ଅପରାଜିତା ମହାନ୍ତି, |
ସଙ୍ଗୀତ | ଅଭିଜିତ ମଜୁମଦାର |
ଚିତ୍ରଗ୍ରହଣ | ରମେଶ କ୍ରିଷ୍ଣା କେ.ଭି. ରମଣ |
ସମ୍ପାଦକ | ଅଶୋକ ଶର୍ମା |
ମୁକ୍ତିଲାଭ ତାରିଖ | ୧୨ ଜୁଲାଇ ୨୦୧୩ |
କଥାଚିତ୍ରର ସମୟ | ୧୬୯ ମିନିଟ୍ |
ଦେଶ | ଭାରତ |
ଭାଷା | ଓଡ଼ିଆ |
ଡାହା ବାଳୁଙ୍ଗା, ୨୦୧୩ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ପୁପିନ୍ଦର ସିଂହ । ବାପୁ ଗୋସ୍ୱାମୀ ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ । ସୁଧାକର ବସନ୍ତ ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ।[୧]
ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ବାବୁଶାନ୍ ମହାନ୍ତି ଓ ସୋନିଆ ଦେ ସରକାର । ହିନ୍ଦୀ କଥାଚିତ୍ର ଅଭିନେତା ଜ୍ୟାକି ଶ୍ରଫ୍ ପ୍ରଥମଥର ପାଇଁ ଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ କରିଥିଲେ । ବିଜୟ ମହାନ୍ତି, ଅପରାଜିତା ମହାନ୍ତି, ତନ୍ଦ୍ରା ରାୟ, ପିଣ୍ଟୁ ନନ୍ଦ, ପ୍ରଜ୍ଞା ଖଟୁଆ, ଚୌଧୁରୀ ଜୟପ୍ରକାଶ ଦାସ, ତୃପ୍ତି ସିହ୍ନା, ସରୋକ ଦାସ, ସଞ୍ଜନା ମିତ୍ର, ସୁବାଶିଷ ଶର୍ମା ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।
ଅଭିନୟ
[ସମ୍ପାଦନା]- ବାବୁଶାନ୍[୨][୩]- ଓମକାର ମହାନ୍ତି
- ସୋନିଆ ସରକାର ଦେ- ଶାଲିନୀ
- ସଞ୍ଜନା ମିତ୍ର- ରୁବି
- ବିଜୟ ମହାନ୍ତି- ଉତ୍ତମ ମହାନ୍ତି
- ଜ୍ୟାକି ଶ୍ରଫ୍- ଅରୁଣ ସିଂ ଦେଓ
- ତନ୍ଦ୍ରା ରାୟ- ମମତା ମହାନ୍ତି
- ଅପରାଜିତା ମହାନ୍ତି- ଅରୁଣଙ୍କ ପତ୍ନୀ
- ପିଣ୍ଟୁ ନନ୍ଦ- ବିକ୍ରମ
- ପ୍ରଜ୍ଞା ଖଟୁଆ- ଚିଙ୍ଗିଡ଼ି
- ସରୋଜ ଦାସ- ଅଧକ୍ଷ
- ଚୌଧୁରୀ ଜୟପ୍ରକାଶ ଦାସ- ବିକ୍ରେତା
- ତୃପ୍ତୀ ସିହ୍ନା- ଜେଜେମା
ଗୀତ ଓ ସଙ୍ଗୀତ
[ସମ୍ପାଦନା]ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଅଭିଜିତ ମଜୁମଦାର ।
ଆଧାର
[ସମ୍ପାଦନା]- ↑ "DAHA BALUNGA – New Odia Film By Babushan". Retrieved 20 July 2016.
- ↑ "ଲୋକାଲ୍ ଟୋକାଙ୍କ ପ୍ରେମିକା" (in Odia). ଓଡ଼ିଶା. 10 June 2018. p. 8. Archived from the original (PDF) on 19 October 2018. Retrieved 19 October 2018.
{{cite news}}
: CS1 maint: unrecognized language (link) - ↑ "ଏହି ସିନେମାରେ ବାବୁସାନ କରିଥିଲେ ଗେଷ୍ଟ୍ ରୋଲ୍". sambad.in. 24 April 2018. Retrieved 6 June 2018.
ବାହାର ଆଧାର
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ଡାହା ବାଳୁଙ୍ଗା