ସପନର ନାୟିକା

ଉଇକିପିଡ଼ିଆ‌ରୁ
ସପନର ନାୟିକା
ନିର୍ଦ୍ଦେଶକରାଜ୍ ପ୍ରଦୀପ
ପ୍ରଯୋଜକରବିନ୍ଦ୍ର ପଣ୍ଡା
ଅନର୍ଭ ରାଉତରାୟ
ସଂଳାପରଜନୀ ରଞ୍ଜନ
ଚିତ୍ରନାଟ୍ୟରଜନୀ ରଞ୍ଜନ
କାହାଣୀବିଜୟଲକ୍ଷ୍ମୀ ପଣ୍ଡା
କଳାକାରଦୀପକ ବାରିକ
ପିଙ୍କି ପ୍ରିୟଦର୍ଶିନୀ
ଦୈତାରି ପଣ୍ଡା
ମନୋଜ ମିଶ୍ର
ଶ୍ରୀତମ ଦାସ
ସଙ୍ଗୀତପ୍ରଶାନ୍ତ ପାଢ଼ୀ
ଚିତ୍ରଗ୍ରହଣଜୟ ପ୍ରଧାନ
ସମ୍ପାଦକରାଜେଶ ଦାଶ
ମୁକ୍ତିଲାଭ ତାରିଖ
୨୪ ମଇ ୨୦୧୩[୧]
ଦେଶ ଭାରତ
ଭାଷାଓଡ଼ିଆ

ସପନର ନାୟିକା, ୨୦୧୩ରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର ।[୨] ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ରବିନ୍ଦ୍ର ପଣ୍ଡା ଏବଂ ଅନର୍ଭ ରାଉତରାୟ ।[୩] ବିଜୟଲକ୍ଷ୍ମୀ ପଣ୍ଡା ଏହି କଥାଚିତ୍ରଟିର କାହାଣୀ ରଚନା କରିଥିଲେ ।[୪] ଡଃ ରଜନୀ ରଞ୍ଜନ ଏହି କଥାଚିତ୍ରଟିର ଚିତ୍ରନାଟ୍ୟ ଏବଂ ସଂଳାପ ରଚନା କରିଥିଲେ ।[୧] ରାଜ୍ ପ୍ରଦୀପ ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ।[୫] ସଙ୍ଗୀତ ନିର୍ଦ୍ଦେଶକ ପ୍ରଶାନ୍ତ ପାଢ଼ୀ ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ ।[୩]

ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ଦୀପକ ବାରିକ[୬] ଏବଂ ପିଙ୍କି ପ୍ରିୟଦର୍ଶିନୀ[୭][୮] ଦୈତାରି ପଣ୍ଡା, ମନୋଜ ମିଶ୍ର, ଶ୍ରୀତମ ଦାସ, ଲରେନ୍ସ ବେହେରା, ଚିନ୍ମୟୀ ପ୍ରିୟଦର୍ଶିନୀ, ଗୁଡ୍ଡୁ, ବାଦଲ ମହାନ୍ତି, ଅନନ୍ତ ମିଶ୍ର ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।[୧][୯]

ଅଭିନୟ[ସମ୍ପାଦନା]

କାହାଣୀ[ସମ୍ପାଦନା]

ଗୀତ ଏବଂ ସଙ୍ଗୀତ[ସମ୍ପାଦନା]

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ପ୍ରଶାନ୍ତ ପାଢ଼ୀ[୪] କୁମାର ଜିତେନ, ଅରୁଣ ମନ୍ତ୍ରୀ, ପଞ୍ଚାନନ ନାୟକ, ରଶ୍ମୀ ରଞ୍ଜନ ଆଦି ଗୀତିକାରମାନେ ଏହି କଥାଚିତ୍ରଟିର ଗୀତଗୁଡ଼ିକ ରଚନା କରିଥିଲେ ।[୩][୫] ପାମେଲା ଜୈନ, ଉଦିତ ନାରାୟଣ[୧], ପମି, ବିନୋଦ ରାଠୋଡ, ସୌରଭ ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିର ଗୀତଗୁଡ଼ିକ ଗାଇଥିଲେ ।[୯]

ଗୀତ[ସମ୍ପାଦନା]

କ୍ରମଗୀତସମୟ
1."ଚିକିଣି ପତଳୀ ମୁଁ" 
2."ଲଭ୍ ଲଭ୍" 
3."ମନ କାଚଘର" 
4."ମୁଁ ଟିକେ ଚଗଲି" 
5."ତୁ ମୋ ସପନର ନାୟିକ" 

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ "Sapanara Nayika new Oriya Film". Incredible Orissa. 23 January 2013. Retrieved 21 October 2017.
  2. "'ସପନ' ଯୋଡ଼ି". ସମାଜ (ରବିବାର) (in Odia). ଓଡ଼ିଶା. 2 September 2018. Archived from the original on 2 September 2018. Retrieved 2 September 2018.{{cite news}}: CS1 maint: unrecognized language (link)
  3. ୩.୦ ୩.୧ ୩.୨ "Sapanara Nayika". NewOdisha.in. 19 Feberuary 2013. Archived from the original on 24 October 2017. Retrieved 21 October 2017. {{cite news}}: |first= missing |last= (help); Check date values in: |date= (help)
  4. ୪.୦ ୪.୧ "Sapanara Nayika Odia film Cast and Crew, Wallpapers, Songs". Best Odisha. Archived from the original on 24 October 2017. Retrieved 21 October 2017.
  5. ୫.୦ ୫.୧ ୫.୨ "Sapanara Nayika". www.nuaodisha.com. Retrieved 21 October 2017.
  6. "ଓଲିଉଡ ନାୟକ ଦୀପକଙ୍କ ଅପେକ୍ଷା !". sambad.in. 28 August 2017. Retrieved 21 October 2017.
  7. "ଛଅମାସ ହେବ ପରଦାକୁ ଆସିନାହାନ୍ତି ଏହି ଓଲିଉଡ ନାୟିକା !". sambad.in. 26 August 2017. Archived from the original on 24 October 2017. Retrieved 21 October 2017.
  8. "ପୁଣି ଯୋଡି ହେଲେ ଓଲିଉଡର ଏହି ଦୁଇ ସେଲିବ୍ରିଟି | Sambad". Sambad. 7 September 2018. Archived from the original on 22 October 2021. Retrieved 7 September 2018.
  9. ୯.୦ ୯.୧ MOHAPATRA, MRUDU M. (4 March 2013). "Sapanara Nayika 1st Look". odia live. Retrieved 21 October 2017.
  10. "ସିନେମାଟିଏ 'ସୁପରଷ୍ଟାର' ହେଉ". ପ୍ରମେୟ. No. ତାରକା ଦୁନିଆ. 25 January 2023. p. 25. Archived from the original on 22 March 2023. Retrieved 22 March 2023.
  11. "ଫେରିଲେ ପିଙ୍କି". ସମାଜ (ରବିବାର) (in Odia). ଓଡ଼ିଶା. 28 October 2018. p. 8. Archived from the original on 27 October 2018. Retrieved 27 October 2018.{{cite news}}: CS1 maint: unrecognized language (link)
  12. Guru, Himanshu (2017-09-14). "Producer and shooting star". Odisha News, Odisha Latest news, Odisha Daily - OrissaPOST (in ଆମେରିକୀୟ ଇଂରାଜୀ). Archived from the original on 2021-11-08. Retrieved 2021-11-08.

ବାହାର ଆଧାର[ସମ୍ପାଦନା]